ଓଜନ କମାଇବ ବ୍ରୋକୋଲି କଫି
ଅଷ୍ଟ୍ରେଲିିଆର କମନ୍୍ଓ୍ବେଲଥ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଏବେ ବ୍ରୋକୋଲି କଫିକୁ ଓଜନ କମ୍ କରିବାର ନୂଆ ଧାରାରେ ସାମିଲ କରିଛି। ଏହି କଫି ପ୍ରସ୍ତୁତ କରିବା ଅତି ସହଜ। ବ୍ରୋକୋଲିକୁ ଶୁଖାଇ ଗୁଣ୍ଡ କରି ତାହାକୁ କଫିରେ ପକାଇ ପଅନ୍ତୁ।…
ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅମୃତଭଣ୍ଡା ପତ୍ର
ଆୟୁର୍ବେଦଶାସ୍ତ୍ରରେ ତୁଳସୀ, ଘିକୁଆଁରୀ ଓ ପୋଦିନା ପତ୍ରର ଅନେକ ଉପକାରୀ ଗୁଣ ରହିଥିବା ଉଲ୍ଲେଖ କରାଯାଇଛି। ଏବେ ଏହା ସହ ଯୋଡି ହୋଇଛି ଅମୃତଭଣ୍ଡା ପତ୍ର। ଏହି ପତ୍ରକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ତା’ ରସକୁ ଛାଣି ପିଇଲେ ଲାଭ…
‘ମାଟିହାଣ୍ଡି ମଟନ’
ବର୍ତ୍ତମାନ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ସ୍ଥାନୀୟ ଖାଦ୍ୟ ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଭିନ୍ନ ଭିନ୍ନ ଡିସ୍ ପରଷୁଛନ୍ତି। ତେବେ ମୟୂରଭଞ୍ଜ ଆସିଲେ ଲୋକେ ଖାସି ମାଂସ ଖାଇବାକୁ ଭଲ ପାଇଥାନ୍ତି। କାରଣ ଏଠାକାର ମଟନର ସ୍ବାଦ ନିଆରା। ପୁଣି…
ପାନପତ୍ର ସହ ମସଲାରେ ରହିଛି ଅନେକ ଔଷଧୀୟ ଗୁଣ: ଏସବୁ ସମସ୍ୟା କରେ ଦୂର
ପାନ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ସବୁଦିନେ ନ ଖାଇଲେ ମଧ୍ୟ କିଛି ସ୍ବତନ୍ତ୍ର ଦିନରେ ଏହାର ମଜାନେବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ସେଥିରୁ ଗୋଟିଏ ହେଉଛି ରଜ। ରଜରେ ପାନର ମଜା ସମସ୍ତେ ନେଇଥାନ୍ତି। ପାନ ସହିତ ଏଥିରେ…
ବୟସ୍କ ମହିଳାଙ୍କଠାରେ ହାର୍ଟ ଆଟାକ୍ ଆଶଙ୍କା ଅଧିକ…
ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ କ୍ଷରଣ ହେଉଥିବା ଇଷ୍ଟ୍ରୋଜେନ୍ ହରମୋନ ହାର୍ଟର…
ଗରମ ଚା’ ପିଉଛନ୍ତି କି? ଏପରି କରିବା ଦ୍ୱାରା ବୃଦ୍ଧିପାଏ ଖାଦ୍ୟନଳୀ କ୍ୟାନ୍ସର ଆଶଙ୍କା
ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ କରୁଥିବା ବେଳେ କେହି କେହି ଥଣ୍ଡା କରି ପିଇଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି…
ଧଳା କେଶ ସମସ୍ୟାରୁ ମୁକ୍ତି ଦିଏ ଏହି ୪ ଖାଦ୍ୟ
ବୟସ ବଢ଼ିବା ସହିତ କେଶର ରଙ୍ଗ ପରିବର୍ତ୍ତନ ହୋଇ ଧଳା ହେବା ଏକ ସାଧାରଣ କଥା। ମାତ୍ର ବର୍ତ୍ତମାନ ସମୟରେ କେବଳ ବୟସ୍କ ଲୋକ ନୁହନ୍ତି ବରଂ ଯୁବପିଢ଼ିମାନଙ୍କଠାରେ ଏହି ସମସ୍ୟା ଦେଖାଯାଉଛି। ଏହାର ମୁଖ୍ୟ କାରଣ ପାଲଟିଛି ଆଧୁନିକ ଜୀବନଶୈଳୀ…
ସ୍ତନ କର୍କଟ ଆଶଙ୍କା ବଢ଼ାଉଛି ବାୟୁ ପ୍ରଦୂଷଣ
ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଟ୍ରାଫିକ୍ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଆଶଙ୍କା…
ଏହି ସମସ୍ୟା ଯୋଗୁ ବି ହୋଇଥାଏ ଡାଇବେଟିସ୍…
ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍ ଡାଇବେଟିସ୍ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ପୂର୍ବରୁ ଜଣାପଡ଼ିଥିଲା ଡାଇବେଟିସ୍ ରୋଗୀଙ୍କୁ ମାନସିକ ରୋଗ ହେବାର ଆଶଙ୍କା…
ହୃଦ୍ରୋଗ ଜନିତ ସମସ୍ୟା ଦୂର କରେ ମାଛ
ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫଟି ଏସିଡ୍ ଥାଏ। ଯାହା ହୃଦ୍ରୋଗ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।…
ପଞ୍ଜାବୀ କଡ଼ାଇ ଛୋଲେ
ଆବଶ୍ୟକ ସାମଗ୍ରୀ: ୨୫୦ଗ୍ରାମ କାବୁଲିଚଣା, ଏକ ଚାମଚ ଚା’ ପତି ଏକ କପଡ଼ାରେ ବନ୍ଧା ହୋଇଥିବା, ଏକ ଚାମଚ ଗୋଟା ଜୀରା, ଗୋଟା ଧନିଆଁ, ଦୁଇଖଣ୍ଡ ଡାଳଚିନି, ଦୁଇଟି ଇଲାଇଚ, ଦୁଇଟି ଲବଙ୍ଗ, ଏକ ଚାମଚ ଡାଳିମ୍ବମଞ୍ଜି, ଏକ ଚାମଚ ଘିଅ,…
ପିଲା ଯଦି ଏକୁଟିଆ ଘରେ ଅଛି
-ଘରେ ପିଲା ଏକୁଟିଆ ଥିଲେ ଇଲେକ୍ଟ୍ରିକ୍ ବୋର୍ଡରେ ଟେପ୍ ଲଗାଇ ରଖନ୍ତୁ। ଯଦି ସେ ଘରେ ଏକୁଟିଆ ଅଛି କିଛି ଅସୁବିଧା ନାହିଁ। -ଓ୍ବାର୍କିଂ ହୋଇଥିଲେ ପିଲାକୁ ଯଦି ଏକୁଟିଆ ଛାଡୁଛନ୍ତି ରୋଷେଇ କରୁଥିବା ଗ୍ୟାସ୍ ସିଲିଣ୍ଡର ଚାବି ବନ୍ଦ କରି…
Archives


