ଆମେରିକାର ଆଉ ଏକ ପଦକ୍ଷେପ ଭାରତ ପାଇଁ ବଢିଲା ସମସ୍ୟା: ବିପଦରେ ପଡିବାକୁ ଯାଉଛି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଟ୍ରମ୍ପ ପ୍ରଶାସନର ସାମ୍ପ୍ରତିକ ନୀତି ଭାରତର ସମସ୍ୟାକୁ ଆହୁରି ବୃଦ୍ଧି କରିଛି। ଭାରତୀୟ ସାମଗ୍ରୀ ଉପରେ ଭାରୀ ଟାରିଫ୍ ଲାଗୁ କରିବା ପରେ, ଆମେରିକା ଏବେ ଏହାର ସେବା ରପ୍ତାନିକୁ ଟାର୍ଗେଟ କରିଛି। ଆମେରିକାର ସିନେଟରେ ଏକ ନୂତନ ବିଲ,…
ନେପାଳରେ ବିଦ୍ରୋହକାରୀଙ୍କ ଆତଙ୍କ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳିଦେଲେ…
କାଠମାଣ୍ଡୁ,୯।୯: ନେପାଳରେ ବିଦ୍ରୋହକାରୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ସେମାନଙ୍କ ହିଂସାତ୍ମକ ପ୍ରଦର୍ଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲନାଥ ଖନାଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକାରଙ୍କ ଜୀବନ ଚାଲିଯାଇଛି। ପ୍ରଦର୍ଶନକାରୀମାନେ ତାଙ୍କ ଦେହରେ ନିଆଁ ଲଗାଇଦେଇଥିବା ଆକ୍ଷେପ କରାଯାଉଛି। ନେପାଳୀ ଗଣମାଧ୍ୟମରେ ପ୍ରକାଶିତ ଦାବି ଅନୁଯାୟୀ,…
୧୭ ବର୍ଷ ମଧ୍ୟରେ ନେପାଳରେ ୧୪ ଥର ସରକାର ବଦଳିଲାଣି…, ଭାରତର ପଡ଼ୋଶୀ ଦେଶରେ ରାଜନୈତିକ ଅସ୍ଥିରତା ଜାରି
କାଠମାଣ୍ଡୁ, ୯।୯: ଭାରତର ପଡ଼ୋଶୀ ଦେଶ ନେପାଳରେ ରାଜନୈତିକ ଅସ୍ଥିରତାର ଅନନ୍ତ ଯାତ୍ରା ଜାରି ରହିଛି। ୨୦୦୮ରେ ରାଜତନ୍ତ୍ର ଉଚ୍ଛେଦ ହେବା ପରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା, କିନ୍ତୁ ଗତ ୧୭ ବର୍ଷରେ ଦେଶରେ ୧୪ ଥର ସରକାର ପରିବର୍ତ୍ତନ ହୋଇଛି,…
ନେପାଳରେ ଫେରିବ କି ରାଜତନ୍ତ୍ର ? ଜାଣନ୍ତୁ ପୂର୍ବତନ ରାଜାଙ୍କ ପରିବାର ଏବେ କେଉଁଠି
ନୂଆଦିଲ୍ଲୀ,୯।୯: ଏବେ ନେପାଳରେ ରାଜତନ୍ତ୍ର ପୁନଃସ୍ଥାପନ ଓ ହିନ୍ଦୁ ରାଷ୍ଟ୍ର ଦାବିରେ ବିକ୍ଷୋଭ ଜାରି ରହିଛି। ମାର୍ଚ୍ଚରେ କାଠମାଣ୍ଡୁରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦୁର୍ନୀତି ଓ କୁଶାସନ ଅଭିଯୋଗ ଏବଂ ସୋସିଆଲ ମିଡିଆ ପ୍ରତିବନ୍ଧକ ପରେ ତୀବ୍ର ହୋଇଛି। ପୋଲିସ…
ନେପାଳରେ Gen Z ବିକ୍ଷୋଭ ପରେ ବାଲେନ୍ଦ୍ର ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି
ନୂଆଦିଲ୍ଲୀ,୯।୯: ନେପାଳରେ ଜେନ୍ ଜିଡ୍ ନେତୃତ୍ୱାଧୀନ ବିକ୍ଷୋଭ ଆଗରେ ମୁଣ୍ଡ ନୁଆଇଁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ଏବେ ସମସ୍ତଙ୍କ ନଜର କାଠମାଣ୍ଡୁର ମେୟର ବାଲେନ୍ଦ୍ର ଶାହଙ୍କ ଉପରେ ରହିଛି, ଯିଏ ବାଲେନ ନାମରେ ଜଣାଶୁଣା। ଅନଲାଇନ ଅଭିଯାନରେ…
ରାଜରାସ୍ତାକୁ ଓହ୍ଲାଇ ନେପାଳ ସରକାରଙ୍କୁ ଗାଦିଚ୍ୟୁତ କରିଥିବା Gen Z କିଏ? ଜାଣନ୍ତୁ ଏମାନକୁ ନେଇ ସବୁକିଛି…
କାଠମାଣ୍ଡୁ,୯।୯: ନେପାଳରେ ହିଂସାତ୍ମକ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଇସ୍ତଫା ଦେଇସାରିଛନ୍ତି। ଏହାକୁ ନେଇ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି ‘ଜେନ୍ Z’, ଯାହାଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଉଛି। ନେପାଳ…
Video: ନେପାଳରେ ହିଂସାତ୍ମକ ବିକ୍ଷୋଭ, ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ ଗୋଇଠା
ନେପାଳ,୯।୯: ନେପାଳରେ ଜେନ୍ ଜେଡ୍-ନେତୃତ୍ୱାଧୀନ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ନିଆଁ ଲଗାଯାଇଥିବା ବେଳେ ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଉଡେଲଙ୍କୁ କାଠମାଣ୍ଡୁ ରାସ୍ତାରେ ବିକ୍ଷୋଭକାରୀମାନେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏକ ଭିଡିଓରେ ୬୫…
ନେପାଳରେ ବିଦ୍ରୋହ: ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି
କାଠମାଣ୍ଡୁ,୯।୯: ନେପାଳରେ ହଇଚଇ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି। ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ…
ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବି ଜାଳିଦେଲେ, ଦେଖନ୍ତୁ ଭିଡିଓ…
କାଠମାଣ୍ଡୁ,୯।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ପ୍ରତିବାଦକାରୀମାନେ ଅନେକ ମନ୍ତ୍ରୀଙ୍କ ଘର…
ପାକିସ୍ତାନରେ ପ୍ରତିଦିନ ୧୨ ଶିଶୁ ହେଉଛନ୍ତି ଯୌନ ହିଂସାର ଶିକାର, ୫ ବର୍ଷରେ ୨୨ ହଜାର ମାମଲା
ଇସଲାମାବାଦ,୯।୯: ପାକିସ୍ତାନରେ ଶିଶୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଯୌନ ହିଂସା ମାମଲା ଉପରେ ପ୍ରମୁଖ ସଂଖ୍ୟାଲଘୁ ଅଧିକାର ଗୋଷ୍ଠୀଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛି। ଭଏସ ଅଫ ପାକିସ୍ତାନ ମାଇନୋରିଟି…
ଶେଷରେ ଗାଦି ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ ଓଲି: ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ପଡ଼ିଲା ମହଙ୍ଗା
କାଠମାଣ୍ଡୁ,୯ା୯: ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ ଅପପ୍ରଚାର, ଡେଟା ପ୍ରିଭେସି, ଅନ୍ଲାଇନ୍ ସେଫ୍ଟି ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରମାନେ କଟକଣା ଲଗାଉଥିବାବେଳେ ନେପାଳ ମଧ୍ୟ ଅନୁରୂପ ପନ୍ଥା…
ଟ୍ରମ୍ପଙ୍କୁ ‘ନାକେଦମ’ କରିବା ପାଇଁ ଭାରତକୁ ସିକ୍ରେଟ୍ ଫର୍ମୁଲା ଦେଲା ଚାଇନା
ଓ୍ବାଶିଂଟନ୍,୯।୯: ଆମେରିକା ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶ ବିରୋଧରେ ଏକପାଖିଆ ଟାରିଫ୍ ଘୋଷଣା କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଉଛି। ତାଙ୍କ ପଦକ୍ଷେପ ପରେ, ଗୋଟିଏ ପଟେ ଆମେରିକୀୟ କୋର୍ଟ ଏହାକୁ ବେଆଇନ ଘୋଷଣା କରିଛନ୍ତି,…
Archives


