ମହମ୍ମଦ ଶାହାବୁଦ୍ଦିନ ଚୁପୁ ହେଲେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା
ବାଂଲାଦେଶ, ୨୪।୪: ପୂର୍ବତନ ବିଚାରପତି ତଥା ବରିଷ୍ଠ ରାଜନେତା ମହମ୍ମଦ ଶାହାବୁଦ୍ଦିନ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବଙ୍ଗଭବନର ଐତିହାସିକ ଦରବାର ହଲ୍ରେ ବାଚସ୍ପତି ଶିରେନ ଶର୍ମିନ ଚୌଧୁରୀ ୭୩ବର୍ଷିୟ ଶାହାବୁଦ୍ଦିନଙ୍କୁ ଶପଥ ପାଠ କରେଇଛନ୍ତିି।...
ଭାରତୀୟ ପର୍ବତାରୋହୀଙ୍କ ଅବସ୍ଥାରେ ଆସୁଛି ସୁଧାର, ତଥାପି ବିପଦକୁ ଏଡ଼ାଇ ହେବନି
କାଠମାଣ୍ଡୁ,୨୪ା୪: ନେପାଳର ଅନ୍ନପୂର୍ଣ୍ଣା ପର୍ବତର ଏକ ଗଭୀର ଖାତ ମଧ୍ୟକୁ ଖସିଯିବା ପରେ ଉଦ୍ଧାର ହୋଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ଭାଇ ଆଶିଷ ଏହି ସୂଚନା ଦେଇଛନ୍ତି। ତାଙ୍କ ଭାଇ କହିଛନ୍ତି,...
କଶ୍ମୀରକୁ ବିକ୍ରି କରି ଦେଇଛି ପାକିସ୍ତାନ: ଖବରଦାତାଙ୍କ ରିପୋର୍ଟ ନେଇ ଚର୍ଚ୍ଚା ଜାରି…
ଇସଲାମାବାଦ,୨୪।୪ : ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିଷୟରେ ଜଣାଶୁଣା ଖବରଦାତା ହମିଦ ମିରଙ୍କ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏକ ଭିଡିଓରେ ହମିଦ ମୀର...
ପାକିସ୍ତାନରେ ପୁଣି ସାମରିକ ଶାସନ ହେବା ନେଇ ଚର୍ଚ୍ଚା…
ଇସଲାମାବାଦ,୨୪।୪ : ପାକିସ୍ତାନ ପୁଣିଥରେ ସାମରିକ ଶାସନ ପଥରେ ଅଛି କି? ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅବ୍ବାସିଙ୍କ ଶେଷ ବିବୃତ୍ତିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଖାଦେଇଛି ବୋଲି ଅବ୍ବାସି...
ମଝି ଆକାଶରେ ପକ୍ଷୀ ସହ ଧକ୍କା ହେଲା ବିମାନ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଓ୍ବାଶିଂଟନ,୨୪।୪ : ଏକ ଆମେରିକୀୟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି। ବିମାନରେ ନିଆଁ ଲାଗିଯିବାରୁ ରବିବାର ଏହା ଜରୁରୀକାଳୀନ ଅବତରଣ କରିଛି। ମଝି ଅକାଶରେ ଏକ ପକ୍ଷୀ ବିମାନକୁ ଧକ୍କା ଦେବାରୁ ଇଞ୍ଜିନରେ ନିଆଁ ଲାଗିଯିବା ପରେ ଏହି ଘଟଣା...
ଅନ୍ଧବିଶ୍ୱାସ ନେଲା ୪୭ ଜୀବନ
ନରଓ୍ବେ,୨୪ା୪: କେନିଆରେ ଜଣେ ପାଦ୍ରୀଙ୍କ ନିର୍ଦ୍ଦେଶରେ ଭୋକରେ ରହି ସାମୁହିକ ଭାବେ ୪୭ ଜଣ ଆତ୍ମହତ୍ୟା କରିଛନ୍ତି। ଏକ ଜମିରୁ ପୋଲିସ ଏହି ସମସ୍ତ ମୃତଦେହ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସ ଅଧିକ ମୃତଦେହ ଖୋଜୁଛି। ଖବର...
