ଅନ୍ତର୍ଜାତୀୟ

ମିତ୍ରତା ପାଇଁ ଆଗ୍ରହୀ ନୁହନ୍ତି ଦିଲ୍ଲୀ, ମୁମ୍ବାଇ ବାସିନ୍ଦା

(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ) ଓ୍ବାଶିଂଟନ୍‌,୧୪।୬: ବାହାର ଦେଶ ବା ରାଜ୍ୟକୁ କୌଣସି କାମରେ କିମ୍ବା ଭ୍ରମଣ ଉଦ୍ଦେଶ୍ୟରେ ଗଲେ ସେଠାକାର ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଜରୁରୀ। ନୂଆ ଜାଗା ସମ୍ପର୍କରେ ଜାଣିବା ଲାଗି ସେହି ସ୍ଥାନର ଲୋକ ହିଁ…

ଚାଇନା ମୁହାଁ ଜାପାନୀ ବୈଜ୍ଞାନିକ..

ଟୋକିଓ,୧୩।୬ : ବହୁ ସଂଖ୍ୟକ ଜାପାନୀ ବୈଜ୍ଞାନିକ ଏବଂ ଗବେଷକ ଏବେ ଚାକିରି ପାଇଁ ଚାଇନାର ବିଶ୍ୱବିଦ୍ୟାଳୟ ଏବଂ ଲାବୋରେଟୋରୀରେ ଯୋଗ ଦେଉଛନ୍ତି। ପୂର୍ବରୁ ଚାଇନାରେ କେବଳ ଜାପାନୀ ଇଞ୍ଜିନିୟରମାନଙ୍କର ଚାହିଦା ରହିଥିଲା। କିନ୍ତୁ ବର୍ତ୍ତମାନ ଜ୍ୟୋତିର୍ବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି…

ବ୍ରିଟେନରେ କୋଭିଡ ପ୍ରସ୍ତୁତି ନେଇ ସାର୍ବଜନୀକ ଯାଞ୍ଚ୍‌, ପ୍ରତ୍ୟେକ ଆକ୍ରାନ୍ତ ପ୍ରମାଣ ସହ କହିବେ ନିଜ କାହାଣୀ…

ଲଣ୍ଡନ,୧୩।୬ : କୋଭିଡ-୧୯ ମହାମାରୀ ସମୟରେ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏକ ସାର୍ବଜନୀକ ଯାଞ୍ଚ୍‌ ମଙ୍ଗଳବାର ଲଣ୍ଡନରେ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଗତ ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ନିରପେକ୍ଷ ତଦନ୍ତ ସ୍ଥାପନ କରିଥିଲେ। ପ୍ରମାଣର ଶୁଣାଣି…

ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିବା ପାଇଁ ଶ୍ରୀଲଙ୍କାରେ ବିବାଦ…

କଲମ୍ବୋ,୧୩।୬ : ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିବା ପାଇଁ ଶ୍ରୀଲଙ୍କାରେ ଏକ ବଡ଼ ବିବାଦ ଉପୁଜିଛି। ଏଥିପାଇଁ ଶ୍ରୀଲଙ୍କାର ରାନିଲ ବିକ୍ରମ ସିଙ୍ଘେ ସରକାର ଏକ ବିଲ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଶ୍ରୀଲଙ୍କା ସଂସଦରେ ମତଭେଦ ହେବାର ସଙ୍କେତ ରହିଛି। ବିଭିନ୍ନ…

ଆମେରିକାର ଡେନଭରରେ ବାସ୍କେଟବଲ୍‌ ବିଜୟ ଉତ୍ସବ ପାଳନବେଳେ ଗୁଳିକାଣ୍ଡ, ୧୦ଆହତ

ଓ୍ବାଶିଂଟନ୍‌,୧୩।୬: ଆମେରିକାର ଡେନଭରରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ୧୦ଜଣ ଆହତ ହୋଇଥିବା ପୋଲିସ କହିଛି। ଏଥି ମଧ୍ୟରୁ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। Alert: Officers are investigating a shooting…

କାଖୋଭକା ଡ୍ୟାମ୍‌ରେ ମିଳିଛି ହିଟଲର୍‌ ସୈନିକଙ୍କ ଖପୁରୀ ଓ ଅସ୍ତ୍ରଶସ୍ତ୍ର

କିଭ୍‌,୧୩।୬: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ସବୁଠାରୁ ବଡ ବନ୍ଧ ମଧ୍ୟରୁ କାଖୋଭକା ଡ୍ୟାମ ଧ୍ୱଂସ ହୋଇଯାଇଛି। ପାଣି ଶୁଖିବାବେଳେ ସେଠାରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କିଛି ଲୋକଙ୍କୁ ପୁରୁଣା ଅସ୍ତ୍ରଶସ୍ତ୍ର ଏବଂ ମଣିଷ ଖପୁରୀ ମାଟିରେ ପୋତି…

ଉତ୍ତର କୋରିଆରେ ଆତ୍ମହତ୍ୟା ଉପରେ ପ୍ରତିବନ୍ଧକ, ଦାରିଦ୍ର ଏବଂ ଅନାହାର କାରଣରୁ ଲୋକ କରୁଛନ୍ତି ଆତ୍ମହତ୍ୟା

ପ୍ୟୋଙ୍ଗୟାଙ୍ଗ,୧୩।୬: ଉତ୍ତର କୋରିଆରେ କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆତ୍ମହତ୍ୟାକୁ ଦେଶରେ ନିଷିଦ୍ଧ କରିଛନ୍ତି। ଏନେଇ ସେ ଏକ ଗୁପ୍ତ ଅଦେଶ ପାରି କରିଛନ୍ତି। ଆତ୍ମହତ୍ୟାକୁ…

ଆମେରିକାର କ୍ୱିଣ୍ଟାନା ସମୁଦ୍ର କୂଳରେ ମାଛ ମଡକ

ଓ୍ବାଶିଂଟନ୍‌,୧୩।୬: ବିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ସଙ୍କଟାପୂର୍ଣ୍ଣ କରିସ୍ଥିତି ଦେଇ ଗତି କରୁଛି। ବିଶ୍ୱତ୍ତାପନ ଧୀରେ ଧୀରେ ବଢିବାରେ ଲାଗିଛି। ତେବେ ଏହାର ପ୍ରଭାବ ପଡିଛି ଜଳଜୀବଙ୍କ ମଧ୍ୟରେ। ଆମେରିକା ଟେକ୍ସାସରେ ଲକ୍ଷ ଲକ୍ଷ ମାଛ କ୍ୱିଣ୍ଟାନା ସମୁଦ୍ର କୂଳରେ ମରି…

ମମତା ବାନାର୍ଜୀଙ୍କୁ ୬୦୦ କିଲୋଗ୍ରାମ ଆମ୍ବ ଉପହାର ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

କୋଲକାତା/ଢାକା, ୧୩।୬: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପହାର ସ୍ବରୂପ ୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। କୂଟନୈତିକ ପ୍ରୟାସର ଅଧୀନରେ ମମତା ବାନାର୍ଜୀଙ୍କୁ ହିମସାଗର ଏବଂ ଲଙ୍ଗଡା କିସମର…

ଶେଷ ହେବାରେ ଲାଗିଛି ମଣିଷ ମନରୁ ଦୟା, ସଚ୍ଚୋଟ ପଣିଆ, ଅନ୍ୟପ୍ରତି ସମ୍ମାନ: ସର୍ଭେ ରିପୋର୍ଟ…

ଓ୍ବାଶିଂଟନ,୧୩।୬ : ସମ୍ପ୍ରତି ସମଗ୍ର ବିଶ୍ୱରେ ସାଧାରଣ ଲୋକଙ୍କ ମନରୁ ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନର ଭାବନା, ସଚ୍ଚୋଟତା ଇତ୍ୟାଦି ଗୁଣ ଲୋପ ପାଇବାକୁ ଯାଉଛି। କିନ୍ତୁ ମନୋବିଜ୍ଞାନୀମାନେ ଯୁକ୍ତି କରନ୍ତି ଏଭଳି ମତ କେବଳ ଏକ ସ୍ବଭାବଗତ ତ୍ରୁଟି। ବିଶେଷଜ୍ଞମାନେ…

ବିସିସି ଡକ୍ୟୁମେଣ୍ଟାରୀ ବିବାଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ମାନବାଧିକାର ସଂଗଠନ କଲା ଏହି ଘୋଷଣା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଜୁନ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ବିସିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି ପ୍ରଶ୍ନ’ ପୁଣି ଥରେ ସାମ୍ନାକୁ ଆସିଛି। ଆମେରିକାର ଦୁଇଟି ମାନବାଧିକାର ସଂଗଠନ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ଘୋଷଣା କରିଛନ୍ତି। ରିପୋର୍ଟ…

ପାକିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ

ଇସଲାମାବାଦ,୧୩।୬: ପାକିସ୍ତାନର ଇସଲାମାବାଦ, ଲାହୋର, ପେଶୱାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ବୋଲି କୁହାଯାଉଛି। ଏହି ଭୂକମ୍ପ ଶକ୍ତିଶାଳୀ ଥିଲା ଯେ ଭୟରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri