ସ୍ପେସଏକ୍ସ ଏକ୍ସ-୨ ମିଶନ: ପ୍ରଥମ ସୌଦି ମହିଳା ରୟନା ବରନାଓ୍ବି ମହାକାଶରୁ ଫେରିଲେ…
ଦୁବାଇ,୧।୬ : ଫ୍ଲୋରିଡା ଠାରୁ ଆରମ୍ଭ ହୋଇଥିବା ଆକ୍ସିୟମ ସ୍ପେସ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ)ର ଏକ ବ୍ୟକ୍ତିଗତ ମିଶନ ଏକ୍ସ-୨ରେ ପ୍ରଥମ ସୌଦି ମହିଳାଙ୍କ ଚାଳକ ଦଳରେ ମହାକାଶକୁ ଯାତ୍ରା କରିଥିଲେ। ତାଙ୍କ ସମେତ ଦୁଇ...
ଡେନ୍ମାର୍କ ପ୍ରଧାନମନ୍ତ୍ରୀଙ୍କ ସ୍ପିଚ୍ ରାଇଟର ପାଲଟିଲା ଚାଟ୍ଜିପିଟି
କୋପେନ୍ହାଗେନ,୧ା୬: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ଏବେ ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍ସେନ୍ଙ୍କ ସ୍ପିଚ୍ ରାଇଟର ପାଲଟିଛି। ମେଟ୍ଟେ ବୁଧବାର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ଚାଟ୍ଜିପିଟି ଦ୍ୱାରା ଲିଖିତ ଭାଷଣର ଅଂଶକୁ ପଢ଼ି ଶୁଣାଇଛନ୍ତି। ସେ କହିଛନ୍ତି, ଗତ...
ବିରୋଧୀ ଏକଜୁଟ ହେଲେ ଭାଜପା ହାରିବ
ସାଣ୍ଟା କ୍ଲାରା,୧ା୬: ବିରୋଧୀ ଦଳଗୁଡ଼ିକ ଉପଯୁକ୍ତ ଭାବେ ଏକଜୁଟ ହେଲେ ଭାଜପାକୁ ହରାଇବା ସମ୍ଭବ। କଂଗ୍ରେସ ଏହି ଦିଗରେ କାର୍ଯ୍ୟ କରୁଛି। ଏହା ଭଲ ଭାବେ ଚାଲିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାର ସାଣ୍ଟାକ୍ରୁଜ୍ରେ କହିଛନ୍ତି। କର୍ନାଟକ...
କବିତା ଲେଖୁଛି ରୋବୋ
ଲଣ୍ଡନ୍,୧ା୬: ଆମେକା ରୋବୋ ଫରାସୀ ଓ ଚାଇନିଜ୍ ସମେତ ଅନ୍ୟ ଅନେକ ଭାଷା କହିପାରେ, ନିର୍ଦ୍ୱନ୍ଦ୍ୱରେ କବିତା ଲେଖିପାରେ। ଏପରି କି ତାକୁ ଅନୁରୋଧ କଲେ ବିରାଡ଼ିର ଚିତ୍ର ମଧ୍ୟ ଆଙ୍କିପାରେ। ତାକୁ ହସିବାକୁ କହିଲେ ତା’ ରବର ନିର୍ମିତ...
ୟୁକ୍ରେନ୍ର ଶେଷ ଯୁଦ୍ଧଜାହାଜ ଧ୍ୱସ୍ତ କରିଥିବା ଦାବି କଲା ରୁଷିଆ
ମସ୍କୋ,୩୧ା୫: ୟୁକ୍ରେନ୍ ନୌସେନାର ଶେଷ ଯୁଦ୍ଧଜାହାଜ ୟୁରି ଓଲେଫାୟାରେଙ୍କୋକୁ ରୁଷିଆ ଧ୍ୱସ୍ତ କରିଦେଇଥିବା ଦାବି କରିଛି। ଗତ ୨୯ରେ ଓଡେସାର ଦକ୍ଷିଣ ଭାଗରେ ଏହି ଯୁଦ୍ଧଜାହାଜ ଥିବାବେଳେ ରୁଷୀୟ ବାୟୁସେନା ଏହାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା ବୋଲି...
‘ଗ୍ଲୋବାଲ୍ ଟାଇମ୍ସ’ରେ ନୂଆ ସଂସଦ ଭବନକୁ ପ୍ରଶଂସା କଲା ଚାଇନା, ଗୁଲାମିର ପ୍ରତୀକକୁ ଅତୀତକୁ ଛାଡିଛି ଭାରତ
ବେଜିଙ୍ଗ,୩୧।୫: ନୂଆ ସଂସଦ ଭବନକୁ ପ୍ରଶଂସା କରିଛି ଚାଇନା। ଚାଇନା ସରକାରଙ୍କ ସରକାରୀ ମୁଖପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ରେ ଏନେଇ ଏକ ସମ୍ପାଦକୀୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ନୂଆ ସଂସଦ ଭବନକୁ ଉଦ୍ଘାଟନ କରି ଭାରତ ଦାସତ୍ୱର ପ୍ରତୀକକୁ ଅତୀତରେ...
ପୂର୍ବ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ: ୫ ପାଲେଷ୍ଟାଇନ ଆତଙ୍କବାଦୀ ନିହତ, ୧୦ ଆହତ
ସିରିଆ,୩୧ା୫: ବୁଧବାର ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୫ ଜଣ ପାଲେଷ୍ଟାଇନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଗୋଷ୍ଠୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଲିବରେସନ୍ ଅଫ୍ ପାଲେଷ୍ଟାଇନ-ଜେନେରାଲ କମାଣ୍ଡର ଅନଓ୍ବର୍ ରାଜା କହିଛନ୍ତି, ଇସ୍ରାଏଲ...
ପାକିସ୍ତାନୀ ବିମାନକୁ ଜବତ କଲା ମାଲେସିଆ, ଲିଜ୍ ଟଙ୍କା ନ ଦେବାରୁ ବନ୍ଧା ପଡିଲା…
ଇସଲାମବାଦ୍,୩୧।୫: ଆର୍ଥିକ ମାନ୍ଦାବାସ୍ଥା ଦେଇ ଗତି କରୁଛି ପାକିସ୍ତାନ। ତେବେ ଏମଧ୍ୟରେ ପାକିସ୍ତାନକୁ ପୁଣି ଆନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡିଛିି। ମାଲେସିଆ ପାକିସ୍ତାନର ସରକାରୀ କମ୍ପାନୀ ପିଆଇଏର ଏକ ବିମାନ ଜବତ କରିଛି। ପାକିସ୍ତାନର ଏକ ନ୍ୟୁଜ ୱେବସାଇଟ...
ଚାଇନାରେ ମସଜିଦ ଭାଙ୍ଗିବା ନେଇ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ, ଭିଡିଓ ଭାଇରାଲ
ବେଜିଙ୍ଗ,୩୧।୫: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପରେ ଦେଶବାସୀଙ୍କ ଆକ୍ରୋଶ ବଢିବାରେ ଲାଗିଛି। ପୂର୍ବରୁ କରୋନା ପାଇଁ ଦେଶରେ ଲାଗୁ ହୋଇଥିବା କଠୋର ଆଇନ୍କୁ ଲୋକେ ବିରୋଧ କରିଥିଲେ। ବର୍ତ୍ତମାନ ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଏକ ମସଜିଦ ଭାଙ୍ଗିବା...
ବିୟୁଟି କଣ୍ଟେଷ୍ଟରେ ବିଜେତାଙ୍କ ମୁକୁଟ ଛଡ଼ାଇ ନେଇ ଭାଙ୍ଗିଦେଲେ ହାରିଥିବା ମହିଳାଙ୍କ ସ୍ବାମୀ: ଭିଡ଼ିଓ ଭାଇରାଲ…
ବ୍ରାସିଲିଆ,୩୧।୫ : ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବାର ଏକ ଉଦାହରଣ ବ୍ରାଜିଲରେ ଦେଖିପାକୁ ମିଳିଛି। ଏକ ବିୟୁଟି କଣ୍ଟେଷ୍ଟରେ, ଯେତେବେଳେ ସ୍ତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କଲେ ସ୍ବାମୀ ଏହାକୁ ସହି ପାରିଲେ ନାହିଁ ଏବଂ ସେ ମଞ୍ଚ...
ସ୍ବିଡେନ ଉପକୂଳରେ ରୁଷିଆର ଗୁପ୍ତଚର ତିମି…
ଷ୍ଟକହୋମ,୩୧।୫ : ନରୱେ ପରେ ସ୍ବିଡେନ ଉପକୂଳରେ ଗୁପ୍ତଚର ତିମି ହ୍ବାଲଡିମିର୍ (ବେଲୁଗା) ଦେଖିବାକୁ ମିଳିଛି। ରୁଷିଆର ନୌସେନା ଦ୍ୱାରା ଗୁପ୍ତଚର ଭାବରେ ତାଲିମ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଏଭଳି ତିମି ୨୦୧୯ ରେ ନରୱେରେ...
କାମ ଦେଲା ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ: ଖଲିସ୍ତାନ ସମର୍ଥକଙ୍କୁ ଟଝକା, ଜନମତ ସଂଗ୍ରହ ଅଭିଯାନ ରଦ୍ଦ…
ସିଡନୀ,୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ କାମ ଦେଇଛି। ଅଷ୍ଟ୍ରେଲିଆ ଗସ୍ତ ସିଡନୀ ମେସନିକ ସେଣ୍ଟର (ଏସଏମସି) ବିବାଦୀୟ ସଂଗଠନ ଶିଖ ଫର ଜଷ୍ଟିସ ଯୋଜନାକୁ ବିଫଳ କରିଛି। ସିଡନୀରେ ଏକ ପ୍ରସ୍ତାବିତ ସଂଗଠନ ଉପନିର୍ବାଚନ ପାଇଁ...
Archives


