ଲିଓପାର୍ଡ ପ୍ରିଣ୍ଟ

ଫ୍ୟାଶନକୁ ନେଇ ଅନେକଙ୍କ ପସନ୍ଦ ବଦଳୁଥିବାର ଲକ୍ଷ୍ୟ କରୁଥିବେ। କିଛି ମାସରେ ନୂଆ ଖୋଜିବାକୁ ଆରମ୍ଭ କରନ୍ତି। ଲିଓପାର୍ଡ ପ୍ରିଣ୍ଟ ନୂଆ ନୁହେଁ। ଆଗରୁ ଓ ଏବେ ମଧ୍ୟ ଏହି ପ୍ରିଣ୍ଟ ଗ୍ଲାମର ବୋଲି ମାନୁଛନ୍ତି। ଏବେ ଏହାକୁ ମେନ୍‌ଷ୍ଟ୍ରିମ୍‌ ଫ୍ୟାଶନ୍‌ ରୂପେ ସ୍ବୀକାର କରୁଛନ୍ତି। ଏହାର ଜ୍ୟାକେଟ୍‌, ଲଙ୍ଗବୁଟ୍‌, ବ୍ଲେଜର ଆଦି ଆକର୍ଷକ ଦେଖାଯାଇଥାଏ। ଯଦି ଆପଣ ଏହି ଡିଜାଇନ୍‌କୁ ନିଜ କପ୍‌ବୋର୍ଡରେ ସାମିଲ କରିବାକୁ ଚାହୁଁଛନ୍ତି, ତେବେ ଧ୍ୟାନରେ ରଖନ୍ତୁ କେତୋଟି ଜରୁରୀ କଥା….

ଲିଓପାର୍ଡ ପ୍ରିଣ୍ଟ ଶାର୍ଟ ଉପରେ ବେଲ୍‌ଟ ଲଗାନ୍ତୁ। ଏହାସହିତ ଲଙ୍ଗ ସ୍କର୍ଟ କିମ୍ବା ଟ୍ରାଉଜର ପିନ୍ଧିପାରିବେ। ଧ୍ୟାନ ରଖନ୍ତୁ ଯେ, ଏହାକୁ ପିନ୍ଧିବା ସମୟରେ ଅଧିକ ମେକ୍‌ଅପ୍‌ ନିଅନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କ ଲୁକ୍‌ ଭୟଙ୍କର ଦେଖାଯିବ।
ଯଦି ଆପଣ ନିଜକୁ ନେଇ କନ୍‌ଫିଡେଣ୍ଟ ଅଛନ୍ତି, ତେବେ ଆପଣ ଜମ୍ପସୁଟ୍‌ କିଛି ଏମିତି ପିନ୍ଧିପାରିବେ। ଯେମିତି କି ପୂରା କପଡ଼ାରେ ଲିଓପାର୍ଡ ପ୍ରିଣ୍ଟ ଥିବ। ଏହାସହିତ ଲିଓପାର୍ଡ ପ୍ରିଣ୍ଟ ଥିବା ଫୁଟ୍‌ଓ୍ବେର ପିନ୍ଧନ୍ତୁ। ବେଲିଜ୍‌ରେ ଏହି ପ୍ରିଣ୍ଟ ଖୁବ୍‌ ସହଜରେ ମିଳିଯାଉଛି।
ଯଦି ଏହାକୁ ପିନ୍ଧିବାରେ ସଙ୍କୋଚ କରୁଥାନ୍ତି ତେବେ ଏହାକୁ ମିକ୍ସମ୍ୟାଚ୍‌ କରି ପିନ୍ଧିପାରିବେ। ଯେମିତିକି ପ୍ଲେନ୍‌ ଶାର୍ଟ ସହିତ ଲିଓପାର୍ଡ ପ୍ରିଣ୍ଟର ଟ୍ରାଉଜର। ଆଜିକାଲି ଲିଓପାର୍ଡ ସ୍କାର୍ପ ଓ ଷ୍ଟୋଲ୍‌ର ବହୁଳ ପ୍ରଚଳନ ହେଉଛି।
ନିଜ କୋର୍ଟକୁ ଲିଓପାର୍ଡ ପ୍ରିଣ୍ଟ ପ୍ୟାଣ୍ଟ ସହିତ ପିନ୍ଧନ୍ତୁ। ଏହାସହିତ ସ୍ନିକର୍ସ ପିନ୍ଧନ୍ତୁ। ଶୀତଦିନେ ଲିଓପାର୍ଡ ଶ୍ରଗ ବି ଆପଣ ପିନ୍ଧିପାରିବେ।
ଏବେ ଏହି ପ୍ରିଣ୍ଟ୍‌ର ଝଲକ ଜୁଏଲେରିରେ ଦେଖିବାକୁ ମିଳୁଛି। ଏହି ପ୍ରିଣ୍ଟ୍‌ର ରିଷ୍ଟ ବ୍ୟାଣ୍ଡ, ନେକ୍‌ପିସ୍‌ ଓ ଇୟର ରିଙ୍ଗ୍‌ ବଜାରରେ ମିଳୁଛି, ଯାହା ସିମ୍ପୁଲ, ଡାର୍କ କଲର ଡ୍ରେସ୍‌ ସହିତ ଆପଣଙ୍କ ଲୁକ୍‌କୁ ଆକର୍ଷକ କରିଥାଏ। ଯଦି ଏହି ପ୍ରିଣ୍ଟ୍‌ର ପରିଧାନ ଭଲ ଲାଗୁ ନ ଥାଏ ତେବେ ହ୍ୟାଣ୍ଡବ୍ୟାଗ୍‌ ମଧ୍ୟ କ୍ୟାରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri