ଜୀବନଚର୍ଯ୍ୟା

ତ୍ୱଚାରେ ଏସବୁ ଜିନିଷ ଭୁଲରେ ମଧ୍ୟ କରନ୍ତୁ ନାହିଁ ବ୍ୟବହାର

ସୁନ୍ଦରତାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିିତ। ସମସ୍ତଙ୍କୁ ସୁନ୍ଦର ତ୍ୱଚାଟିଏ ଆବଶ୍ୟକ। ଏଥିଲାଗି ସେମାନେ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। କେତେକ ତ୍ୱଚାରେ ମିଳୁଥିବା ମହଙ୍ଗା ରସାୟନିକ ପଦାର୍ଥ ମଧ୍ୟ ଲଗାଇଥାନ୍ତି। ଏହାର ଅନେକ ପାର୍ଶ୍ୱ ପତିକ୍ରିୟା ଦେଖାଯାଇଥାଏ। ଅଜଣାତରେ ହେଉ…

ପେଟ ସମସ୍ୟାରୁ ମୁକ୍ତି ଦିଏ ଏହିସବୁ ଖାଦ୍ୟ, ପାନୀୟ

ଆଧୁନିକ ଜୀବନଶୈଳୀ ଖାଦ୍ୟପେୟ ଜନିତ ପେଟ ସମସ୍ୟା ଦେଖାଯାଏ। ଏସିଡିଟି, ଗ୍ୟାସ, ଖାଦ୍ୟ ହଜମ ନ ହେବା ଆଦି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।…

ଥଣ୍ଡା, କାଶ ପାଇଁ ଉପକାରୀ ଅଳେଇଚ

ଶରୀର ପାଇଁ ଅଳେଇଚ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡିକ ବାହାର କରିବାରେ ସହାୟକ ହୋଇଥାଏ। ଶ୍ୱାସରୋଗୀ ପ୍ରତିଦିନ ଅଳେଇଚ ଖାଇବା ଆବଶ୍ୟକ। ଥଣ୍ଡା-କାଶ, ମୁଖ-ଦୁର୍ଗନ୍ଧ…

ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ପ୍ରକୃତି ବିଷୟରେ ଅନେକ କଥା କହିଛନ୍ତି। ଏହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କଲେ କଠିନରୁ କଠିନ ପରିସ୍ଥିତି ସହ ଲଢ଼ି ଆଗକୁ ବଢ଼ିପାରିବ। ଶ୍ଲୋକ: तक्षकस्य विषं दन्ते मक्षिकायास्तु मस्तके। वृश्चिकस्य…

ଆଜି ନିର୍ଜଳା ଏକାଦଶୀ: ବ୍ରତଧାରୀଙ୍କୁ ମିଳିଥାଏ ଅନେକ ଫଳ; ଜାଣନ୍ତୁ ମହତ୍ତ୍ୱ

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ ‘ନିର୍ଜଳା ଏକାଦଶୀ’ କୁହାଯାଏ। ବର୍ଷକୁ ପଡ଼ିଥିବା ୨୪ ଏକାଦଶୀଠାରୁ ନିର୍ଜଳା ଏକାଦଶୀ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ପାଣି ନ ପିଇ ଉପବାସ କରିବାର ପ୍ରଥା ରହିଛି। ଏହାଦ୍ୱାରା ସବୁ ଏକାଦଶୀର…

ମ୍ୟାଙ୍ଗୋ ଲଡୁ

ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ ରସ ଅଧା କପ୍‌, ଡ୍ରାଏ ଫ୍ରୁଟ୍‌ସ ଅଧା କପ୍‌, ନଡିଆ କୋରା ଦେଢ କପ୍‌, ଗୁଜୁରାତି ପାଉଡର ଏକ ଚାମଚ, କ୍ଷୀର ଅଧା କପ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଫ୍ରାଇଁ ପ୍ୟାନ୍‌ରେ ଏକ କପ୍‌…

ଫୋନ୍‌ ବ୍ୟବହାର କରୁଥିଲେ

ମୋବାଇଲ୍‌ ଫୋନ୍‌ ଚୋରି ହେବା କିମ୍ବା ଏଥିରୁ ଡାଟା ଚୋରି ହେବା ଯୋଗୁ ବର୍ତ୍ତମାନ ଅନେକ ମହିଳା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ବ୍ୟବହାର କରିବା ବେଳେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି…

ପାଠପଢ଼ା ଚିନ୍ତାରେ..

କରୋନା ଲକ୍‌ଡାଉନରେ ପିଲାଙ୍କ ପାଠପଢ଼ାରେ ବି ଯେମିତି ଲାଗିଯାଇଛି ତାଲା। ଯଦିଓ କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଏ ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିଛି, ହେଲେ ତାହା ପିଲାଙ୍କୁ ସମ୍ପୂର୍ଣ୍ଣ ଭାବେ ପାଠପଢା ସହ ଯୋଡି ରଖିବା ଲାଗି ଯଥେଷ୍ଟ ନୁହେଁ।…

ତ୍ୱଚା ପାଇଁ ଗୁଡ଼

ଗୁଡ଼ ଖାଇବା ନା କେବଳ ସ୍ବାସ୍ଥ୍ୟ ପକ୍ଷେ ହିତକର ବରଂ ଏହା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ବେଶ୍‌ ଉପକାରୀ। ତେଣୁ ସୌନ୍ଦର୍ଯ୍ୟ ଉପଚାର ଲାଗି ଏହାକୁ କିପରି ବ୍ୟବହାର  କରିବେ ଜାଣି ରଖନ୍ତୁ ଟିପ୍ସ… ଦୂର କରେ ଦାଗ: ମୁହଁର…

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏନେଇ ଏକ…

ତାରବିହୀନ ବିଦ୍ୟୁତ୍‌

ସାଧାରଣତଃ ବିଦ୍ୟୁତ ସଞ୍ଚାରଣ ପାଇଁ ତାରର ଆବଶ୍ୟକତା ପଡ଼ିଥାଏ। ହେଲେ ଏଣିକି ଏଥିପାଇଁ ତାର ଆବଶ୍ୟକ ପଡିବ ନାହିଁ। ଏ କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ କରିଥିବାର ଜାପାନ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ବିଷୟରେ ଗବେଷଣା କରିବା ସମୟରେ…

ବ୍ୟାୟାମ କରିବା ପୂର୍ବରୁ…

ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପ୍ରଥମେ ଏ ନେଇ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଷଦଭାବରେ ଆଲୋଚନା କରନ୍ତୁ। ତା’ପୂର୍ବରୁ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri