ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…
ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି। ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧାକପ୍ ସପୁରୀ ରସ ପିଇଲେ ବାର୍ଦ୍ଧକ୍ୟଠାରୁ ଏହା ଦୂରେଇ…
କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ ଗାଜର ଜୁସ୍
ଗାଜର ଖାଇବା ସ୍ବାସ୍ଥ୍ୟପ୍ରତି ବେଶ୍ ହିତକର। କିନ୍ତୁ ଶରୀର ପାଇଁ ବିଶେଷ ଫଳପ୍ରଦ ହୋଇଥାଏ ଏଥିରୁ ପ୍ରସ୍ତୁତ ଜୁସ୍। ନିୟମିତ ରୂପେ ଗାଜର ଜୁସ୍ ସେବନ ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାମ କରିବା ପରେ ଅଧିକ ଥକ୍କା…
କାଶ ସମସ୍ୟା ଦୂର କରେ ଡାର୍କ ଚକୋଲେଟ୍
କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି କେହି ଘରୋଇ ଉପଚାର ନଚେତ୍ ଡାକ୍ତରୀ ପରାମର୍ଶ ଦ୍ୱାରା ଔଷଧ ସେବନ କରିଥାନ୍ତି। କିନ୍ତୁ…
ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍
କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍। ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ବ୍ୟବହାରରେ ସହଜ ହେଉଥିବାରୁ…
ମେଟାଲ ଜୁଏଲେରି
ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍ କମ୍ ଦାମ୍ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍ ମେଟାଲ ଏବଂ ସିଲ୍ଭର ମେଟାଲର ବି ଭେରାଇଟି ବାଛିପାରିବେ। ଏଥିମଧ୍ୟରେ ରହିଛି ଆର୍ମଲେଟ୍, ରିଷ୍ଟ୍ଲେଟ୍, ପାୟଲ ଇତ୍ୟାଦି।…
ସୁନ୍ଦରତା ବଢ଼ାଏ ଜାଇଫଳ
କବଳ ଖାଦ୍ୟରେ ନୁହେଁ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାଇଫଳଔଷଧ ଭଳି କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ ଭଳି ପୋଷକ ତତ୍ତ୍ୱ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ… ପିଗ୍ମେଣ୍ଟେଶନ କମ୍ କରିଥାଏ – ତ୍ୱଚାର ପିଗ୍ମେଣ୍ଟେଶନ ଏବଂ…
ଏଡିଏଚ୍ଡି
”ଆଟେନଶନ ଡିଫିସିଟ୍ ହାଇପରଆକ୍ଟିଭିଟି ଡିଜଅର୍ଡର (ଏଡିଏଚ୍ଡି) ଶିଶୁମାନଙ୍କର ଏକପ୍ରକାର ଜୀବନବ୍ୟାପୀ ବିକାଶାତ୍ମକ ଅସାମର୍ଥ୍ୟ ବ୍ୟାଧି। ପାଖାପାଖି ୩୬ ମାସ ପୂର୍ବରୁ ଏହାର ଲକ୍ଷଣ ଆରମ୍ଭ ହୋଇଥାଏ। କିନ୍ତୁ ଏକ ଶିଶୁର ୪ ବର୍ଷ ବୟସରେ ପ୍ରାୟତଃ ଏହାର ଲକ୍ଷଣ ସବୁ ଦେଖିବାକୁ…
ସାରସ୍ବତ ସାଧିକା ସଂଯୁକ୍ତା
ପେସା ଶିକ୍ଷକତା, ହେଲେ ଲେଖାଲେଖି ସତେ ଯେମିତି ତାଙ୍କ ପାଇଁ ନିଶା ପାଲଟିଯାଇଛି। ସେ ହେଲେ ସଂଯୁକ୍ତା ମହାପାତ୍ର। ଯାଜପୁର ଜିଲା ବଡ଼ ତ୍ରିଲୋଚନପୁର ଗ୍ରାମରେ ତାଙ୍କର ଜନ୍ମ। ଶଙ୍ଖଚିଲାସ୍ଥିତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନରେ ନିଜକୁ ନିୟୋଜିତ ରଖିଛନ୍ତି ସେ।…
ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି, ଯଦି ଆପଣ ଦୀର୍ଘ ସମୟ ଧରି ଟିଭି ଦେଖୁଥାନ୍ତି କିମ୍ବା କମ୍ପ୍ୟୁଟର୍ ଏବଂ…
ଲୋ-ବ୍ଲଡ୍ପ୍ରେସର୍ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…
ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍ପ୍ରେସର୍ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲୋ-ବ୍ଲଡ୍ପ୍ରେସରର ଲକ୍ଷଣ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଏହାର ଅନେକ…
ଶରୀରକୁ ସତେଜ ରଖିବା ପାଇଁ ଗାଧୋଇବାବେଳେ ଆପଣାନ୍ତୁ ଏହି ଉପାୟ…
ଗାଧୋଇବା ପରେ ପୁରା ଦିନ ଫ୍ରେଶ୍ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍ ଅନୁଭବ କରନ୍ତି ନାହଁି। ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍ ଲାଗିବ ବୋଲି…
ଉପକାରୀ ଗୁଡ଼
ଗୁଡ ଖାଇଲେ ତାହା ଶରୀରକୁ ଉଷ୍ଣ ରଖିଥାଏ। ଥଣ୍ଡା, କାଶ, କଫଜନିତ ସମସ୍ୟା ସହ ଜଡ଼ିତ କି ? ଯଦି ହଁ, ତେବେ ପ୍ରତିଦିନ ଅଳ୍ପ ଗୁଡ଼ ଖାଇଲେ ତାହା ଏଥିରୁ ଅନେକାଂଶରେ ଉପଶମ ଦେଇଥାଏ। ଆଇରନ୍ ପରିମାଣ କମ୍ ଥିଲେ…
Archives


