ନିଜକୁ ବଦଳାନ୍ତୁ
”ସର୍ବପ୍ରଥମେ ଏହା ବୁଝିବା ବହୁ ଜରୁରୀ ଯେ ଜୀବନ ହେଉଛି ସୁଖ-ଦୁଃଖର ସମନ୍ବୟ। ଯେତେବେଳେ ଆମେ ସୁଖ ସହଜରେ ଗ୍ରହଣ କରୁ ସେମିତି ଦୁଃଖକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡ଼ିବ। ଜୀବନ ରାସ୍ତାରେ ଚାଲିବା ସମୟରେ ଝୁଣ୍ଟିବା ଏବଂ...
ମାନବ ବିବର୍ତ୍ତନ ବୀକ୍ଷଣ
ଆବିଷ୍କାରର ଗୁରୁତ୍ୱ: ପ୍ରତ୍ନଜିନୋମ ବିଜ୍ଞାନ ବା ‘ପାଲିଓଜିନୋମିକ୍ସ’ ହେଉଛି ଏପରି ଏକ ବିଜ୍ଞାନ ଶାଖା, ଯେଉଁଥିରେ ବିଲୁପ୍ତ ପ୍ରଜାତିଙ୍କ ଖଣ୍ଡ ବିଖଣ୍ଡିତ ଡିଏନ୍ଏ ଅଣୁର ସମ୍ପୂର୍ଣ୍ଣ ପୁନର୍ଗଠନ ସମ୍ଭବ ହୋଇଥାଏ। ସ୍ବାଣ୍ଟେ ପାବୋଙ୍କ ଆବିଷ୍କାର ଏବଂ ଜିନୀୟ ତଥ୍ୟାବଳୀର ପୁନରୁଦ୍ଧାର...
କ୍ୱାଣ୍ଟମ୍ ଯାନ୍ତ୍ରିକୀ ବିକାଶ
ଫ୍ରାନ୍ସର ଆଲେନ୍ ଆସ୍ପେକଟ୍, ଯୁକ୍ତରାଷ୍ଟ୍ର ଆମେରିକାର ଜନ୍ କ୍ଲାଉଜର ଏବଂ ଅଷ୍ଟ୍ରିଆର ଆଣ୍ଟୋନ୍ ଜେଲିଫରଙ୍କୁ ପଦାର୍ଥ ବିଜ୍ଞାନ ଲାଗି ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। କ୍ୱାଣ୍ଟମ୍ ଯାନ୍ତ୍ରିକୀରେ ଅଭିନବ ଆବିଷ୍କାର ପାଇଁ ଏହି...
ବେଲ୍ଟ ଫ୍ୟାଶନ
ଫର୍ମାଲ୍ ପ୍ୟାଣ୍ଟ ହେଉ କି ଜିନ୍ସ ପ୍ୟାଣ୍ଟ ତା’ସାଙ୍ଗରେ ବେଲ୍ଟ ପିନ୍ଧିବାର ଫ୍ୟାଶନ ବହୁ ପୂର୍ବରୁ ରହିଆସିଛି। ତେବେ କେବଳ ଏହି ଆଉଟ୍ଫିଟ୍ କାହିଁକି ଅନ୍ୟ ଯେକୌଣସି ଆଉଟ୍ଫିଟ୍ରେ ବି ବେଲ୍ଟ ପିନ୍ଧି ଟ୍ରେଣ୍ଡି ଲୁକ୍ ପାଇପାରିବେ। କେମିତି, ଜାଣନ୍ତୁ...
ନାଚୁରାଲ ହେଲ୍ଥ ଟିପ୍ସ
ଫିଟ୍ ଆଣ୍ଡ ଫାଇନ୍ ରହିବା କାହାର ବା ଇଚ୍ଛା ନୁହେଁ। କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ କାମର ଚାପ ଅନେକଙ୍କୁ ଅସମୟରେ ରୋଗାଗ୍ରସ୍ତ କରିପକାଏ। ହେଲେ ଏଠାରେ ଏମିତି କିଛି ସହଜ ଉପାୟ କୁହାଯାଉଛି, ଯାହାକୁ ଆପଣାଇ ଯେ କେହି...
ଘରର କାନ୍ଥ କି ଛାତରେ ଉଠିଥିବା ଅଶ୍ୱତ୍ଥ ଗଛକୁ ଉପାଡୁଛନ୍ତି କି? ଭୋଗିବେ ଏସବୁ ସମସ୍ୟା…
ହିନ୍ଦୁ ଧର୍ମରେ ବୃକ୍ଷଲତା, ଫୁଲ ଏବଂ ଫଳଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି । ଅନେକ ଗଛଲତା ଏବଂ ଫୁଲକୁ ପୂଜାପାଠ ପାଇଁ ପବିତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଅଶ୍ୱତ୍ଥ। ଧାର୍ମିକ ଦୃଷ୍ଟିକୋଣରୁ ଅଶ୍ୱତ୍ଥ...
ଯନ୍ତ୍ରଣା ନିବାରକ ‘ରୋବୋଟିକ୍ ପିଲ୍’
ଓ୍ବାଶିଂଟନ,୧୩।୧୦: ମଧୁମେହ, କ୍ୟାନ୍ସର ଭଳି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରତିଦିନ ଇଞ୍ଜେକ୍ସନ ନେବାକୁ ପଡ଼ିଥାଏ। ଅନେକ ଲୋକଙ୍କ ପକ୍ଷେ ନିୟମିତ ଇଞ୍ଜେକ୍ସନ୍ ନେବା ସହଜ କଥା ନ ହେଲେ ମଧ୍ୟ ଜୀବନ ରକ୍ଷା ପାଇଁ ସେମାନେ ଡରରେ ଏହା...
କାର୍ତ୍ତିକ ମାସରେ ପୂଜୁଛନ୍ତି କି ତୁଳସୀ? କଦାପି କରନ୍ତୁ ନାହିଁ ଏସବୁ ଭୁଲ…
କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ। କୁହାଯାଏ ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି। ସୃଷ୍ଟିରେ ଆନନ୍ଦ ଏବଂ କୃପାର ବର୍ଷା ହୁଏ। ମା’ ଲକ୍ଷ୍ମୀ ମଧ୍ୟ ପୃଥିବୀ ଭ୍ରମଣରେ ଆସିଥାନ୍ତି। ଭକ୍ତଙ୍କୁ ଧନଧାନ୍ୟରେ ପୂର୍ଣ୍ଣ କରିଥାନ୍ତି।...
ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମର ଯୁବତୀ; ଲକ୍ଷ୍ମୀଙ୍କର ଥାଏ ବିଶେଷ କୃପା
କୁହାଯାଏ ଯେ ନାମର ପ୍ରଥମ ଅକ୍ଷର ଯେକୌଣସି ବ୍ୟକ୍ତିଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ହଟାଇଥାଏ। ଏହାର କାରଣ ହେଉଛି ଅଧିକାଂଶ ଲୋକଙ୍କ ନାମ ସେମାନଙ୍କର ଜନ୍ମ ରାଶି ଅନୁଯାୟୀ ରଖାଯାଇଥାଏ। ଜନ୍ମ ସମୟରେ ଅବସ୍ଥିତ...
ସିନ୍ଦୂର
ମଥାରେ ସିନ୍ଦୂର ହେଉଛି ଜଣେ ସଧବା ହିନ୍ଦୁ ନାରୀର ପରିଚୟ। ଏହାକୁ ମଧ୍ୟ କୁହାଯାଏ ସୌଭାଗ୍ୟର ପ୍ରତୀକ। ପ୍ରତିଟି ହିନ୍ଦୁ ଘରେ ଏହା ଏକ ପାରମ୍ପରିକ ସାମଗ୍ରୀ। ଦେବ କର୍ମରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଏହାର ରହିଛି ବିଶେଷ...
ବୃଦ୍ଧି ପାଉଛି ମାନସିକ ରୋଗ
ଆମ ଶରୀରରେ ‘ମନ’ ବୋଲି କୌଣସି ନିର୍ଦ୍ଦିଷ୍ଟ ଜିନିଷ ନାହିଁ। ଯାହାକୁ ମନ ବୋଲି କୁହାଯାଏ ତାହା ହେଉଛି ଭାବନା (thinking), ଅନୁଭବ (feeling) ଓ କାର୍ଯ୍ୟ ସଞ୍ଚାଳନ (volition)ର ସମାହାର। ମଣିଷ ଚିନ୍ତା କରିବା ଏବଂ ଅନୁଭବ କରିବା...
ମାନବ ବିବର୍ତ୍ତନ ବୀକ୍ଷଣ
କିଏ ପାଇଛନ୍ତି: ସୁଇଡେନ୍ର ଷ୍ଟକ୍ହୋମ୍ରେ ଜନ୍ମିତ ଏବଂ ୬୭ ବର୍ଷ ବୟସ୍କ ସ୍ବାଣ୍ଟେ ପାବୋ ଚଳିତ ବର୍ଷ ଲାଗି ଶରୀର ବିଜ୍ଞାନ ବା ଭେଷଜ ବିଜ୍ଞାନରେ ସମ୍ମାନଜନକ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି। ସେ ଜଣେ ଜୀବ...
Archives


