ଜୀବନଚର୍ଯ୍ୟା

ସୌନ୍ଦର୍ଯ୍ୟ ବୃଦ୍ଧିକରେ ସାଗୁଦାନା

ସୌନ୍ଦର୍ଯ୍ୟ ବୃଦ୍ଧିକରାଇବା ଲାଗି ମହିଳା ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍‌ ପ୍ୟାକ୍‌ ମଧ୍ୟ ଲଗାଇଥାନ୍ତି। ମାତ୍ର ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ଏଣୁ…

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ଆଦୌ ଚିନ୍ତା କରନ୍ତୁ ନାହିଁ, ଏହି ଉପାୟରେ ହେବ ଭଲ…

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ଗବେଷକମାନେ କିଡ୍‌ନୀ ଷ୍ଟୋନ୍‌ ପାଇଁ ଏକ ଔଷଧ ବାହାର କରିଛନ୍ତି। ଯାହା ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ ଭଳି ରୋଗ ପାଇଁ ବ୍ୟବହୃତ ଔଷଧରୁ ପ୍ରସ୍ତୁତ କରାଯାଇଛି। ୧୮ ପ୍ରକାର ଏହି ଔଷଧକୁ…

କାନରେ ପାଣି ପଶିଥିଲେ….

ଗାଧୋଇବା ସମୟରେ ହେଉ ଅବା ସୁଇମିଂ ସମୟରେ ବେଳେ ବେଳେ କାନରେ ପାଣି ପଶି ଯାଇଥାଏ। ଏହାକୁ ବାହାର କରିବାକୁ କେତେଜଣ ଅସ୍ତବ୍ୟସ୍ତ ହୋଇଯାଇ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଆନ୍ତି। ଏପରିକି କେତେକେ କାନରୁ ପାଣି କାଢିବାକୁ କାନକୁ ବେଶୀ…

ପ୍ରତିଦିନ ପିଅନ୍ତୁ ପାଳଙ୍ଗ ପତ୍ର ଜୁସ୍‌, ମିଳିବ ଏସବୁ ଫାଇଦା

ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଳଙ୍ଗ ଶାଗରେ ଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ, ମ୍ୟାଗ୍ନେସିୟମ ପୋଟାସିୟମ, ଆଇରନ୍‌ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ପାଳଙ୍ଗ ଶାଗର ଜୁସ୍‌ ପିଇଲେ ହାଡ ମଜଭୁତ ହୁଏ। ଗର୍ଭବତୀ ମହିଳାଙ୍କ ପାଇଁ ପାଳଙ୍ଗ ଜୁସ୍‌ ବେଶ୍‌…

ତୈଳାକ୍ତ ତ୍ୱଚାରୁ ମୁକ୍ତି ଦେବ ଧନିଆପତ୍ର ଫେସ୍‌ପ୍ୟାକ

ପ୍ରତିଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଧନିଆ କେବଳ ଖାଦ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଲାଭକାରୀ। ଏହାର ଫେସ୍‌ପ୍ୟାକ୍‌ ବଜାରରେ ମିଳୁଥିବା ଦାମୀ କ୍ରିମ୍‌କୁ ମଧ୍ୟ ପଛରେ ପକାଇଦେବ।…

ଶୀତଦିନେ ୫ ମିନିଟ୍‌ କରନ୍ତୁ ଏହି ମୁଦ୍ରା…

ନୂଆଦିଲ୍ଲୀ: ଶୀତଦିନେ ସକାଳେ ଅଭ୍ୟାସ କରି ୫ ମିନିଟ୍‌ ସୂର୍ଯ୍ୟମୁଦ୍ରା କଲେ ଶରୀର ଉପରେ ବହୁ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ମନୁଷ୍ୟ ଶରୀର ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶ ଆଦି ପାଞ୍ଚ ତତ୍ତ୍ୱରେ ସୃଷ୍ଟି ହୋଇଛି ବୋଲି ପୁରାଣରେ…

ଏସବୁ ପାଇଁ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦେଖାଦିଏ…

ନୂଆଦିଲ୍ଲୀ: କେତେକ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ। ଏହାପଛରେ କିଛି କାରଣ ରହିଛି। ସାଧାରଣତଃ ମହିଳାମାନେ ଘରେ ଅଧିକ ସମୟ କାମ କରନ୍ତି। ସକାଳୁ ଉଠି ପ୍ରତିଦିନର ବାସି ପାଇଟି ସାରିବା ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାମ। ଏହାଦ୍ୱାରା ରାତିରେ…

ଏହି ସମୟରେ ଖାଆନ୍ତୁ ସାଲାଡ୍‌, ରହିବେ ଫିଟ୍‌

ସାଲାଡ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ସାଲାଡ୍‌ରେ ପ୍ରଚୁର ପରିମାଣରେ ଭିଟାମିନ, ଫଲିକ ଏସିଡ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ରହିଥାଏ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ ହାଡ଼କୁ ମଜଭୁତ ରଖିଥାଏ। କିଛି ଲୋକ…

ଶୀତଦିନେ କମଳା ବେଶ୍‌ ସ୍ବାସ୍ଥ୍ୟପ୍ରଦ

ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍‌ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ଲାଗି ସେତିକି ହିତକାରକ। ଏହାକୁ ଖାଇବା ଦ୍ୱାରା କର୍କଟଠାରୁ ମଧୁମେୟ ପର୍ଯ୍ୟନ୍ତ ବିଭିନ୍ନ ରୋଗଜନିତ…

ଏସବୁ ଯୋଗୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ ଡାଇବେଟିସ୍‌…

ନୂଆଦିଲ୍ଲୀ: କେତେକ କାରଣରୁ ଛୋଟ ପିଲାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ଦେଖାଦେଇଥାଏ। ତେବେ ସଚେତନ ହୋଇ ସେସବୁଠାରୁ ଦୂରେଇ ରହିଲେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କିଛି ପିଲା ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି। ଏହା ଦ୍ୱାରା ସେମାନଙ୍କଠାରେ…

ସିଗାରେଟ୍‌ଠାରୁ ବି ଅଧିକ କ୍ଷତିକାରକ ଏହି ଧୂଆଁ…

ନୂଆଦିଲ୍ଲୀ: ସିଗାରେଟ୍‌ ଟାଣିବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେବେ ସିଗାରେଟ୍‌ଠାରୁ ମଧ୍ୟ ଅଧିକ କ୍ଷତି କାରକ ସାବ୍ୟସ୍ତ ହୋଇଥାଏ ମଶାଧୂପ। ମଶାଦାଉରୁ ରକ୍ଷା ପାଇବା ପାଇଁ କେତେକ ଘରେ ମଶାଧୂପ ଜଳାଇଥାନ୍ତି। ଏହା ଦ୍ୱାରା ମଶା ସାମୟିକ ଭାବେ…

ଏହି ୪ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଖାଲି ପାଦରେ ଘାସ ଉପରେ ଚାଲନ୍ତୁ

ସାଧାରଣତଃ ପାର୍କ ହେଉ କି ପଡିଆରେ ଲୋକଙ୍କୁ ଜୋତା କିମ୍ବା ଚପଲ ପିନ୍ଧି ବ୍ୟାୟାମ କରିବା ଦେଖାଯାଏ। ଚପଲ ପିନ୍ଧି ଚାଲିବା ଅପେକ୍ଷା ବିନା ଚପଲରେ ଚାଲିଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ଶରୀର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?