ରଙ୍ଗ ରହସ୍ୟ: କେଉଁ ରଙ୍ଗ ଦେଇଥାଏ କେଉଁ ସଙ୍କେତ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମ ଜୀବନଶୈଳୀ ଉପରେ ରଙ୍ଗର ମଧ୍ୟ ଅନେକ ପ୍ରଭାବ ରହିଛି। ତେବେ କେଉଁ ରଙ୍ଗ କେଉଁ ସଙ୍କେତ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ନାଲି: ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ରଙ୍ଗ ଅନ୍ୟ ସବୁ ରଙ୍ଗଠାରୁ ଅଧିକ...
କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଶୁଭ
ଦଶହରା, ଦୀପାବଳି ପରି କାର୍ତ୍ତିକ ପୂର୍ଣ୍ଣିମା ବି ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହିଦିନ କ’ଣ କଲେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *...
ଲକି ବାମ୍ବୋ କେଉଁଠି ଲଗାଇବେ
ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଗଛ ଭାବେ ଲକି ବାମ୍ବୋ ପରିଚିତ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି ଗଛକୁ କେଉଁ ସ୍ଥାନରେ...
ସବୁଠୁ ପୁରୁଣା ମନ୍ଦିର
ଆମ ଦେଶ ବ୍ୟତୀତ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଛୋଟବଡ଼ ଅନେକ ହିନ୍ଦୁ ମନ୍ଦିର ରହିଛି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କାମ୍ବୋଡ଼ିଆଠାରେ ରହିଛି ପୃଥିବୀର ସର୍ବବୃହତ୍ ମନ୍ଦିର ଅଙ୍ଗକୋର ଓ୍ବାଟ୍ । ଜାଣିବା ଏହା ସମ୍ପର୍କରେ … ମନ୍ଦିର ଦ୍ୱାଦଶ...
ଆସୁନି ନିଦ
ସୁସ୍ଥ ରହିବା ଅନ୍ତରାଳରେ ସୁଖନିଦ୍ରାର ଭୂମିକା ବି ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଦୈନିକ ପର୍ଯ୍ୟାପ୍ତ ନିଦ୍ରାର ଅଭାବ ସୃଷ୍ଟି କରିଥାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା। ତେବେ ବର୍ତ୍ତମାନ ଅନେକ ଯୁବତୀଯୁବକ ଏହାର ଶିକାର ହେଉଥିବାର ଦେଖିବାକୁ ମିଳୁଛି, ଯେଉଁଥିପାଇଁ ମୁଖ୍ୟତଃ...
ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଏସବୁ ରାଶି ଲାଗି ବହୁତ ଅଶୁଭ, ହୋଇଯାଆନ୍ତୁ ସାବଧାନ
ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥୀରେ ଲାଗୁଛି। ତାରିଖ ଅନୁଯାୟୀ ନଭେମ୍ବର ୮ରେ ଏହା ପଡ଼ିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୫ଟା ୩୨ରୁ ଗ୍ରହଣ ଆରମ୍ଭ ହୋଇ ୬ଟା ୧୮ ମିନିଟ୍ରେ ଶେଷ ହେବ।...
ଜୀବନରେ ଥରେ ନୁହେଁ, ଅନେକ ଥର ପ୍ରେମରେ ପଡ଼ିଥାନ୍ତି ଏହି ରାଶିର ବ୍ୟକ୍ତିବିଶେଷ; ଜଣଙ୍କ ପାଖରେ ମନ ରୁହେନା !
ଅନେକେ କୁହନ୍ତି ପ୍ରକୃତ ପ୍ରେମ ଜୀବନରେ ଥରେ ମାତ୍ର ହୁଏ। ହେଲେ କିଛି ଏପରି ଥାନ୍ତି ଯେଉଁମାନେ ବାରମ୍ବାର ପ୍ରେମରେ ପଡ଼ିଥାନ୍ତି। ଜ୍ୟୋତିଷଶାସ୍ତ୍ର ମୁତାବକ ପ୍ରେମ ଜୀବନ ଉପରେ ଗ୍ରହମାନଙ୍କ ପ୍ରଭାବ ରହିଛି। ଜଣେ ଜୀବନରେ କେତେ ଥର ଏବଂ...
ସଫଳ ବୈବାହିକ ଜୀବନ ପାଇଁ କ‘ଣ କୁହନ୍ତି ଚାଣକ୍ୟ
ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ବୈବାହିକ ଜୀବନ ବିଷୟରେ କହିଛନ୍ତି। ଚାଣକ୍ୟ କହିଛନ୍ତି, ସ୍ତ୍ରୀ-ସ୍ବାମୀ ସମ୍ପର୍କ ରଥର ଦୁଇଟି ଚକ ପରି। ପରିବାର ଚଳାଇବାବେ ଉଭୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୁଖୀ ଦାମ୍ପତ୍ୟ ଜୀବନ ମଣିଷ ପାଇଁ ଗର୍ବ ବିବେଚନା...
ଏସବୁ ଅକ୍ଷର ନାମ ଥିବା ଝିଅମାନେ ସ୍ବାମୀଙ୍କ ପାଇଁ ବହୁତ ସୌଭାଗ୍ୟଶାଳୀ
ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ନାମର ପ୍ରଥମ ଅକ୍ଷର ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ। ହିନ୍ଦୁ ଧର୍ମରେ ପ୍ରଥମ ନାମକରଣ ସମାରୋହ ଏକ ଶିଶୁ ଜନ୍ମ ପରେ କରାଯାଏ । ଏହା ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନେକ...
ସ୍ବୟଂସମ୍ପୂର୍ଣ୍ଣା
ମାଟି ସହ ମାଟି ହୋଇପାରେ ବୋଲି ସେ ମା’। ପରିବାର ପ୍ରତିପୋଷଣ ପାଇଁ ସେ ଆପଣେଇ ନେଇଛି ମୃତ୍ତିକା କଳାକୁ। ଗୋଟିଏପଟେ ପରିବାର ଆଉ ଅନ୍ୟପଟେ ବ୍ୟବସାୟ କରି ନିଜକୁ ସ୍ବୟଂସମ୍ପୂର୍ଣ୍ଣ କରିପାରିଛି। ମାଟିରେ ପାରମ୍ପରିକ ଆଉ ଆଧୁନିକ ଡିଜାଇନ୍ର...
ଦୀର୍ଘାୟୁ ଜୀବନ ଅନ୍ତରାଳେ…
”ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ ଷ୍ଟିଲ କିମ୍ବା ରସ ପାତ୍ରରେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, କାରଣ ଏହି...
ଋତୁସ୍ରାବ ବ୍ୟତିକ୍ରମର କାରଣ କୋଭିଡ୍ ‘ଷ୍ଟ୍ରେସ୍’
ନ୍ୟୁୟର୍କ: କୋଭିଡ୍ ମହାମାରୀ କାରଣରୁ ବ୍ୟକ୍ତି ବିଶେଷଙ୍କ ଜବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ମହିଳା, ପୁରୁଷ, ଶିଶୁ, ଯୁବକ, କିଶୋର ଏବଂ ବୃଦ୍ଧ ପ୍ରତ୍ୟେକ ବୟସ୍କ ବର୍ଗଙ୍କ କ୍ଷେତ୍ରରେ ପୂର୍ବ ଅପେକ୍ଷା ମାନସିକ ଚାପ ବୃଦ୍ଧି ଘଟିଥିବା ପିଟର୍ସବର୍ଗ ୟୁନିଭର୍ସିଟି...
Archives


