ଜୀବନଚର୍ଯ୍ୟା

ଓଜନ ଏବଂ ପେଟ କମାଇବ ଏହି ଯୋଗାସନ

ସୁସ୍ଥ ରହିବା ପାଇଁ ଯୋଗାସନ ଜରୁରୀ ଅଟେ। ଫଳକାସନ ଏମିତି ଏକ ଆସନ ଯାହା କରିବା ଦ୍ୱାରା ଓଜନ କମିବା ସହ ପେଟ କମିଥାଏ ବୋଲି ଯୋଗଗୁରୁ ମତ ଦିଅନ୍ତି। ଖାଲି ଏତିକି ନୁହେଁ, ପାଚନ ସମ୍ବନ୍ଧୀୟ ସମସ୍ୟା, ନିଦ୍ରାହୀନତା ହୂର…

ପନିର୍‌ ଡ୍ରାଗନ୍‌

ସମ୍ପ୍ରତି ସମ୍ବଲପୁର ସହରରେ ନୂଆ ରେସ୍ତୋରାଁ ଖୋଲିବାରେ ଲାଗିଛି। ଯୁବପିଢ଼ିକୁ ଆକୃଷ୍ଟ କଲାଭଳି ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ସହରର ବହୁ ପୁରୁଣା ରେସ୍ତୋରଁ।ଗୁଡିକ ମଧ୍ୟ ଖାଦ୍ୟରୁଚିରେ ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ…

ସମ୍ପର୍କରେ ବିଚ୍ଛେଦଠୁ ଦୂରେଇ ରହିବା ଲାଗି ଜାଣନ୍ତୁ କିଛି ଟିପ୍ସ

ସମ୍ପର୍କ ମଧ୍ୟରେ ସାଧାରଣ ମନୋମାଳିନ୍ୟ ଏକ ସାଧାରଣ ଘଟଣା। ମାତ୍ର ଅନେକ ସମୟରେ ଛୋଟ କଥା ବଢ଼ି ସମ୍ପର୍କ ବିଚ୍ଛେଦ ପର୍ଯ୍ୟନ୍ତ ପହଞ୍ଚିଥାଏ। ଆଧୁନିକ ଜୀବନଶୈଳୀ, କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଏହାର କେତେଗୁଡ଼ିଏ କାରଣ। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି…

ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୋଇଥାଏ ଏହି ରୋଗ

ସିଷ୍ଟମିକ୍‌ ଲ୍ୟୁପସ୍‌ ଏରିଥୋମେଟୋସସ୍‌(ଏସ୍‌ଏଲ୍‌ଇ) ଏକ ଅଟୋ ଇମିନ୍ୟୁ ରୋଗ। ଯେଉଁଥିରେ ସ୍ବାସ୍ଥ୍ୟ ଖରାପ ହେବା ସହ ରୋଗର ସକ୍ରିୟତା ଅଲଗା ଅଲଗା ହୋଇଥାଏ। ଏହି ରୋଗ ହେଲେ ହାର୍ଟ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ପ୍ରଭାବିତ ହେବା ସହ ଜୀବନ ପ୍ରତି ବିପଦ…

ହାତରେ ଚୁଡ଼ି ପିନ୍ଧିଲେ ଦୂର ହୁଏ ଏସବୁ ରୋଗ

ବିବାହିତ ମହିଳାମାନେ ଚୁଡ଼ି ପିନ୍ଧିବା ବିଧି ରହିଛି। ଚୁଡ଼ି ପିନ୍ଧିଲେ ସ୍ବାମୀଙ୍କ ଆୟୁଷ ବଢ଼ିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥାଏ। ମାତ୍ର ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ଶ୍ୱାସରୋଗ:…

ପ୍ରାକୃତିକ ଉପାୟରେ କେଶ କଳା କରିବାକୁ ଚାହୁଁଥିଲେ

କେଶ ଧଳା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ବର୍ତ୍ତମାନ ଏହି ସମସ୍ୟା ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ମଧ୍ୟ ଦେଖାଯାଉଛି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବଜାରରେ ମିଳୁଥିବା ଅନେକ ରାସାୟନିକ ପଦାର୍ଥ ବ୍ୟବହାର…

