ଅନ୍ତର୍ଜାତୀୟ

ଐତିହାସିକ ବିଜୟ ପରେ ଏର୍ଦୋଗନ ନେଲେ ରାଷ୍ଟ୍ରପତି ପଦର ଶପଥ

ଅଙ୍କାରା,୪।୬: ଦୀର୍ଘଦିନ ହେବ ତୁର୍କୀରେ ରାଷ୍ଟ୍ରପତି ଥିବା ରେସେପ ତୈୟପ ଏର୍ଦୋଗନ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି। ସେ ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳର ଘୋଷଣା କରିବେ, ଯେଉଁଥିରୁ ସଙ୍କେତ ମିଳିବ କି ଦେଶରେ ଅଣ ରୁଢିବାଦୀ…

ବିଶ୍ୱର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ

କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ଯେଉଁଥିରେ ଖବର ଲେଖିବା ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ୧୯୮୧ରେ…

ପରମାଣୁ ଚୁକ୍ତିକୁ ଫେରିବା ପାଇଁ ଆମେରିକା ସମ୍ମୁଖରେ ସର୍ତ୍ତ ରଖିଲା ରୁଷିଆ…

ମସ୍କୋ,୩।୬ :ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ସର୍ଗେ ଇ ରାଇବକୋଭ କହିଛନ୍ତି ରୁଷିଆ ଆମେରିକା ସହିତ ନୂତନ ଷ୍ଟାର୍ଟ ଚୁକ୍ତି ପୁନଃ ଆରମ୍ଭ କରିବାକୁ ଚିନ୍ତା କରୁଛି। ତେବେ ଏହି ଚୁକ୍ତି ପାଇଁ ରୁଷିଆ ଆମେରିକା ସମ୍ମୁଖରେ…

ଜାପାନର ବଢୁଥିବା ସାମରିକ ଶକ୍ତି ଯୋଗୁ ଅନ୍ୟ ଦେଶ ପାଇଁ ବିପଦ ନାହିଁ: ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି…

ଟୋକିଓ,୩।୬ : ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଦେଶର ବୃଦ୍ଧି ପାଉଥିବା ସାମରିକ ଶକ୍ତି ଯୋଗୁ ଅନ୍ୟ ଦେଶ ପ୍ରତି କୌଣସି ବିପଦ ନାହିଁ। ସିଙ୍ଗାପୁରରେ ୪୯ ଟି ଦେଶର ୬୦୦ପ୍ରତିନିଧୀଙ୍କ ସହ ଏକ ସୁରକ୍ଷା ସମ୍ମିଳନୀ ଆୟୋଜିତ ହୋଇଛି…

ମୂଳ ଭାରତୀୟ ଅଜୟ ବଙ୍ଗା ହେଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: କାର୍ଯ୍ୟକାଳ ୫ ବର୍ଷ…

ଓ୍ବାଶିଂଟନ,୩।୬ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ଗ୍ଲୋବାଲ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଶନ, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ନେତୃତ୍ୱ ନେଇଛନ୍ତି। ୩ ମଇରେ, ବିଶ୍ୱ…

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ପୁଟିନ

ମସ୍କୋ/ନୂଆଦିଲ୍ଲୀ,୩ା୬: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମବେଦନା ଜଣାଇଛନ୍ତି। ସେ…

୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ: ମୋଦିଙ୍କ ପାଇଁ କଂଗ୍ରେସ ନେତା ଗର୍ବିତ…

ଓ୍ବାଶିଂଟନ,୩।୬ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା  ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ ଏବଂ ସେ ଏଥିପାଇଁ ଗର୍ବିତ। ଭାରତୀୟ ବିଦେଶ କଂଗ୍ରେସ…

ଟ୍ରେନ୍‌ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୩।୬: ବାହାନଗ ଟ୍ରେନ୍‌ ଦୁର୍ଘଟଣାନେଇ ଟ୍ବିଟ୍‌ ଯୋଗେ ଶୋକ ବ୍ୟକ୍ତ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ର ଶେହବାଜ ଶରିଫ୍‌। ସେ କହିଛନ୍ତି, ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଁ ସମବେଦନା ଜ୍ଞାପନ କରୁଛି। ଆହତଙ୍କୁ ଆଶୁଆରୋଗ୍ୟ କାମନା କରୁଛି। ସେହିପରି…

ଲୋକଙ୍କ ମଧ୍ୟରେ ଭୟ ଅଛି,ସେମାନେ ଆକ୍ରମଣର ଭୟ କରୁଛନ୍ତି: ଭାଜପା ସରକାରଙ୍କ ବିରୋଧରେ ପିଟ୍ରୋଡାଙ୍କ ଅଭିଯୋଗ…

ଓ୍ବାଶିଂଟନ,୩।୬ : ଆମେରିକାରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିଟ୍ରୋଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଶକ୍ତି ଏବଂ ଧନ କେବଳ ଅଳ୍ପ ଲୋକଙ୍କ ମଧ୍ୟରେ…

ଆତଙ୍କବାଦ ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ବ୍ରିକ୍ସ ଦେଶ ସମୁହ…

କେପଟାଉନ,୩।୬ : ଆତଙ୍କବାଦକୁ ଦମନ କରିବାକୁ ବ୍ରିକ୍ସ ଦେଶ ପ୍ରସ୍ତୁତ ଅଛନ୍ତି। ଆତଙ୍କବାଦ ବିରୋଧରେ ଯୁଦ୍ଧ ବିଷୟରେ ପାଞ୍ଚ ରାଷ୍ଟ୍ର ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲା ପାଇଁ ସେମାନେ ଶପଥ ନେଇଛନ୍ତି। ‘କେପ ଅଫ ଗୁଡ ହୋପ’…

ଯୁଦ୍ଧ ପରିସ୍ଥିତିକୁ ଏଡାଇବା ପାଇଁ ଚାଇନା ସହ ଆଲୋଚନା ଆବଶ୍ୟକ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ…

ସିଙ୍ଗାପୁର,୩।୬ : ସିଙ୍ଗାପୁରରେ ଶଙ୍ଗରି-ଲା ସଂଳାପ ପ୍ରତିରକ୍ଷା ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏବଂ ଚାଇନା ପ୍ରତିପକ୍ଷ ମନ୍ତ୍ରୀ ଲି ଶାଙ୍ଗଫୁ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ ଦୁଇ ନେତା ହାତ ମିଳାଇଥିଲେ କିନ୍ତୁ ଆମେରିକା ଏଥିରେ ସନ୍ତୁଷ୍ଟ…

ଯୁଦ୍ଧକ୍ଷେତ୍ରକୁ ଅସ୍ତ୍ର ପଠାଇବା ବନ୍ଦ କର: ଅନ୍ୟ ଦେଶକୁ ଚାଇନା ନିବେଦନ…

ବେଜିଂ,୩।୬ : ଚାଇନା ରାଷ୍ଟ୍ରଦୂତ ଲି ହୁଇ ଅନ୍ୟ ସରକାରଙ୍କୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକ୍ଷେତ୍ରକୁ ଅସ୍ତ୍ରଶସ୍ତ୍ର ପଠାଇବା ବନ୍ଦ କରିବାକୁ ଏବଂ ଶାନ୍ତି ଆଲୋଚନା କରିବାକୁ ନିବେଦନ କରିଛନ୍ତି। ୱାଶିଂଟନ ଏବଂ ଏହାର ଇଉରୋପୀୟ ସହଯୋଗୀମାନେ ରୁଷିଆକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri