ଆପଣଙ୍କର ଅଛି କି ମଧୁମେହ ସମସ୍ୟା …
ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ ରୋଗୀ ଇନ୍ସୁଲିନ୍ ନେଇଥାଆନ୍ତି। ମାତ୍ର ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଏହି ସମସ୍ୟାକୁ କମ୍…
ମନକୁ ଖୁସି ରଖିବ ୮ ଅଭ୍ୟାସ
ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ ବି ତୁଚ୍ଛ ଲାଗେ। ମନ ଭଲ ରହିବା ପାଇଁ ଶରୀରରେ କ୍ଷରଣ ହେଉଥିବା କେତେକ…
କାର୍ଯ୍ୟାଳୟରେ ସକର୍ମୀମାନଙ୍କ ସହିତ ବଢ଼ୁଛିକି ବିତର୍କ
ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କାର୍ଯ୍ୟାଳୟ ଏବଂ କାର୍ଯ୍ୟ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବା କଥା। ଅଫିସର ବାସ୍ତୁ ଖରାପ ହେତୁ ଆର୍ଥିକ ପ୍ରତିବନ୍ଧକ ଏବଂ ସହକର୍ମୀମାନଙ୍କ ସହିତ ବିତର୍କ ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ, ଏହା ମନେ ରଖିବା ଆବଶ୍ୟକ…
ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅକ୍ଟୋବର ୩୦ ଯାଏ ରହିବ ଲକ୍ଷ୍ମୀଙ୍କ କୃପା, ଧନଧାନ୍ୟରେ ପୂରି ଉଠିବ ଘର…
ଅକ୍ଟୋବର ୭ ଗୁରୁବାରରୁ ଆରମ୍ଭ ହୋଇଛି ନବରାତ୍ରି। ଠିକ୍ ୮ ଦିନ ପରେ ଅର୍ଥାତ ଅକ୍ଟୋବର ୧୪ରେ ଏହା ଶେଷ ହେବ। ନବରାତ୍ରିରେ ମା’ ଦୁର୍ଗାଙ୍କ ନଅ ରୂପର ପୂଜା କରାଯାଇଥାଏ। ଏହି ସମୟରେ କିଛି ରାଶିର ଜାତକଧାରୀଙ୍କ ଉପରେ ମା’…
ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଦେଖନ୍ତୁ ଆପଣ ଏଥିରେ…
ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍ରେ ବିଶ୍ୱାସ ରଖୁଥିବା…
ମା’ଙ୍କୁ ଡରନ୍ତି ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ଏହି ଲୋକପ୍ରିୟ ଅଭିନେତ୍ରୀ
ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ୟୁପି ଏବଂ ବିହାରରେ ତାଙ୍କର ନୃତ୍ୟ ଏବଂ ଅଭିନୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି।…
ଏମିତି ବନ୍ଧୁ ହୋଇଥାନ୍ତି ସବୁଠାରୁ ଭୟଙ୍କର
ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ ଭୟଙ୍କର ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ପ୍ରକୃତ ବନ୍ଧୁଙ୍କ…
କର୍ନ ସାଣ୍ଡୱିଚ୍
ଆବଶ୍ୟକ ସାମଗ୍ରୀ: ସିଝା ମକା ଦାନା-୧ କପ୍, ମାୟୋନିଜ୍- ୩ ଚାମଚ, ଟମାଟୋ କ୍ୟାଚଅପ୍- ୧ଚାମଚ, ବ୍ରାଉନ୍ ବ୍ରେଡ୍- କିଛି ସ୍ଲାଇସ୍, ଲହୁଣୀ-ଅଳ୍ପ, ଗୋଲମରିଚ ଗୁଣ୍ଡ- ଅଳ୍ପ, କଟା ଧନିଆପତ୍ର- ଅଳ୍ପ, ଲୁଣ ସ୍ବାଦ ଅନୁସାରେ ପ୍ରସ୍ତୁତି ପ୍ରଣାଳୀ: ଏକ…
ପ୍ରସବ ପରେ…
ପ୍ରସବ ପରେ ସାଧାରଣତଃ ମହିଳାମାନଙ୍କର ଓଜନ ବଢ଼ିଯାଇଥାଏ। ତେଣୁ ଓଜନ କମ୍ କରିବା ପାଇଁ କ’ଣ ସବୁ କରିବେ ଜାଣିରଖନ୍ତୁ… ପ୍ରସବ ପରେ ଶିଶୁକୁ ସ୍ତନ୍ୟପାନ କରାଇବା ଫଳରେ ପ୍ରାକୃତିକ ଉପାୟରେ ଓଜନ କମ୍ ହୋଇଥାଏ। ପ୍ରସବ ପରେ ଡାଏଟିଂ ଆଦୌ…
କୁର୍ତ୍ତି ଜ୍ୟାକେଟ୍
ନୂଆ ଡିଜାଇନ ସହ ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍ ପିନ୍ଧିବାକୁ ଝିଅମାନେ ବେଶି ପସନ୍ଦ କରନ୍ତି। ବଜାରରେ ଏବେ କୁର୍ତ୍ତି ଜ୍ୟାକେଟ୍ର ଚାହିଦା ଅଧିକ ରହିଛି । ତେବେ ଏହାକୁ କେତେବେଳେ ପିନ୍ଧିବେ ଜାଣିରଖନ୍ତୁ… କୁର୍ତ୍ତି ଜ୍ୟାକେଟ୍କୁ ଆପଣମାନେ ସବୁ ସମୟରେ…
ଖର୍ଚ୍ଚକାଟରୁ ସଞ୍ଚୟ
ଖର୍ଚ୍ଚକାଟ କରି ସମସ୍ତଙ୍କ ଅଜାଣତରେ ସଞ୍ଚୟ କରିବା ହେଉଛି ଏକ କଳା। ଆଉ ଏହି କଳାରେ ବେଶ୍ ପାରଙ୍ଗମ ଗୃହିଣୀମାନେ। ପରିବାରର ନିହାତି ଦରକାର ବେଳରେ ସେମାନେ ନିଜ ସଞ୍ଚିତ ଅର୍ଥକୁ ଦେଇ ଗୃହଲକ୍ଷ୍ମୀର ନାଁକୁ ସାର୍ଥକ କରନ୍ତି… ବେଳେବେଳେ ଏମିତି…
କିପରି ନେବେ ଯତ୍ନ
ବେଳେବେଳେ କେଶ ଝଡ଼ିବା, ରୂପି ଆଦି ହେବା କାରଣରୁ ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ତେବେ ବର୍ଷାଦିନେ କେଶର ଯତ୍ନ କିପରି ନେବେ ଜାଣିରଖନ୍ତୁ …. ବର୍ଷାରେ ଯଦି କେଶ ଓଦା ହୋଇଯାଏ ତେବେ ତୁରନ୍ତ ଘରକୁ ଆସି ସାମ୍ପୁ କରି…
Archives


