ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ
ଲଣ୍ଡନ, ୧୫ା୫: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ ସମାଜକୁ…
ଭୋକରେ ରହି ଯୀଶୁଙ୍କୁ ଭେଟିବା ପାଇଁ ଜୀବନ ଦେଇଥିଲେ ୨୦୧ ଲୋକ, ୬୦୦ ଏବେ ବି ନିଖୋଜ…
ନାଇରୋବି,୧୫।୫ : କେନିଆରେ ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ନିଜ ଜୀବନ ଦେଇଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଶନିବାର ଶାଖୋଲା ଜଙ୍ଗଲରେ ଆଉ ୨୨ ଟି ମୃତଦେହ ମିଳିଥିଲା। ଏପର୍ଯ୍ୟନ୍ତ ୨୦୧ ଟି ମୃତଦେହ ମିଳିଛି। ୬୦୦ ଲୋକ ନିଖୋଜ…
ରୁଷିଆ-ଚାଇନାର ନୋ ଲିମିଟ୍ ଚୁକ୍ତି ପୃଥିବୀ ପାଇଁ ଆଣିବ ବିପଦ: ଜାପାନ…
ମସ୍କୋ/ବେଜିଂ,୧୪।୫ : ୟୁକ୍ରେନରେ ଚାଲିଥିବା ମହାଯୁଦ୍ଧ ସମୟରେ ରୁଷିଆ ଏବଂ ଚାଇନା ପରସ୍ପରର ଅତି ନିକଟତର ହୋଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ଯଥେଷ୍ଟ ବୃଦ୍ଧି ପାଇଛି। ଏହି କାରଣରୁ କେବଳ ୟୁରୋପ ନୁହେଁ…
‘ମୋଚା’ର ତାଣ୍ଡବ ପାଣିରେ ବୁଡିଯିବ ବାଂଲାଦେଶର ଦ୍ୱୀପ
ଢାକା,୧୪।୫: ଲ୍ୟାଣ୍ଡଫଲ କରିଛି ଘୁର୍ଣ୍ଣିବାତ୍ୟା ‘ମୋଚା’। ଏବେ ଏହାର ପ୍ରକୋପ ବଢିବାରେ ଲାଗିଛି। ବାଂଲାଦେଶୀ ମିଡିଆର ସୂଚନା ଅନୁଯାୟୀ, ଆଗକୁ ଏହି ଘୂର୍ଣ୍ଣିଝଡ଼ ସେତିକି ଉଗ୍ର ହେବ ଯେଉଁଥିରେ ବାଂଲାଦେଶର ଏକ ଦ୍ୱୀପ ପାଣିରେ ବୁଡିଯିବ। ହେଲେ ଏହା ଅସ୍ଥାୟୀ ଭାବେ…
‘ମୋ’ ଜୀବନ ପ୍ରତି ବିପଦ ଅଛି’
ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ୍ ରବିବାର ଅପରାହ୍ନରେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ସମର୍ଥନମାନଙ୍କୁ ନିବେଦନ କରିଛନ୍ତି। ତାଙ୍କୁ ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଗିରଫ କରିବାର କିଛି ଦିନ…
୮ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍. ଜୟଶଙ୍କର
ନୂଆଦିଲ୍ଲୀ,୧୪ା୫: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦ୍ୱିତୀୟ ଇୟୁ ଇଣ୍ଡୋ-ପାସିଫିକ୍ ମିନିଷ୍ଟ୍ରିଆଲ ଫୋରମ୍ (EIPMF)ରେ ଅଂଶଗ୍ରହଣ କରିବାକୁ ସ୍ବିଡେନରେ ପହଞ୍ଚିଛନ୍ତି। ସେ ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍ଜିୟମ, ବୁଲ୍ଗେରିଆ, ସାଇପ୍ରସ୍, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ…
ଲ୍ୟାଣ୍ଡ୍ଫଲ୍ କଲା ବାତ୍ୟା ‘ମୋଚା’, ୨୦୦ କିଲୋମିଟର ବେଗରେ ବହୁଛି ପବନ
ନୂଆଦିଲ୍ଲୀ/ଢାକା,୧୪ା୫: ରବିବାର ଅପରାହ୍ନରେ ସାମୁଦ୍ରିକ ବାତ୍ୟା ‘ମୋଚା’ କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମ୍ୟାନ୍ମାର ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ବାଂଲାଦେଶ ଓ ମ୍ୟାନ୍ମାର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ…
ଖାଦ୍ୟ ପାଇଁ ପିଲା ବିକ୍ରି
କାବୁଲ,୧୪ା୫: ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ବିଶ୍ୱର ସବୁଠୁ ବଡ଼ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଅଗଷ୍ଟରେ ତାଲିବାନ ଦେଶରେ କ୍ଷମତା ଦଖଲ କରିଥିଲା ଏବଂ ସେହିଦିନଠାରୁ…
ମହାବାତ୍ୟା ରୂପ ନେଲା ‘ମୋଚା’, ଆଜି ବାଂଲାଦେଶ-ମ୍ୟାନମାରରେ ହେବ ମାଡ଼
ଢାକା,୧୪ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉଗ୍ର ରୂପ ଧାରଣ କରିଛି। ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ଆଜି ଅର୍ଥାତ୍ ରବିବାର ମାଡ଼ ହୋଇପାରେ। ଏହି ବାତ୍ୟା ଦ୍ୱାରା ବାଂଲାଦେଶ ଏବଂ ମ୍ୟାନମାର ହଜାର ହଜାର ଲୋକ ପ୍ରଭାବିତ ହୋଇପାରନ୍ତି। ଘଣ୍ଟା…
ୟୁକ୍ରେନର ଆର୍ମସ ଡିପୋକୁ ଉଡାଇଲା ରୁଷିଆ, ୫୦ ମିଲିୟନର ଗୋଳାବାରୁଦ ନଷ୍ଟ
କ୍ୱିଭ,୧୪।୫: ରୁଷିଆ ପୁଣିଥରେ ଆକ୍ରଣମ ମୁଡରେ। ଏବେ ରୁଷିଆ ୟୁକ୍ରେନର ଆର୍ମସ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ଏହି ଆକ୍ରମଣ ଫଳରେ ୟୁକ୍ରେନର ପ୍ରାୟ ୫୦୦ ମିଲିନୟନ ଗୋଳା-ବାରୁଦ ନଷ୍ଟ ହୋଇଛି। ଏହାପରେ ଆକାଶରେ କେବଳ ଧୂଆଁ ଦେଖାଯାଇଥିଲା। ୟୁକ୍ରେନର…
‘ସେତେବେଳେ ତୁମେ ଜନ୍ମ ହୋଇ ନ ଥିବ ଯେବେ ମୁଁ…’ପାକିସ୍ତାନ ସେନା ପ୍ରବକ୍ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଇମ୍ରାନ
ଇସଲାମାବାଦ,୧୪।୫: ପାକିସ୍ତାନରେ ପାକିସ୍ତାନ ତହରିକ ଏ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାଁ ଏବେ ମୁଖରା ହୋଇ ସେନାର ଆଲୋଚନା କରିଛନ୍ତି। ଏବେ ଏକ ତାଜା ବୟାନରେ ଇମ୍ରାନ ସେନାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ରାଜନୀତି କରିବାକୁ…
ତୁର୍କୀ ରାଷ୍ଟ୍ରପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ, ଶେଷ ହୋଇପାରେ ଦୁଇ ଦଶକର ଶାସନ
ଅଙ୍କାରା,୧୪।୫: ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନଙ୍କ ପାଇଁ ରବିବାର ହେବାକୁ ଯାଉଥିବା ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ଖୁବ୍ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି। ଏହି ଚ୍ୟାଲେଞ୍ଜ ତାଙ୍କ ଦୁଇ ଦଶକର ଶାସନକୁ ଶେଷ ବି ଶେଷ କରିଦେଇପାରେ। ତୁର୍କୀରେ…
Archives


