କାଲି ରାଖୀପୂର୍ଣ୍ଣିମା: ଏହି ଶୁଭ ମୁହୂର୍ତ୍ତରେ ଭାଇ ହାତରେ ବାନ୍ଧନ୍ତୁ ରାଖୀ…ଜାଣନ୍ତୁ ବିଧି ସମେତ ସମସ୍ତ ଜରୁରୀ କଥା…
ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ରାଖୀପୂର୍ଣ୍ଣିମା ପର୍ବ ଆସନ୍ତାକାଲି ଅର୍ଥାତ ୯ ଅଗଷ୍ଟ ୨୦୨୫ରେ ବହୁ ଉତ୍ସାହ ଓ ଧୁମଧାମରେ ପାଳନ କରାଯିବ। ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ…
୨୯୭ ବର୍ଷ ପରେ ରାଖୀପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ: ଏସବୁ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ, କ୍ୟାରିୟର ସହ ଚାକିରିରେ…
ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପର୍ବପର୍ବାଣୀମାନଙ୍କରେ ଗ୍ରହମାନଙ୍କର ସ୍ବତନ୍ତ୍ର ସଂଯୋଗ ସୃଷ୍ଟି ହୂଏ। ଏହାର ପ୍ରଭାବ ମନୁଷ୍ୟ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ରାଖୀପୂର୍ଣ୍ଣିମାରେ ୨୯୭ ବର୍ଷ ପରେ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି। ଚଳିତ ବର୍ଷ ସୂର୍ଯ୍ୟ…
କେଉଁ ଲୋକମାନେ ହାର୍ଟ ଯାଞ୍ଚ କରିବା ଜରୁରୀ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…
ହାର୍ଟ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ସମଗ୍ର ଶରୀରକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ। ଯେତେବେଳେ ହାର୍ଟ ସୁସ୍ଥ ଥାଏ, ସେତେବେଳେ ଶରୀରର ଅନ୍ୟ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଥାଏ। କିନ୍ତୁ ଯେତେବେଳେ ହାର୍ଟ ଖରାପ ହେବାକୁ…
HIV AIDS: କେବଳ ଶାରୀରିକ ସମ୍ପର୍କ ନୁହେଁ, ଏହି ଭୁଲଗୁଡ଼ିକ ମଧ୍ୟ ହୋଇପାରେ ସଂକ୍ରମଣର କାରଣ
ଏଚଆଇଭି ଏକ ଏଭଳି ଭୂତାଣୁ ଯାହା ଚୁପଚାପ ଶରୀରକୁ ନଷ୍ଟ କରିଦିଏ। ଅନେକେ ମନେ କରନ୍ତି ଯେ ଏହା କେବଳ ଅସୁରକ୍ଷିତ ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପେ, କିନ୍ତୁ ସତ୍ୟ ଏହାଠାରୁ ଅଧିକ ଗମ୍ଭୀର ଏବଂ ଜାଗରଣର ଆବଶ୍ୟକତା ରହିଛି। ଆମ…
ଫିଟନେସ୍ ସହ ହାର୍ଟ ପାଇଁ ସୁପରଫୁଡ୍ ହେଉଛି ABC ଜୁସ୍, ପ୍ରତିଦିନ ଏଭଳି ଭାବେ କରନ୍ତୁ ସେବନ…
ଯଦି ଆପଣ ଦିନର ଆରମ୍ଭ କିଛି ସୁସ୍ଥ ଓ ପ୍ରାକୃତିକ ଜିନିଷ ସହିତ କରିବାକୁ ଚାହୁଁଛନ୍ତି, ତେବେ ABC ଜୁସ୍ରୁ ଉତ୍ତମ ଆଉ କିଛି ନାହିଁ। ଏହି ଜୁସ ତିନୋଟି ସୁପରଫୁଡ- ସେଓ (Apple), ଗାଜର (Carrot) ଓ ଚୁକନ୍ଦର (Beetroot)ରୁ…
ଭୁଲରେ ବି ଖାଆନ୍ତୁ ନାହିଁ ଏହି ୨ ପ୍ରକାର ଆଳୁ, ହୋଇପାରେ ଅନେକ ସ୍ବାସ୍ଥ୍ୟ ସମସ୍ୟା
ଆଳୁ ଆମ ନିତିଦିନିଆ ଖାଦ୍ୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଏ। ସାଧାରଣତଃ, ଘରେ ବହୁତ ଆଳୁ ସାଇତା ହୋଇ ରଖାଯାଏ। ଏଥିରେ ବିଭିନ୍ନ ପ୍ରକାରର ଆଳୁ ଥାଏ। କିନ୍ତୁ ଏଥିରେ ଥିବା ୨ ପ୍ରକାରର ଆଳୁ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି…
