ଜୀବନଚର୍ଯ୍ୟା

ଶୀତଦିନେ ଗ୍ଲାସେ ଉଷୁମ ପାଣି ସହିତ ଖାଆନ୍ତୁ ଏହି ଗୁଣ୍ଡ…

ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ ତରଳି ବାହାରି ଯାଇଥାଏ। ଫଳରେ କାଶରୁ ମୁକ୍ତି ମିଳେ। ଆଜ୍‌ମା…

ଜିମ୍‌ ଯିବା ପୂର୍ବରୁ ପିଉଛନ୍ତି କି ଏହି ୫ ପାନୀୟ

ବର୍ତ୍ତମାନ ସମୟରେ ଯୁବପିଢ଼ି ଫିଟ ରହିବା ପାଇଁ ଜିମ୍‌ ଯାଉଛନ୍ତି। ଏ ନେଇ ସେମାନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଜିମ୍‌ ଯିବା ପୂର୍ବରୁ ଅନେକେ ସ୍ବାସ୍ଥ୍ୟପକ୍ଷେ ହିତକର ଭାବି ଜୁସ୍‌ ପିଇଥାନ୍ତି। ମାତ୍ର ଏପରି କିଛି ପାନୀୟ ରହିଛି,…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଟମାଟର ସୁପ୍‌

ଶୀତଦିନେ ଟମାଟର ସୁପ୍‌ ପିଇବାର ମଜା ନିଆରା। ଟମାଟର ସୁପ୍‌ରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଭିଟାମି ଏ, ଇ, ସି, କେ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ଥାଏ। ଯାହା…

ଚିଡ଼ିଚିଡ଼ାପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ବଢ଼ିବାରେ ଲାଗିଛି। ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ। ଘରେ ଆକ୍ୱାରିୟମ୍‌ ରଖି ବିଭିନ୍ନ ମାନସିକ ରୋଗର ଚିକିତ୍ସା କରାଯାଇପାରେ। ଏହା ସୁଫଳ ପ୍ରଦାନ କରିଥାଏ ବୋଲି ଇଂଲଣ୍ଡର…

ଲିଭର ରୋଗ ଚିହ୍ନଟର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଉକ୍ତ ୟୁନିଭର୍ସିଟିର ପ୍ରଫେସର ୟାଙ୍ଗ୍‌ଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଗ୍ରୁପ୍‌ ଏ ନେଇ ଗବେଷଣା…

ଡାଇବେଟିସ୍‌ ଓ ରୋଟାଭାଇରସ ଇନ୍‌ଫେକ୍‌ଶନ

ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍‌ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍‌ଫେକ୍‌ଶନ ମଧ୍ୟ ଟାଇପ-୧ ଡାଇବେଟିସ୍‌ ପାଇଁ ଦାୟୀ। ଏପରି ଇନ୍‌ଫେକ୍‌ଶନକୁ କମାଇବା ପାଇଁ ଟିକାକରଣ ବ୍ୟବସ୍ଥା ରହିବା ଦ୍ୱାରା ଏପରି ଆଶଙ୍କା କେତେକାଂଶରେ କମ୍‌ ରହିଛି…

ନ୍ୟୁରୋଷ୍ଟିମ୍ୟୁଲେଟର ଡିଭାଇସ୍‌

ପାର୍କିନସନ ପରି ସ୍ନାୟୁଗତ ରୋଗର ସହଜ ଚିକିତ୍ସା ପାଇଁ ‘ନ୍ୟୁରୋଷ୍ଟିମ୍ୟୁଲେଟର’ ନାମକ ଡିଭାଇସ୍‌ ପ୍ରସ୍ତୁତ କରାଯାଇଛି। ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ଡିଭାଇସ୍‌ ତିଆରି କରିଛନ୍ତି। ଉକ୍ତ ଡିଭାଇସ୍‌ର ଏପରି ଶକ୍ତି ରହିଛି, ଯାହା ସ୍ନାୟୁଗୁଡିକୁ ପୂର୍ବାପେକ୍ଷା ଅଧିକ…

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରୁ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ ଏହି ରୋଗର ଆଶଙ୍କା ଅଧିକ ରହିଥାଏ। ଆମେରିକାସ୍ଥିତ ଇଏବିଓ ମଲିକୁଲାର ମେଡିସିନ ସଂସ୍ଥା ଦ୍ୱାରା…

ଘରୋଇ ଉପାୟରେ ଦାନ୍ତ ଚମକିବ ମୋତି ପରି

ପ୍ରାୟ ସମସ୍ତେ ଚାହିଁଥାନ୍ତି ଦାନ୍ତ ମୋତି ପରି ଚମକି ଉଠୁ। କିଛି ଲୋକ ଏଥିପାଇଁ ଡାକ୍ତରଙ୍କ ନିକଟକୁ ଯାଇ କୃତ୍ରିମ ଉପାୟରେ ଉପଚାର ବି କରିଥାନ୍ତି। ମାତ୍ର ଘରୋଇ ଉପାୟରେ ମଧ୍ୟ ଦାନ୍ତ ମୋତି ପରି ଚମକିବ। ଜାଣନ୍ତୁ ଏ ସମ୍ପର୍କରେ……

ପିଠି ଯନ୍ତ୍ରଣାରୁ ମୁକ୍ତିଦିଏ ଶଲ୍‌ଭାସନ ଆସନ

ଶଲ୍‌ଭାସନ ଆସନ କରିବା ଦ୍ୱାରା ସାଇଟିକା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ନିୟମିତ କରିବା ଦ୍ୱାରା ଜଙ୍ଘର ଚର୍ବି କମେ ଓ ଓଜନ ମଧ୍ୟ କମ୍‌ ହୁଏ। ପେଟ ପାଇଁ ଏହି ଆସନ ଲାଭକାରୀ ଓ ପାଚନକ୍ରିୟାରେ ସହାୟକ…

ଲୁଣ କମ୍‌ ଖାଉଛନ୍ତି କି… ଦେଖାଯାଇପାରେ ଏସବୁ ସମସ୍ୟା

ଅଧିକ ଲୁଣ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଆପଣ ଜାଣିଥିବେ। ଏ ନେଇ ଅଧିକାଂଶ ଲୋକ କମ୍‌ ଲୁଣ ଖାଉଥିବା ବେଳେ କେହି କେହି ଲୁଣ ଖାଇ ନ ଥାନ୍ତି। ମାତ୍ର ଜାଣି ଆଶ୍ଚର୍ଯ୍ୟ ହେବେ କମ୍‌ ଲୁଣ ଖାଇଲେ…

ଅଧିକ ଡାଏଟିଂ କରୁଛନ୍ତି କି, ଏବେଠୁ ହୁଅନ୍ତୁ ସାବଧାନ …

ସ୍ବାସ୍ଥ୍ୟ ପାଇଁ କେତେକ ଡାଏଟିଂ କରିଥାନ୍ତି। ତେବେ ଅଧିକ ଡାଏଟିଂ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏନେଇ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି। ମାତ୍ରାଧିକ ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କଠାରେ କେତେକ ସମସ୍ୟା ଦେଖାଦେଇଥାଏ। ଆବଶ୍ୟକତାଠାରୁ ଅଧିକ ଡାଏଟିଂ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?