ଗର୍ଭାବସ୍ଥାରେ ଏସବୁ ଖାଇଲେ ରହିଥାଏ ଗର୍ଭପାତ ଆଶଙ୍କା
ସାଧାରଣତଃ ଗର୍ଭାବସ୍ଥାରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍। କିନ୍ତୁ ଏମିତି କିଛି ଖାଦ୍ୟପାନୀୟ ରହିଛି, ଯାହାକୁ ଖାଇଲେ ଗର୍ଭପାତ ଆଶଙ୍କା ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏ ସମ୍ପର୍କରେ… ଅମୃତଭଣ୍ଡା : ଗର୍ଭାବସ୍ଥାର ଆରମ୍ଭରେ କଞ୍ଚା ଅମୃତଭଣ୍ଡା ଖାଇଲେ…
ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍ ମଟର
ସାଧାରଣତଃ ଶୀତଦିନେ ଗ୍ରୀନ୍ ମଟର ହୋଇଥାଏ। ଛୋଟରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସମସ୍ତ ପ୍ରକାରର ତରକାରିରେ ବ୍ୟବହାର କରିହୁଏ। ଅନେକେ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ତେବେ ଏହା…
ଏହିସବୁ ତେଲ ଶିଶୁଙ୍କ ହାଡ଼କୁ କରିଥାଏ ଶକ୍ତ
ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ ଦିଆଯିବ, ସେମାନଙ୍କଠାରେ କେଉଁ ତେଲ ମାଲିସ କରାଯିବ ସେ ନେଇ ମା’ମାନେ ଦ୍ୱନ୍ଦ୍ୱରେ ଥାନ୍ତି। ମାତ୍ର…
ରାତ୍ରିଭୋଜନ ପରେ ୧୦ ମିନିଟ ଚାଲନ୍ତୁ ମଧୁମେହ ରୋଗୀ
ଆଜିକାଲି ମଧୁମେହ ସାଧାରଣ ରୋଗରେ ପରିଣତ ହେଲାଣି। ହେଲେ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ଏସବୁ ମଧ୍ୟରେ ଦୈନିକ ବ୍ୟାୟାମ ଏବଂ ଚଲାବୁଲା କରିବା ପ୍ରମୁଖ ବିକଳ୍ପ ମଧ୍ୟରୁ…
ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ବ୍ରୋକୋଲି
ବ୍ରୋକୋଲି ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍, ଆଇରନ୍, ଭିଟାମିନ-ଏମ, ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବ୍ରୋକୋଲି ଖାଇବା ଦ୍ୱାରା ସ୍ତନ କର୍କଟ,…
ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ମାଛ
ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଗୋଲ୍ଡ ଫିସ୍ ସହ ଏରୋଓ୍ବାନା ମାଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି ବିଶ୍ୱାସ କରାଯାଏ। ଆଉ ଏହାକୁ ଘରେ ଏକ୍ୱାରିୟମ୍ ରଖିଲେ ସୁନ୍ଦର ଦେଖାଯିବା ସହ ସମସ୍ତଙ୍କୁ…
ଜାଣନ୍ତୁ ମଧୁମେହ ରୋଗୀଙ୍କ ଲାଗି ଘିଅ ଖାଇବା କେତେଦୂର ଉଚିତ..
ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ରୋଗୀଙ୍କ ଲାଗି ଖାଦ୍ୟପେୟଜନିତ ଅନେକ କଟକଣା ଥାଏ। ଏଥିରେ ଅବହେଳା କଲେ ରକ୍ତରେ ସୁଗାରର ମାତ୍ରା ବଢ଼ିଥାଏ। ତେବେ ଅନେକ ସମୟରେ ମଧୁମେହ ରୋଗୀ ତାଙ୍କ ଖାଦ୍ୟପେୟକୁ ନେଇ…
ହାଣ୍ଡି ପନିର
ଆବଶ୍ୟକ ସାମଗ୍ରୀ: ପନିର ୨୦୦ଗ୍ରାମ୍, ଘଷା ହୋଇଥିବା ଅଦା ଅଳ୍ପ, ହଳଦୀ ଅଧା ଚାମଚ, ଲାଲ୍ ଲଙ୍କାଗୁଣ୍ଡ ଅଧାଚାମଚ, ଗରମ ମସଲା ଅଧା ଛୋଟ ଚାମଚ, ଟମାଟୋ ଦୁଇଟି, ଗୋଲମରିଚ ଗୁଣ୍ଡ ଅଳ୍ପ ପରିମାଣର, ଛୋଟ ଆକାରରେ କଟା ହୋଇଥିବା ତିନୋଟି…
ମସଲାକୁ କିପରି ରଖିବେ ସତେଜ
ଭାରତୀୟ ଖାଦ୍ୟରେ ମସଲାର ମହତ୍ତ୍ୱ ରହିଛି। ଏକା ସଙ୍ଗେ ସବୁ ମସଲା ଯଦି ଖୋଲା ରହେ ତାହା ଖରାପ୍ ହେବାର ଆଶଙ୍କା ରହିଛି। ଏଥିଲାଗି କିଛି ଟିପ୍ସ ଦେଉଛୁ ଯାହା ଦ୍ୱାରା ଆପଣଙ୍କ ମସଲା ରହିବ ଫ୍ରେଶ । ସେ ସମ୍ପର୍କରେ…
ଲିଓପାର୍ଡ ପ୍ରିଣ୍ଟ
ଫ୍ୟାଶନକୁ ନେଇ ଅନେକଙ୍କ ପସନ୍ଦ ବଦଳୁଥିବାର ଲକ୍ଷ୍ୟ କରୁଥିବେ। କିଛି ମାସରେ ନୂଆ ଖୋଜିବାକୁ ଆରମ୍ଭ କରନ୍ତି। ଲିଓପାର୍ଡ ପ୍ରିଣ୍ଟ ନୂଆ ନୁହେଁ। ଆଗରୁ ଓ ଏବେ ମଧ୍ୟ ଏହି ପ୍ରିଣ୍ଟ ଗ୍ଲାମର ବୋଲି ମାନୁଛନ୍ତି। ଏବେ ଏହାକୁ ମେନ୍ଷ୍ଟ୍ରିମ୍ ଫ୍ୟାଶନ୍…
ସ୍କିନ୍ ପାଇଁ ସେବତୀ
ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍ ପାଇଁ ଏହାକୁ ବ୍ୟବହାର କରିପାରିବେ। ଏ ବିଷୟରେ ଟିପ୍ସ… ମଶ୍ଚରାଇଜର ସେବତୀ ଫୁଲ ସ୍କିନ୍ ପାଇଁ ମଶ୍ଚରାଇଜର ପରି କାମ…
ଅତିଥି
କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍ ସେମାନେ ଦେବତା ସମାନ। ତେଣୁ ସେମାନେ ଘରକୁ ଆସିଲେ ଭଲଭାବେ କିପରି ଚର୍ଚ୍ଚା କରିବେ ସେ ସମ୍ପର୍କରେ… କୌଣସି ପର୍ବପର୍ବାଣି ହେଉ ଅବା କେତେକ କାରଣରୁ ବନ୍ଧୁବାନ୍ଧବ ଘରକୁ ଯିବା କିମ୍ବା ସେମାନେ ଆପଣଙ୍କ…
Archives


