ଜୀବନଚର୍ଯ୍ୟା

ପ୍ରେମିକଙ୍କୁ ଏହି ୪ ମିଛ କଥା କହିଥାନ୍ତି ପ୍ରେମିକା

ପ୍ରେକିକା ସବୁବେଳେ ନିଜ ପ୍ରେମିକଙ୍କୁ ୪ଟି ମିଛ କହିଛନ୍ତି। ଆମେ କହୁନାହୁଁ, ବରଂ ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ଜାଣିବା ସେହି ୪ ମିଛ ବିଷୟରେ… ପ୍ରଥମ ପ୍ରେମ: ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଧିକାଂଶ ଝିଅ ସେମାନଙ୍କର ବର୍ତ୍ତମାନ ପ୍ରେମିକଙ୍କୁ ନିଜର…

ସ୍ନେହ, ଯତ୍ନ ଅପେକ୍ଷା ପ୍ରେମିକାଙ୍କଠାରେ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ, ଜାଣନ୍ତୁ…

ଯେପରି ଝିଅମାନେ ଜୀବନସାଥୀଙ୍କୁ ନେଇ ସ୍ବପ୍ନ ଦେଖିଥାନ୍ତି, ସେ ଗୁଣର ହୁଅନ୍ତୁ ବୋଲି ଚାହାନ୍ତି ସେହିପରି ପୁଅମାନେ ମଧ୍ୟ ସେମାନଙ୍କ ଜୀବନସାଥୀ ଉପରେ ଆଶା ରଖିଥାନ୍ତି। ସେମାନେ ସମସ୍ତେ ଚାହାଁନ୍ତି ଯେ, ତାଙ୍କ ସାଥୀ ତାଙ୍କୁ ଭଲ ପାଆନ୍ତୁ, ତାଙ୍କର ଯତ୍ନ…

ବିବାହ ପରେ ଆଦୌ କରନ୍ତୁନି ଏପରି ଭୁଲ, ନଚେତ୍‌…

ବିବାହ ପରେ ଝିଅମାନେ ଶାଶୁଘରକୁ ଯିବା ପରେ ଜୀବନରେ କିଛି ପରିବର୍ତ୍ତନ ଆସିଥାଏ। ଅଜଣା, ଅଚିହ୍ନା ଲୋକଙ୍କୁ ନିଜର କରି ଚଳିବାକୁ ପଡ଼ିଥାଏ। ବ୍ୟବହାର, ଚାଲିଚଳନ, କାମରେ ସନ୍ତୁଳନ ରକ୍ଷା କରି ଚାଲିବାକୁ ପଡ଼େ। ଏଥିରେ ବ୍ୟତିକ୍ରମ ହେଲେ ଶାଶୁଘରେ ଝଡ଼…

ଦେଖି ପାରିବେନି କି ଶୁଣି ପାରିବେନି: କରୋନାର ନୂଆ ଲକ୍ଷଣ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍‌ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ସେହି ପେଟରେ…

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଆପଣ…

ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି ଉପାୟ…

ଏଭଳି ଲୋକଙ୍କୁ ହେବନି କରୋନା…

ପ୍ୟାରିସ୍‌,୧୪।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ୟାରିସ୍‌ର ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁସାରେ କୌଣସି ଶାରୀରିକ ପରିଶ୍ରମ ନ କରି ଅଳସୁଆ ଭାବେ ବସି…

ପ୍ରେମିକା ପ୍ରେମିକଙ୍କୁ ମନେ ପକାଇ କରନ୍ତି ଏମିତି, ଜାଣିଲେ..

ଝିଅ ହୁଅନ୍ତୁ କିମ୍ବା ପୁଅ, ବେଳେବେଳେ ଚାକିରି କିମ୍ବା ପଢ଼ାପଢ଼ି ପାଇଁ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ, ବେଳେବେଳେ ଝିଇମାନେ କାହାକୁ କିଛି କୁହନ୍ତି ନାହିଁ। କିନ୍ତୁ ସେମାନେ ତାଙ୍କ ପ୍ରେମକୁ ଭୁଲି ପାରନ୍ତି ନାହିଁ । ପ୍ରେମିକଙ୍କୁ…

ଆଜି ପବିତ୍ର ପଣା ସଂକ୍ରାନ୍ତି; ଜାଣନ୍ତୁ ଦିନର ବୈଶିଷ୍ଟ୍ୟ, ଓଡ଼ିଆ ପରମ୍ପରା…

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ…

ଏହି ୪ ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ: ଅନ୍ଧଭାବେ କରିହେବ ବିଶ୍ୱାସ

କାହା ଉପରେ ଭରସା କରିବା ସବୁଠାରୁ କଷ୍ଟକର। କାରଣ ଲୋକମାନେ ବାହାରୁ କିଛି ଦେଖାଯାଉଥିବା ବେଳେ ଭିତରୁ ଆଉ କିଛି ଥାନ୍ତି। ପ୍ରତ୍ୟେକ ଚେହେରା ପଛରେ ଏକ ନୂଆ ଚେହେରା ଲୁଚି ରହିଥାଏ। ତେବେ ଭରସାଯୋଗ୍ୟ ବ୍ୟକ୍ତିଟିଏ ଖୋଜି ପାଇବା ବର୍ତ୍ତମାନ…

ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ ଏହା ଧୀରେ ଧୀରେ ଆମ ଜୀବନରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ। କେବଳ ଜଣେ…

ଶ୍ୱେତପ୍ରଦରର ଉପଚାର

ଶ୍ୱେତପ୍ରଦର ରୋଗ ନାରୀମାନଙ୍କୁ ହୋଇଥାଏ। ଅସାମଞ୍ଜସ୍ୟ ଆହାର, ବିହାର, ଦୂଷିତ ପରିବେଶ, ଅତ୍ୟଧିକ ପରିଶ୍ରମ, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ନ ରହିବା ଦ୍ୱାରା ଏହି ରୋଗ ହୋଇଥାଏ। ରୋଗରେ ଆକ୍ରାନ୍ତ ରୋଗୀର ଯୌନାଙ୍ଗ ସର୍ବଦା ଅସ୍ବଚ୍ଛ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri