ଡାକ୍ତର-ରୋଗୀ ଉପାଖ୍ୟାନମ୍
ଜୁଲାଇ ୧ ହେଉଛି ‘ଜାତୀୟ ଚିକିତ୍ସକ ଦିବସ/ ନ୍ୟାଶନାଲ ଡକ୍ଟର’ସ ଡେ । ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… “ରୋଗୀ ଚିକିତ୍ସାରେ ନିଜର ଭୁଲ୍ଭଟକାକୁ ଖୋଲାଖୋଲି ମାନିଯାଉଥିଲେ ଡାକ୍ତର ନିକୋଲାର ପିରାଟୋଭ। ଏପରିକି ନିଜ ଭୁଲ୍ କରିଥିବା କଥାକୁ ପ୍ରକାଶ…
ସକାଳୁ କପେ ଲବଙ୍ଗ ଚା’…
ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ ତୁଳସୀ ପତ୍ର, ପୋଦିନା ପତ୍ର ଓ ଲବଙ୍ଗ ପକାଇ ନାଲି ଚା’ କରି ପିଇଲେ ଥଣ୍ଡା…
ବର୍ଷାଦିନେ ପିଅନ୍ତୁ ନାହିଁ ଅତ୍ୟଧିକ ଅଦା ଚା’, ଭୋଗିପାରନ୍ତି ଏସବୁ ସମସ୍ୟା
ବର୍ଷାଦିନରେ ଅଧିକାଂଶ ଲୋକ ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଅଦା ଚା’ ଥଣ୍ଡା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ସହଜ କରେ। ମାତ୍ର ଆବଶ୍ୟକତାରୁ ଅଧିକ ଅଦା ଚା’ ପିଇଲେ ଏହା ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି…
ଝୁମୁକା ଫ୍ୟାଶନ: ଜାଣନ୍ତୁ ଲାଟେଷ୍ଟ ଡିଜାଇନ
ଏହା ଏକ ପ୍ରକାର କ୍ଲାସିକ୍ ଇୟର ରିଂ, ଯାହାର ଚାହିଦା ମହିଳାମାନଙ୍କ ଗହଣରେ ପୂର୍ବରୁ ଥିଲା ଆଉ ଏବେ ବି ଅଛି। କହିବାକୁ ଗଲେ, ଭାରତୀୟ ମହିଳାମାନଙ୍କର ଜୁଏଲେରି କଲେକ୍ସନ୍ ଝୁମୁକା ବିନା ଲାଗେ ଯେମିତି ଅଧୁରା। ତେଣୁ ଝୁମୁକାର ଫ୍ୟାଶନ…
ସହଜ ଉପାୟରେ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ କିଓ୍ବି ସ୍କିନ ଟୋନର: ଯାହା ତ୍ୱଚାକୁ କରିବ ଉଜ୍ଜ୍ୱଳ
କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ତେବେ ଖାଲି ଖାଇବାକୁ ଏହା ସ୍ବାଦିଷ୍ଠ ଲାଗିଥାଏ ନ ଥାଏ, ବରଂ ତ୍ୱଚା ପାଇଁ ବରଦାନ…
ପାରାଲିସିସ୍ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…
ସକାଳୁ ଖାଲି ପେଟରେ ଦୁଇକୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହୃଦ୍ଘାତରେ ଏହା ମହୌଷଧୀ ଭଳି କାମ କରେ। ତେବେ ରସୁଣ ସହିତ ମହୁ ମିଶାଇ ଖାଇଲେ ପାରାଲିସିସ୍ରୁ ସହଜରେ…
ପେଟ ବୃଦ୍ଧି କମାଇବା ସହ କୋଷ୍ଠକାଠିନ୍ୟ ଦୂର କରେ ଗୋଲମରିଚ
ଗୋଲମରିଚକୁ କେବଳ ମସଲା ଭାବେ ବ୍ୟବହାର କରିହେବ ତାହା ନୁହେଁ, ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ, ସକାଳେ ଅଳ୍ପ ଉଷୁମ ପାଣିରେ ଗୋଲମରିଚ ମିଶାଇ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ପେଟ…
ବର୍ଷାଦିନିଆ ତ୍ୱଚାର ଯତ୍ନ ସମ୍ପର୍କରେ କିଛି ଟିପ୍ସ
ବର୍ଷାଋତୁରେ ଅନେକ ତ୍ୱଚା ସମସ୍ୟା ଦେଖାଯାଇଥାଏ। କେବଳ ତରୁଣୀ ନୁହନ୍ତି, ଏହି ସମସ୍ୟା ପୁରୁଷମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ। କିନ୍ତୁ କିଶୋରୀମାନେ ଏହାକୁ ନେଇ ଅଧିକ ଚିନ୍ତିତ ଥିବାବେଳେ ଅଧିକାଂଶ ଯୁବକଙ୍କ ଏଥିପ୍ରତି ନଜର ନ ଥାଏ। ସେମାନେ ଭାବନ୍ତି ତ୍ୱଚାର ଯତ୍ନନେବା…
ପେଟ ସମସ୍ୟାରୁ ମୁକ୍ତି ଦେବା ସହ ତ୍ୱଚାକୁ ସୁନ୍ଦର ରଖିଥାଏ ଭେଣ୍ଡି
ଭେଣ୍ଡି ଖାଇବାକୁ କେତେଜଣଙ୍କୁ ପସନ୍ଦ ହୋଇଥିବା ବେଳେ ଅନ୍ୟ କେତେଜଣ ଏହା ଲାଳୁଆ ଲାଗୁଥିବା କାରଣଯୋଗୁ ଖାଇବାକୁ ପସନ୍ଦ କରି ନ ଥାନ୍ତି। ମାତ୍ର ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ। ପେଟ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଭେଣ୍ଡି…
ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍
ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା ଦେଖାଯାଏ। ତେବେ ଯଦି ଆପଣ ସିଗାରେଟ୍ ପିଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ। କାରଣ ଏହା…
ଉପକାରୀ ଜାମୁକୋଳି, ଖାଇଲେ ଦୂର ହୁଏ ଏହିସବୁ ରୋଗ
ଜାମୁକୋଳି ଶରୀର ପାଇଁ ବହୁ ଉପକାରୀ। ଏଥିରୁ ମିଳୁଥିବା ମିନେରାଲ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ଏହାକୁ ଖାଇଲେ ରକ୍ତଚାପ, ମଧୁମେହ, ପେଟରୋଗ ପରି ଅନେକ ରୋଗ ଭଲ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ୍ ଉପକାରୀ। ମୁଠାଏ ଜାମୁକୋଳିରେ…
ତଳିପାଦ ମୋଡ଼ି ହୋଇଯାଇଥିଲେ କରନ୍ତୁ ଏପରି, ମିଳିବ ଆରାମ
ତଳିପାଦ ମୋଡ଼ି ହୋଇଗଲେ ଏହାକୁ ହାଲୁକା ମନେ କରନ୍ତୁ ନାହିଁ। କାରଣ ଭବିଷ୍ୟତରେ ଏହା ଅନେକ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନ ଧରି ଦରଜ ରହିବା ସହିତ ଚଲାବୁଲା କରିବାରେ ଅସୁବିଧା ଭୋଗ କରିବେ। ଏକ ପରୀକ୍ଷାରୁ ଜଣାପଡ଼ିଛି, ତଳିପାଦ ମୋଡ଼ି…
Archives