ପ୍ରତିଦିନ ଖାଆନ୍ତୁ ୨ଟି ଭିଜା ଅଖରୋଟ

ଫାଇବର, ଭିଟାମିନ୍‌ ଓ ମିନେରାଲ୍ସରେ ଭରପୁର ଥିବା ଅଖରୋଟ କେବଳ ମସ୍ତିଷ୍କ ଓ ସ୍ମୃତି ଶକ୍ତି ପାଇଁ ଲାଭଦାୟକ ନୁହେଁ ବରଂ ସୁସ୍ଥ ଶରୀର ପାଇଁ ମଧ୍ୟ ଉତ୍ତମ ହୋଇଥାଏ। କାରଣ ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ, ଫସ୍‌ଫରସ୍‌, କପର,…

ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌ ଡେକୋରେଶନ ବି ଆପଣଙ୍କ ଘରକୁ ଦେଇପାରିବ ଆକର୍ଷଣୀୟ ଲୁକ୍‌… – ଘରର କାନ୍ଥ ସଜାଇବା…

ଅଏଲ୍‌ ଫ୍ରି ଚିକେନ୍‌ କରି

ଆବଶ୍ୟକ ସାମଗ୍ରୀ: କଟା ହୋଇଥିବା ଚିକେନ୍‌- ୧ କିଗ୍ରା, ୨୫୦ ମିଲିଗ୍ରାମ୍‌ ଦହି, ୧ ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଜିରା, ୧ ଚାମଚ ଧନିଆ ପାଉଡର, ଅଧା ଚାମଚ ଗରମ ମସଲା, ଗୋଟିଏ ଲେମ୍ବୁର ରସ, ଛୋଟ ଛୋଟ…

ଗର୍ଭାବସ୍ଥାରେ ବାନ୍ତି ହେଉଥିଲେ

ହର୍ମୋନ ପରିବର୍ତ୍ତନ ଯୋଗୁ ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ହେଲେ ବାରମ୍ବାର ବାନ୍ତି ହେବା ବା ଆବଶ୍ୟକରୁ ଅଧିକ ବାନ୍ତି ହେବା ଦ୍ୱାରା ଶରୀର ଡିହାଇଡ୍ରେଟ୍‌ ହେବା ସହ ଦୁର୍ବଳ ହୋଇଯାଏ। ତେଣୁ କେତେକ ଘରୋଇ…

ପିଲା ଓ ଇ -ଗ୍ୟାଜେଟ୍‌

ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ ବର୍ତ୍ତମାନ ଅଧିକାଂଶ ପିଲାଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଅଭିଭାବକମାନେ ମଧ୍ୟ ପିଲାଙ୍କୁ ଦୁନିଆ ସହ ଅପ୍‌ଡେଟ୍‌ ରଖିବା ଆଳରେ ବେଶ୍‌ ଦାମୀ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ ଯୋଗାଇଦେବାକୁ ପଛାଉନାହାନ୍ତି। ହେଲେ ଏସବୁ ଯେ, ଅପରପକ୍ଷେ ସେମାନଙ୍କଠାରେ…

ବେସନ ଆଣେ ତ୍ୱଚାର ଚମକ

ତ୍ୱଚାର ସୌନ୍ଦର୍ଯ୍ୟ  ବୃଦ୍ଧି ଲାଗି ବର୍ତ୍ତମାନ ଅଧିକାଂଶ ବିଭିନ୍ନ ପ୍ରକାର କସ୍‌ମେଟିକ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଅନେକେ ବ୍ୟୁଟି ପାର୍ଲର ଯିବାକୁ ମଧ୍ୟ ପଛାଉନାହାନ୍ତି। ହେଲେ ତ୍ୱଚାରେ ଗ୍ଲୋ ଆଣିବା ଲାଗି ଆପଣ ଚାହିଁଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri