ଏହି ୩ ରାଶିର ଯୁବକ ସବୁଠାରୁ ଭଲ ସ୍ବାମୀ; ନ କହିଲେ ବି ମନକଥା ଜାଣି ନିଅନ୍ତି…
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଆଧାରରେ ଯେକୌଣସି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କ ପ୍ରକୃତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ମୋଟ ୧୨ ରାଶି ଭିତରୁ ସବୁ ରାଶିର ନିଜର ସ୍ବାମୀ ଗ୍ରହ ରହିଛି। ଆଜି ଆମେ ଏପରି ୩ ରାଶି...
ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ? ପ୍ରେମଜୀବନକୁ ସଫଳ କରୁଥିବା ଏହି ୪ କଥା ଜାଣିରଖନ୍ତୁ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ...
ଉପକାରି ଲବଙ୍ଗ
ଲବଙ୍ଗକୁ ପ୍ରାୟ ସମସ୍ତଙ୍କ ଘରେ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ଏମିତି ବି କିଛି ଔଷଧୀୟ ଗୁଣ ଅଛି, ଯାହା ବିଭିନ୍ନ ପ୍ରକାରର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଦାନ୍ତ ବିନ୍ଧା ହେଉଥିଲେ...
ଟେକ୍ନୋଲୋଜି
ବର୍ତ୍ତମାନ ଆମେ ଟେକ୍ନୋଲୋଜି ଉପରେ ଏତେ ନିର୍ଭରଶୀଳ ଯେ, ଏହା ବିନା କୌଣସି କାର୍ଯ୍ୟ କଳ୍ପନା କରିବା ଯେପରି ଅସମ୍ଭବ ମନେହେଉଛି। ତେବେ ଆସନ୍ତୁ ଜାଣିବା ଏହି ଟେକ୍ନୋଲୋଜିକୁ ନେଇ କେତୋଟି କୌତୂହଳପୂର୍ଣ୍ଣ ତଥ୍ୟ… ଆମେରିକାର ପଦାର୍ଥବିଜ୍ଞାନୀ ଜନ୍ ମୌଚ୍ଲୀ...
ନୂଆ ଜାଗାରେ ଜବ୍…
ନୂଆ ଜବ୍ ପାଇଁ ହେଉ ଅବା ଟ୍ରାନ୍ସଫର ହେଲେ କିମ୍ବା ଜବ୍ ପରିବର୍ତ୍ତନ କରୁଥିଲେ, ନୂଆ ସ୍ଥାନକୁ ଯିବାକୁ ହୋଇଥାଏ। ହେଲେ ପ୍ରାରମ୍ଭିକ ସମୟରେ ଏକ ନୂଆ ସହରରେ ଆଡ୍ଜଷ୍ଟ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍ ନୁହେଁ … କିପରି...
କପେ କଫି ଆଣେ ଫୂର୍ତ୍ତି
କପେ କଫି ପିଇବା ଦ୍ୱାରା ମନରେ ଫୂର୍ତ୍ତି ଆସିଥାଏ। ତେଣୁ ଲୋକେ କଫି ପିଇବାକୁ ପସନ୍ଦ କରିଥା’ନ୍ତି। କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ...
ଘଣ୍ଟାକୁ ନେଇ ବାସ୍ତୁ; ଜାଣନ୍ତୁ ଲଗାଇବା ପାଇଁ ସଠିକ୍ ଦିଗ ଚୟନ କିଭଳି କରିବେ…
ସମୟ ଜାଣିବା ପାଇଁ ଘରେ କାନ୍ଥ ଘଣ୍ଟା ଲଗାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘଣ୍ଟା ଲଗାଇବା ପାଇଁ ସଠିକ୍ ଦିଗର ଚୟନ କରିବା ବି ଅତ୍ୟନ୍ତ ଜରୁରୀ ହୋଇଥାଏ; ନଚେତ୍ ଏହାର କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡିଥାଏ ବୋଲି ବିଶ୍ୱାସ...
ଘରେ ବୁଢ଼ିଆଣୀ ଜାଲ ଅଛି କି?
ଘରକୁ କିଛିଦିନ ସଫାସୁତୁରା ନ କଲେ ଘରେ ଧୂଳିମଳି ଜମିବା ସହ କାନ୍ଥରେ ବୁଢ଼ିଆଣୀ ଜାଲ ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ବୁଢ଼ିଆଣୀ ଜାଲ ବି ଘର ପାଇଁ ଅନେକ ସମସ୍ୟା ନେଇ ଆସିଥାଏ। ପ୍ରଥମତଃ ଘରେ ନକାରାତ୍ମକ...
ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ…
ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ...
ଜାଣନ୍ତି କି ମଣିଷର ହାତ ଲାଲ୍ ଆଉ ଶିରା କାହିଁକି ନୀଳ
ଆମ ଶରୀର ମଧ୍ୟ ଏକ ପଜଲଠାରୁ କମ୍ ନୁହେଁ। ଶରୀରରେ ଏପରି ଅନେକ ଜିନିଷ ଦେଖିଥିବେ ଯାହା ସାଧାରଣ ଦେଖାଯାଏ, କିନ୍ତୁ ଏହା ପଛରେ ଥିବା ତର୍କଟି ଅଲଗା ଏବଂ ଆଶ୍ଚର୍ଯ୍ୟଜନକ। ଆପଣ କେବେ ନିଜ ହାତରେ ଥିବା ଶିରାକୁ...
ଏହି ୪ ପ୍ରକୃତିର ଲୋକଙ୍କ ସହ ମିଶିଲେ ହୋଇଯିବେ ବରବାଦ; ସର୍ପଠାରୁ ବି ଏମାନେ ଭୟଙ୍କର…
ଜଣେ ମହାନ ରାଜନେତା ଭାବରେ ବିବେଚିତ ହୋଇଥିବା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ଶ୍ଳୋକରେ ଜଣେ ବ୍ୟକ୍ତି କିଭଳି ଏବଂ କେଉଁ ପରିସ୍ଥିତିରେ ନଷ୍ଟ ହୋଇଯାଏ...
ମଣିଷ ଚିହ୍ନିବାରେ ଭୁଲ ଯୋଗୁ ପଶ୍ଚାତାପ କରୁଛନ୍ତି କି? ମନେ ରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ...
Archives


