ଜୀବନଚର୍ଯ୍ୟା

ଟମାଟୋ ସସ କେଚଅପ ଭିତରେ କ’ଣ ରହିଛି ପାର୍ଥକ୍ୟ

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ପିଲାମାନେ ପ୍ରାୟ ସବୁକିଛି ସହିତ ଟମାଟୋ ସସ କିମ୍ବା କେଚଅପ ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକେ ସମାନ କଥା କହିବା ପାଇଁ ‘ଟମାଟୋ ସସ’ ଏବଂ ‘ଟମାଟୋ କେଚପ’ ଶବ୍ଦ ଗ୍ରହଣ...

ସକାରାତ୍ମକ ଚିନ୍ତାଧାରା ଓ ଉତ୍ତମ ସ୍ବାସ୍ଥ୍ୟ

ବର୍ତ୍ତମାନର ଧାଁ  ଦଉଡ଼ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସବୁଠାରୁ ବଡ଼ କଥା। ହେଲେ କେତେକ ବ୍ୟକ୍ତି ଏଥିପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେଇ ନଥାନ୍ତି। ତେଣୁ ଭବିଷ୍ୟତରେ ସେମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ...

ପୂଜା କରିବା ବେଳେ ମାନନ୍ତୁ ଏସବୁ ନିୟମ, ଦେବାଦେବୀ ହେବେ ପ୍ରସନ୍ନ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ କେତୋଟି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବାଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯେମିତିକି: * ଘରେ ଦେବାଦେବୀଙ୍କ ପ୍ରତିମା ସ୍ଥାପନା...

ଘରେ ଆକ୍ୱାରିୟମ୍‌ ରଖିଛନ୍ତି କି? ଜାଣିନିଅନ୍ତୁ ଏସବୁ ବାସ୍ତୁ ନିୟମ, ନଚେତ…

ଆକ୍ୱାରିୟମ୍‌ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ ବି କୁଆଡ଼େ ସେମିତି ହୋଇଯାଏ। ତେବେ ଏଥିପାଇଁ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ...

ଚନ୍ଦ୍ରଗ୍ରହଣ ଦେଖିଲେ ସତରେ କ’ଣ ମଣିଷ ହରାଇଦିଏ ଦୃଷ୍ଟିଶକ୍ତି, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ଆଜି ଅର୍ଥାତ୍‌ କୁମାରପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ରଗ୍ରହଣ। ଏହା ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଉପରେ ଆଧାରିତ ଘଟଣା। ଉଭୟ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ୱ ଦିଆଯାଏ। ଚନ୍ଦ୍ରଗ୍ରହଣର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବିଷୟରେ ଲୋକଙ୍କୁ କୁହାଯାଏ। ଏହି...

ବାରମ୍ବାର ଶିଶୁ କାନ୍ଦିବା ପଛରେ ରହିଛି ଏସବୁ କାରଣ, ମାତାପିତା ରୁହନ୍ତୁ ସାବଧାନ

ପିଲାମାନେ କାନ୍ଦିବା ଏକ ସାଧାରଣ କଥା। ସେମାନେ ସେମାନଙ୍କର ମାତାପିତାଙ୍କୁ ଡାକିବା ପାଇଁ କାନ୍ଦନ୍ତି, କିନ୍ତୁ ଯଦି ଆପଣଙ୍କର ପିଲା ଦୀର୍ଘ ସମୟ ଧରି କ୍ରମାଗତ ଭାବରେ କାନ୍ଦନ୍ତି, ତେବେ ଆପଣ ତାଙ୍କ ଯନ୍ତ୍ରଣାକୁ ବୁଝିବା ଆବଶ୍ୟକ କରନ୍ତି। କାରଣ...

ଶାବର୍ମା ଖାଇ ଯୁବକଙ୍କ ମୃତ୍ୟୁ, ଏଥିରେ ଏଭଳି କ’ଣ ରହିଛି ଯେଉଁଥିରେ ହୋଇପାରେ ଫୁଡ୍‌ ପଏଜନିଂ

ଖାଦ୍ୟ ବିଷକ୍ରିୟାରେ ୨୪ ବର୍ଷର ଯୁବକର ମୃତ୍ୟୁ ଘଟିଛି। ଏହି ଘଟଣା କେରଳର କୋଚିରେ ଘଟିଛି। ଯୁବକ ଜଣଙ୍କ ସହରର ଏକ ହୋଟେଲର ପ୍ରସିଦ୍ଧ ଷ୍ଟ୍ରିଟ ଫୁଡ ଖାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଚେନ୍ନାଇରେ କିଛି ମାସ ପୂର୍ବରୁ ଏଭଳି...

କମ୍ବଳରେ ମୁଁହ ଢାଙ୍କି ଶୋଇବା କ୍ଷତିକାରକ

ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ। ଶୋଇବା ସମୟରେ ନିଜର କର୍ମ୍‌ଫଟ ଅନୁସାରେ ଆପଣ ଶୋଇଥାନ୍ତି। ତେବେ...

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚମକିବ ଏହି ୩ ରାଶିର ଭାଗ୍ୟ, ହେବ ଧନ ବର୍ଷା

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବର ୨୦୨୩ରେ ପଡ଼ୁଛି। ଏହି ଚନ୍ଦ୍ରଗ୍ରହଣ କୁମାରପୂର୍ଣ୍ଣିମା ଦିନ ହେଉଛି। ଏହା ରାତି ୧ଟା ୬ରୁ ଆରମ୍ଭ ହୋଇ ୨ଟା ୨୨ ମିନିଟ୍‌ରେ ଶେଷ ହେବ। ଭାରତରେ ଏହି ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି...

ଏସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଚନ୍ଦ୍ରଗ୍ରହଣ; କିଏ ହେବେ ମାଲାମାଲ ତ କାହା ଉପରେ ପଡ଼ିବ ଅଶୁଭ ପ୍ରଭାବ; ଜାଣନ୍ତୁ…

ଚଳିତ ବର୍ଷ ଅକ୍ଟୋବର ୨୮ ଅର୍ଥାତ ଶନିବାର ଚନ୍ଦ୍ରଗ୍ରହଣ ଲାଗୁଛି। ରାତି ୧ଟା ୫ ମିନିଟ୍‌ରୁ ଗ୍ରହଣ ଆରମ୍ଭ ହୋଇ ପ୍ରାୟ ୨ଟା ୨୨ରେ ଛାଡ଼ିବ। ଏହି ଗ୍ରହଣ ରାଶିମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ। ଚନ୍ଦ୍ର ଦ୍ୱାରା ପ୍ରଭାବିତ...

ଲାଉ ଜୁସ୍‌ ପିଉଛନ୍ତି କି? ରୁହନ୍ତୁ ସାବଧାନ, ନଚେତ୍‌ ନେଇପାରେ ଜୀବନ

ମାନବ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଭଗବାନ ଅନେକ ପ୍ରକାରର ଫଳ ଏବଂ ପନିପରିବା ସୃଷ୍ଟି କରିଛନ୍ତି। ସେଥିରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନ ରହିଛି। ମଣିଷ ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆଜିକାଲି ଏହି ମିନେରାଲ୍ସ...

ଶୀତଦିନେ ଶାଲ୍‌ ଫ୍ୟାସନ୍‌

ଶୀତଦିନେ ଶାଲ୍‌ର ଚାହିଦା ଅଧିକ ଥାଏ। ଥଣ୍ଡା ପ୍ରୋକପରୁ ରକ୍ଷା ପାଇଁ ଶାଲ୍‌ ବ୍ୟବହାର କରୁଥିଲେ ମଧ୍ୟ ଯୁବପିଢିଙ୍କ ମଧ୍ୟରେ ଏହାକୁ ନିଜକୁ ଷ୍ଟାଇଲିସ୍‌ ଦେଖାଯିବାକୁ କ୍ରେଜ୍‌ ବଢିଚାଲିଛି। କୌଣସି ଟ୍ରିପ୍‌ ହେଉ କି ହ୍ୟାଙ୍ଗ୍‌ ଆଉଟ୍‌ ଏପରି କି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri