ଜୀବନଚର୍ଯ୍ୟା

ବ୍ୟଥାଜନିତ ସମସ୍ୟାର ନିରାକରଣ

”ମଧୁମେହ ବା ଡାଇବେଟିସ୍‌ ପରବର୍ତ୍ତୀ ସମୟରେ ନ୍ୟୁରୋପ୍ୟାଥିକ୍‌ ପେନ୍‌ ବା ସ୍ନାୟୁଜନିତ ଯନ୍ତ୍ରଣାର ମୁଖ୍ୟ କାରଣ ବନିଯାଏ। ରୋଗୀମାନେ ପାଦରେ ଜଳାପୋଡ଼ା ହେବା, ଝିମ୍‌ ଝିମ୍‌ ଲାଗିବା, ଛୁଞ୍ଚତ୍ ଫୋଡିଲା ପରି ଅନୁଭବ ହେବା, ହାତରେ ସ୍ନାୟୁ ଦବିଯାଇ ଝିମ୍‌ଝିମ୍‌...

ସେବାରେ ମାନସ

ସେ ଜଣେ କଲେଜ ଛାତ୍ର। କିନ୍ତୁ ବିଭିନ୍ନ ସେବା ଓ ଜନସଚେତନତା କାର୍ଯ୍ୟ କରିବାରେ ତାଙ୍କର ରହିଛି ଅଭିଜ୍ଞତା। ସେ ହେଲେ ମାନସ କୁମାର ସାହୁ । ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁହୁଡ଼ି ଗାଁରେ। ଏମ୍‌ଏସ୍‌ଡବ୍ଲ୍ୟୁ...

ଚିତ୍ର ଦେଉଛି ଆତ୍ମସନ୍ତୋଷ

ବୋଉର ଝୋଟି ଦେଖି ଦେଖି ଆତ୍ମବିଭୋର ହେଉଥିବା ଜୟଶ୍ରୀ ଜେନା ପରବର୍ତ୍ତୀ ସମୟରେ ଜଣେ ଚିତ୍ର ଶିଳ୍ପୀ ହେବାର ସ୍ବପ୍ନ ଦେଖନ୍ତି। ଆଉ ଏହି ସ୍ବପ୍ନ ପରବର୍ତ୍ତୀ ସମୟରେ ତାଙ୍କ ପରିଚୟ ପାଲଟିଯାଏ.. ଚିତ୍ରରେ ଦିଅନ୍ତି ସେ ଶାନ୍ତି, ପ୍ରେମ...

ଦିବ୍ୟ ପୁଷ୍ପ

ସାକ୍ଷୀ ସେ ନଟଖଟ୍‌ କୃଷ୍ଣଙ୍କ ବାଲ୍ୟଲୀଳାର। ପୁଣି ସାକ୍ଷୀ ରାଧାକୃଷ୍ଣଙ୍କ ଅମର ପ୍ରେମର। ଶ୍ରୀହରିଙ୍କର ପ୍ରିୟ ସେ। ସେଥିପାଇଁ ତ ଲୋକେ କହନ୍ତି ‘ହରିପ୍ରିୟା’ । ପୁରାଣଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ବିଜ୍ଞାନ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ସ୍ବତନ୍ତ୍ରତା।...

ଗୁଣକାରୀ ହଳଦୀ

ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। କେବଳ ସେତିକି ନୁହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ହଳଦୀର ଆହୁରି ଅନେକ ଉପକାରିତା ମଧ୍ୟ ରହିଛି। ଯେମିତିକି:...

କେଉଁ ଜିନିଷ ଉଧାର ଆଣିବେ ନାହିଁ

ବାସ୍ତୁଶାସ୍ତ୍ର ଅନୁଯାୟୀ,ଏମିତି ବି କିଛି ଜିନିଷ ରହିଛି; ଯାହାକୁ ଉଧାର ସ୍ବରୂପ କାହାଠାରୁ ମାଗି ଆଣି ବ୍ୟବହାର କରିବା ଅଶୁଭ ହୋଇଥାଏ। ଯେମିତିକି: * ଦହି: ଘରେ ଦହି ବସାଇବା ପାଇଁ ବେଳେବେଳେ ମହିଳାମାନେ ପଡୋଶୀଙ୍କଠାରୁ ଟିକେ ଦହି ମାଗି...

ବହୁତ ଭାଗ୍ୟବାନ ଏହି ୪ ରାଶିର ବ୍ୟକ୍ତି; ଧନର ଅଭାବ ନ ଥାଏ, କମ୍‌ ପରିଶ୍ରମରେ ହୁଅନ୍ତି ସଫଳ

କୁହାଯାଏ କଠିନ ପରିଶ୍ରମ ସଫଳତାର ଚାବିକାଠି। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ପାଇ ନ ଥାନ୍ତି। ସେହିଭଳି କିଛି କମ୍‌ ପରିଶ୍ରମରେ ବଡ଼ ସଫଳତା ପାଇଥାନ୍ତି। କାରଣ ଭାଗ୍ୟ ସେମାନଙ୍କ ସହ ରହିଥାଏ।...

କେହି ମାଗିଲେ ବି ରୋଷେଇ ଘରୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ୪ ଜିନିଷ; ହୋଇଯିବେ କାଙ୍ଗାଳ

ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ...

ଭୁଲ୍‌ରେ ବି ଜୀବନରେ ଏହି ୩ ଲୋକଙ୍କୁ କରନ୍ତୁ ନାହିଁ ସାଥୀ: ହସଖୁସିରେ ଲାଗିବ ବ୍ରେକ୍‌, ହୋଇଯିବେ ବରବାଦ୍‌

ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନର ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ବୁଝି ଜଣେ ବ୍ୟକ୍ତି ଜୀବନକୁ ସୁଖମୟ ଏବଂ ସଫଳ କରିପାରିବେ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା...

ଅପମାନିତ କରୁଥିବା ଲୋକଙ୍କୁ କିଭଳି ଦେବେ ଜବାବ? ଜାଣନ୍ତୁ ଚାଣକ୍ୟ କହିଥିବା କିଛି ଟିପ୍ସ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ...

ଆପଣ ସେପ୍ଟେମ୍ବରରେ ଜନ୍ମ କି? ଜାଣିନିଅନ୍ତୁ ୫ଟି ଶ୍ରେଷ୍ଠ ଗୁଣ, ସ୍ବଭାବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ସ୍ବଭାବ ବିଷୟରେ ତାର ଜନ୍ମତିଥି ଆଧାରରେ ଜାଣିହେବ। କୌଣସି ଏକ ମାସରେ ଜନ୍ମିତ ଲୋକଙ୍କ ସ୍ବଭାବ ବିଷୟରେ ଜାଣିବା ପାଇଁ ଗ୍ରହ-ନକ୍ଷତ୍ରମାନଙ୍କ ସଠିକ ଗଣନା ଜରୁରୀ। ସେପ୍ଟେମ୍ବର ମାସ ଆରମ୍ଭ ହୋଇଛି। ଏହି ମାସରେ...

ପ୍ରତ୍ୟହ ଘର ଝାଡୁ କରିବା-ରଖିବା ସମୟରେ କରୁନାହାନ୍ତି ତ ଏଭଳି ଭୁଲ୍‌; ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri