ଆଜି ପ୍ଲେ ଅଫ୍ରେ ଗୁଜରାଟ-ରାଜସ୍ଥାନ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
କୋଲକତା,୨୪।୫:ଆଇପିଏଲ ୨୦୨୨ର ପ୍ଲେ ଅଫ ମ୍ୟାଚ୍ ଆଜିଠୁ ଆରମ୍ଭ ହେବ। କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଲିଫାୟର୍-୧ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସକୁ ଭେଟିବ। କ୍ୱାଲିଫାୟର ୧ର ବିଜେତା ଦଳ ଆଇପିଏଲ ୨୦୨୨ର ଫାଇନାଲ ପାଇଁ ଟିକେଟ ପାଇବ। ତେଣୁ…
ଚହଲଙ୍କୁ ପଛରୁ କିକ୍ ମାରିଲେ ଗୁଜରାଟ ଟାଇଟାନ୍ସ କୋଚ୍
କୋଲକତା,୨୪।୫: ଗୁଜରାଟ ଟାଇଟାନ୍ସ ଦଳର ମୁଖ୍ୟ କୋଚ ଆଶିଷ ନେହେରା ଆଇପିଏଲ ୨୦୨୨ କ୍ୱାଲିଫାୟର ୧ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କୁ ପଛରୁ ଏକ କିକ୍ ମାରିଛନ୍ତି। ଏହାର ଫଟୋ ଗୁଜରାଟ ଟାଇଟାନ୍ସ ଦ୍ୱାରା ସୋସିଆଲ ମିଡିଆ…
ଆଇପିଏଲ ପ୍ଲେ ଅଫ୍ରେ ବର୍ଷା ହେଲେ କିଏ ହେବ ବିଜେତା: ଜାଣନ୍ତୁ ନିୟମ
ମୁମ୍ବାଇ,୨୩।୫:ଆଇପିଏଲ ପ୍ଲେ ଅଫ ମ୍ୟାଚ ପାଇଁ ପରିଚାଳନା ପରିଷଦ ପକ୍ଷରୁ ନୂତନ ନିୟମ ବିଷୟରେ ପ୍ରକାଶ କରାଯାଇଛି। କ୍ୱାଲିଫାୟର୍-୧, ଏଲିମିନେଟର ଏବଂ କ୍ୱାଲିଫାୟର୍-୨ରେ ଯଦି ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୁଏ ଏବଂ ମ୍ୟାଚ ନିୟମିତ ସମୟରେ ସମାପ୍ତ ନ ହୁଏ,…
ଆଇପିଏଲ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି…
ମୁମ୍ବାଇ,୨୩।୫: ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ସିଜିନ୍ରେ ୧୦୦୦ ଛକା ମାରିବାର ରେକର୍ଡ ସୃଷ୍ଟି ହୋଇଛି। ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଚଳିତ ସିଜିନ୍ରେ ୧୦୦୦ ତମ ଛକା ମାରିଥିଲେ। ଚଳିତ ଆଇପିଏଲ୍ରେ ଏପର୍ଯ୍ୟନ୍ତ ୧୦୦୧ଟି ଛକା ମରାଯାଇଛି।…
ବାପା ହେଲେ ଏହି କ୍ରିକେଟର୍
ଅକଲାଣ୍ଡ,୨୩।୫: ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପ୍ରେମିକା ସାରା ରହିମ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୱିଲିୟମସନ ଇନଷ୍ଟାଗ୍ରାମରେ ପ୍ରେମିକା ଏବଂ ପୁଅର ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଏହି…
ଭାରତୀୟ ଦଳରେ ସ୍ଥାନ ପାଇଲେ ଫଳ ବିକ୍ରେତାଙ୍କ ପୁଅ
ଶ୍ରୀନଗର,୨୩।୫:ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆକୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଶା କରାଯାଉଥିବା ପରି ଏହି ଦଳରେ ଦ୍ରୁତ ବୋଲର ଉମରାନ…
ଆଇପିଏଲରେ ବଡ଼ ସଫଳତା ହାସଲ କଲେ ଧାଓ୍ବନ
ମୁମ୍ବାଇ,୨୩।୫: ଆଇପିଏଲ ୨୦୨୨ରୁ ପଞ୍ଜାବ କିଙ୍ଗ୍ସର ଦଳ ଯଦିଓ ପ୍ଲେ ଅଫ୍କୁ ଯାଇପାରିନାହିଁ, କିନ୍ତୁ ଦଳର ଓପନର୍ ଶିଖର ଧାୱନ ଇତିହାସ ସୃଷ୍ଟି କରିଛନ୍ତି। ସେ ଆଇପିଏଲରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ବ୍ୟାଟ୍ର୍ ଭାବେ ଆଇପିଏଲ୍ରେ…
ଶେଷ ଲିଗ୍ ମ୍ୟାଚ୍ରେ ଟସ୍ ଜିତିଲା ହାଇଦ୍ରାବାଦ
ମୁମ୍ବାଇ,୨୨।୫: ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚ ଅର୍ଥାତ୍ ୭୦ ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ହାଇଦ୍ରାବାଦ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।…
ଟିଭି ଆଗରେ ନାଚିଲେ କୋହଲି
ମୁମ୍ବାଇ,୨୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ ୨୦୨୨ର ପ୍ଲେ ଅଫରେ ନିଜ ସ୍ଥାନ ସୁରକ୍ଷିତ କରିଛି। ଟି -୨୦ ଲିଗର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ ୫ ଉଇକେଟରେ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଆରସିବି ଦଳ ପ୍ଲେ ଅଫରେ…
ପ୍ଲେ ଅଫ୍ ଲଢ଼େଇ: ଜାଣନ୍ତୁ କେବେ, କିଏ, କାହାକୁ ଭେଟିବ
ମୁମ୍ବାଇ,୨୨।୫: ଆଇପିଏଲ୍ ୨୦୨୨ ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଥିଲା। ଏଥିସହ ଟୁର୍ନାମେଣ୍ଟର ପ୍ଲେ ଅଫ୍ରେ ପହଞ୍ଚିଥିବା ଚତୁର୍ଥ ଦଳ ସ୍ପଷ୍ଟ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)…
ଏମ୍ଆଇ ବିଜୟୀ…
ମୁମ୍ବାଇ, ୨୧।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ବିଜୟ ହାସଲ କରିଛି । ଧାର୍ଯ୍ୟ ୧୬୦ ରନ୍ ଲକ୍ଷ୍ୟର ପିଛା କରି ଏମଆଇ ୧୯.୧ ଓଭରରେ …
ଏମ୍ଆଇ ପାଇଁ ବିଜୟ ଲକ୍ଷ୍ୟ ୧୬୦…
ମୁମ୍ବାଇ, ୨୧।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍୍ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି…
Archives