ନ୍ୟୁଜିଲାଣ୍ଡରେ ୭.୨ ତୀବ୍ରତାଯୁକ୍ତ ଭୂକମ୍ପ…
ଓ୍ବେଲିଂଟନ,୨୪।୪ : ସାରା ବିଶ୍ୱରେ ଭୂକମ୍ପର ଘଟଣା ବଢ଼ିବାରେ ଲାଗିଛି। ସୋମବାର ସକାଳେ ନ୍ୟୁଜିଲ୍ୟଣ୍ଡରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା...
ଚାଇନା ଛାଡୁଛନ୍ତି ତାଇଓ୍ବାନ କମ୍ପାନୀ…
ବେଜିଂ/ତାଇପେଇ ସିଟି,୨୪।୪ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଚାଇନା ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସମ୍ପର୍କରେ କ୍ରମାଗତ ହ୍ରାସ ଘଟୁଛି। ଚାଇନାରେ ବ୍ୟବସାୟ କରୁଥିବା ଅନେକ ତାଇୱାନ ସଂସ୍ଥା ଚାଇନା ଛାଡି...
ସାମରିକ ସଂଘର୍ଷରୁ ମାନବୀୟ ସଙ୍କଟ
ଖାର୍ତୁମ୍ ୨୪।୪: ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ବଳ ମଧ୍ୟରେ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ସଂଘର୍ଷ ଯୋଗୁ ମାନବୀୟ ସଙ୍କଟ ଦେଖାଦେଇଛି। ସୁଦାନରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ...
ନ୍ୟୁଜିଲାଣ୍ଡ ମହିଳାଙ୍କୁ ଅନୁପଯୁକ୍ତ ଭାବେ ସ୍ପର୍ଶ ଅଭିଯୋଗ
ଓ୍ବେଲିଂଟନ୍, ୨୪।୪: ନିକଟରେ ନ୍ୟୁଜିଲାଣ୍ଡର କାଣ୍ଟବରିରେ ଅନୁଷ୍ଠିତ ବ୍ୟବସାୟ ସମ୍ମିଳନୀରେ ଯୋଗ ଦେଇଥିବା ୨ ଭାରତୀୟ ଜଣେ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ସରକାରୀ ମନ୍ତ୍ରୀ ହୋଇଥିବାବେଳେ ଅନ୍ୟ ଜଣେ ଅମୁଲ...
ଜର୍ମାନୀ ବିରୋଧରେ ରୁଷିଆର ବଡ଼ କାର୍ଯ୍ୟାନୁଷ୍ଠାନ
ମସ୍କୋ,୨୩।୪: ୟୁକ୍ରେନ୍-ରୁଷିଆ ଯୁଦ୍ଧକୁ ନେଇ ବର୍ଲିନ୍ ମସ୍କୋ ସହ ସମସ୍ତ ଚୁକ୍ତି ପ୍ରତ୍ୟାହାର କରିନେଇଛି। ଏହା ପରେ ଜର୍ମାନୀ ବିରୋଧରେ ରୁଷିଆ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶରୁ ୨୦ଜର୍ମାନୀ ରାଷ୍ଟ୍ରଦୂତକୁ ବାହାର କରିଦେବାକୁ ରୁଷିଆ ଘୋଷଣା କରଇଛି। ରୁଷିଆ...
ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା
ଓ୍ବାଶିଂଟନ,୨୩।୪: ଆମେରିକାକୁ ପଡିବାକୁ ଯାଇଥିବା ଭାରତର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଏପ୍ରିଲ ୨୦ ଘଟିଥିବା ସୂଚନା ମିଳିଛି। ଏହି ଯୁବକ ଜଣଙ୍କ ନାଁ ହେଉଛି ସାଇଶ...
Archives