ମହିଳାଙ୍କଠାରେ ୟୁରିନ୍ ଇନ୍ଫେକ୍ସନ କ’ଣ? ଜାଣନ୍ତୁ କାରଣ, ଲକ୍ଷଣ ଏବଂ ଉପଚାର ନେଇ ସବିଶେଷ…
ମୂତ୍ରନଳୀ ସଂକ୍ରମଣ (Urinary Tract Infection – UTI) ଏକ ଏପରି ସଂକ୍ରମଣ, ଯାହା ମୂତ୍ରନଳୀ, ମୂତ୍ରାଶୟ କିମ୍ବା ବୃକକ୍ରେ ବ୍ୟାକ୍ଟେରିଆର ପ୍ରବେଶ ଓ ବୃଦ୍ଧି ଯୋଗୁଁ ହୁଏ। ଏହି ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଅଧିକ ଦେଖାଯାଏ। ଏହା…
ଜାଣନ୍ତି କି ପୃଥିବୀକୁ ପ୍ରଥମେ କେଉଁ ପରିବା ଆସିଥିଲା, ଏହା କ୍ୟାନସର ପରି ମାରାତ୍ମକ ରୋଗ ରୋକିବାରେ ହୁଏ ସହାୟକ
ଭାରତୀୟମାନଙ୍କ ଖାଦ୍ୟରେ ପନିପରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସକାଳ ଜଳଖିଆରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରର ପନିପରିବା ବ୍ୟବହାର କରାଯାଏ। ଏହି କାରଣରୁ ଭାରତରେ ୪୦ରୁ ଅଧିକ ପ୍ରକାରର ପନିପରିବା ଚାଷ କରାଯାଏ। ଯେଉଁଥିରେ ଆଳୁ,…
ଅଗଷ୍ଟ ମାସରେ ଏହି ୫ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ: ନଚେତ ପ୍ରେମ, କ୍ୟାରିୟର, ସ୍ବାସ୍ଥ୍ୟ, ପରିବାର ଉପରେ…
ଅଗଷ୍ଟ ମାସ ଆରମ୍ଭ ହୋଇଛି। ଏହି ମାସରେ କିଛି ରାଶିଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରେମ ସମ୍ପର୍କ, କ୍ୟାରିଅର, ସ୍ବାସ୍ଥ୍ୟ, ବ୍ୟବସାୟ, କୋର୍ଟ ମାମଲା ଓ ପରିବାର ସହ ଜଡ଼ିତ ବିଷୟରେ ସାବଧାନ ରହିବା ଜରୁରୀ। ନଚେତ ସେମାନଙ୍କୁ…
କିଡ୍ନୀ ଇନ୍ଫେକ୍ସନ କାହିଁକି ହୁଏ? ଜାଣନ୍ତୁ ଏହାର ଲକ୍ଷଣ ଆଉ ନିରାକରଣ…
କିଡ୍ନୀ ବା ବୃକକ୍ ଆମ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ରକ୍ତକୁ ସଫା କରିବା, ବିଷାକ୍ତ ଉପାଦାନ ବାହାର କରିବା ଏବଂ ଶରୀରରେ ଜଳ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବା ପାଇଁ କାମ କରେ। କିଡ୍ନୀରେ…
ଅଗଷ୍ଟ ପହିଲାରୁ ଏସବୁ ରାଶିର ଚମକିବ ଭାଗ୍ୟ: ବଢ଼ିବ ବ୍ୟାଙ୍କ ବାଲାନ୍ସ, ମାନ ସମ୍ମାନ, ଚାକିରିରେ ପଦୋନ୍ନତି ସହ…
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ, ଯିଏକି ପ୍ରାୟ ୨୬ ଦିନରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହି ସମୟରେ ସେ ଅନ୍ୟ କୌଣସି ଗ୍ରହ ସହ ମିଶି ଶୁଭ ଯୋଗ ସୃଷ୍ଟି କରିଥାନ୍ତି। ଏବେ ଶୁକ୍ର…
ଲିଭର ସୁସ୍ଥ ରଖିବାକୁ ହେଲେ ଏହି ରୋଗ ଉପରେ ରଖନ୍ତୁ ନଜର, ନଚେତ ହୋଇପାରେ…
ଲିଭର ବା ଯକୃତ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲୋକେ ବେଳେବେଳେ ଏହାକୁ ଅଣଦେଖା କରିଥାନ୍ତି। ଲିଭର ସୁସ୍ଥ ରହିଲେ ମଣିଷ ସୁସ୍ଥ ରହେ। ପ୍ରାରମ୍ଭରେ ଫ୍ୟାଟି ଲିଭରର ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଯଦି ଧ୍ୟାନ ଦିଆ ନ…
Archives


