ଅନ୍ତର୍ଜାତୀୟ

ଡରୁଛନ୍ତି ପୁଟିନ: ଜେଲନସ୍କି

କ୍ୱିଭ,୨୫।୬: ରୁଷିଆରେ ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଭ୍ଲାଦିମିର ପୁଟିନଙ୍କ ନେତୃତ୍ୱରେ ରୁଷ ସରକାର ବିରୋଧରେ ଏକ ଆକ୍ରମଣ ଉଦ୍ୟମ କରିଥିଲେ ଯାହା ସମଗ୍ର ରୁଷିଆରେ ଆତଙ୍କ ସୃଷ୍ଟି କରିଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୱାଗନର୍‌…

ବକରି-ଇଦରେ ଖାଲି ପଡିଛି ଆଫଗାନିସ୍ତାନରେ କପଡା ଦୋକାନ

କାବୁଲ,୨୫।୬: ଆଫଗାନିସ୍ତାନରେ ବକରି-ଇଦରେ ସହର ବଜାର ଯେମିତି ଶୂନଶାନ ଲାଗୁଛି। ଟେଲର ଏବଂ କପଡା ବିକ୍ରେତାଙ୍କ ଦୋକାନ ବି ଖାଲି ପଡିଛି, ଏହା ଫଳରେ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହୋଇଛି। ଆଫଗାନିସ୍ତାନ ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ…

ହଂକଂରୁ ଲସ ଆଞ୍ଜେଲସ ଯାଉଥିବା ବିମାନର ଟାୟାର ଫାଟିଲା, ୧୧ଆହତ

ହଂକଂ,୨୫।୬: ହଂକଂର କ୍ୟାଥେ ପ୍ୟାସିଫିକ ବିମାନ ସିଏକ୍ସ୮୮୦ରେ ଯାନ୍ତ୍ରିତ ତ୍ରୁଟି ଦେଖା ଦେବାରୁ ଶନିବାର ସକାଳେ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଟେକଅପ କରିବା ପୂର୍ବରୁ ଅଟକାଇ ଦିଆଯାଇଥିଲା। ଜରୁରୀକାଳୀନ ସ୍ଥାନାନ୍ତର ଯୋଗୁ ୧୧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,…

ବିଦ୍ୟୁତ୍‌ରେ ଚାଲିବ ବିମାନ

ଓ୍ବାଶିଂଟନ୍‌,୨୫।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ ବୈଦ୍ୟୁତିକ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହା ବୈଦ୍ୟୁତିକ ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ଉପଲବ୍ଧି ହେବ ବୋଲି ଆଶା କରାଯାଉଛି। ୨୦୫୦ ସୁଦ୍ଧା ଆମେରିକା ଶୂନ୍ୟ ସବୁଜଗୃହ ବାଷ୍ପ…

ମୋଦି-ମୋଦି ସ୍ଲୋଗାନରେ କମ୍ପିଲା ଇଜିପ୍ଟ, ବଲିଉଡ୍‌ ଗୀତ ଗାଇ ଜଣାଇଲେ ସ୍ବାଗତ

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇଦିନିଆ ବିଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୋଲି ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏହା…

ଭାରତ-ବ୍ରିଟେନ ସମ୍ପର୍କରୁ ଲାଭ ନିଅନ୍ତୁ ସୁନକ: ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ…

ଲଣ୍ଡନ,୨୪।୬ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପପ୍ରଧାନ ମନ୍ତ୍ରୀ ଡୋମିନିକ ରାଏବ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭାରତ ସହ ନୂତନ ବାଣିଜ୍ୟ ଏବଂ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହି…

କାଇରୋରେ ପହଞ୍ଚିଲେ ମୋଦି

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କାଇରୋରେ ପହଞ୍ଚିଛନ୍ତି। ମୋଦି ଦୁଇ ଦିନିଆ ଗସ୍ତରେ ଯାଇ ଇଜିପ୍ଟର ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ ଏବଂ ରାଷ୍ଟ୍ରପତି ଏଲ୍‌-ସିସିଙ୍କୁ ମଧ୍ୟ ଭେଟିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ…

ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ଦେଶଦ୍ରୋହ ମାମଲାକୁ ସ୍ଥଗିତ ରଖିଲେ କୋର୍ଟ

ଇସଲାମାବାଦ,୨୪ା୬: ଇସଲାମାବାଦର ଏକ ଜିଲା ତଥା ଅଧିବେଶନ କୋର୍ଟ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କ ଦେଶଦ୍ରୋହ ମାମଲାରେ ଶୁଣାଣି ସ୍ଥଗିତ ରଖିଛନ୍ତି। ଜଜ ଫଓ୍ବାଦଙ୍କ ଛାଡ଼ ଆବେଦନକୁ ଗ୍ରହଣ କରି ତାଙ୍କୁ ଜୁଲାଇ ୪ରେ କୋର୍ଟରେ ହାଜର…

ଭୁଲ ନେଇ ପଶ୍ଚାତାପ କଲା ଓ୍ବାଗନର ଗ୍ରୁପ୍‌, ଫେରିବାକୁ ଅପିଲ କଲା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ…

ମସ୍କୋ,୨୪।୬ : ଏକ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ଯୁଦ୍ଧରେ ରୁଷିଆ ପାଇଁ ଢାଲ ଭାବରେ କାର୍ଯ୍ୟ କରୁଥିବା ୱାଗନର୍‌ ଗ୍ରୁପ ରୁଷିଆ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି। ପିଏମସି ୱାଗନର୍‌ ଭାବରେ ଜଣାଶୁଣା ଏହି ଗୋଷ୍ଠୀ ପ୍ରଥମେ ପୂର୍ବ…

ମୃତ୍ୟୁର ଟିକଟ ଦାମ ୨ କୋଟି: ବିପଦପୂର୍ଣ୍ଣ ଯାତ୍ରା ପାଇଁ କିଣିଥିଲେ ୫ ବିଲୟନେୟାର…

ଓ୍ବାଶିଂଟନ,୨୪।୬ : ୧୯୧୨ ମସିହାରେ, ଟାଇଟାନିକ ଜାହାଜ ଏକ ବରଫ ସହିତ ମୁହାଁମୁହିଁ ହୋଇ ସମୁଦ୍ରର ଗଭୀରତାରେ ବୁଡ଼ିଯାଇଥିଲା। ୧୨୧ ବର୍ଷ ପୂର୍ବେ ଘଟିଥିବା ଏହି ଦୁର୍ଘଟଣାରେ, ଟାଇଟାନିକ ଜାହାଜ ଦେଖିବାକୁ ଯାଇଥିବା ବୁଡ଼ାଜାହାଜର ମଧ୍ୟ ସମାନ ପରିସ୍ଥିତି ଘଟିଛି। ଏହି…

ଭାରତ ଫେରିବ ୧୦୦ ଭାରତୀୟ କଳାକୃତି, ବାଇଡେନ ପ୍ରଶାସନଙ୍କ ନିଷ୍ପତ୍ତି…

ଓ୍ବାଶିଂଟନ,୨୪।୬ : ୱାଶିଂଟନର ରୋନାଲ୍ଡ ରେଗାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂଳ ଭାରତୀୟଙ୍କୁ ସମ୍ବୋଧିତ କରି କହିଛନ୍ତି ଭାରତରୁ ଚୋରି ହୋଇଥିବା ୧୦୦ ଟି କଳାକୃତି ଫେରସ୍ତ ପାଇଁ ଆମେରିକା ସରକାରଙ୍କ ନିଷ୍ପତ୍ତି ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।…

ବିଶ୍ୱାସଘାତ କରିଛି ଓ୍ବାଗନର ଗ୍ରୁପ୍‌, ଦିଆଯିବ ଉଚିତ ଜବାବ: ପୁଟିନଙ୍କ ଚେତାବନୀ…

ମସ୍କୋ,୨୪।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଯୁଦ୍ଧରେ ଅଣାଯାଇଥିବା ଭଡା ସୈନିକ ୱାଗନର୍‌ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଦେଶର ନେତୃତ୍ୱକୁ ହଟାଇବାକୁ ଧମକ ଦେଇଛନ୍ତି। ୱାଗନର୍‌ ଗ୍ରୁପର ଯୋଦ୍ଧାମାନେ ରାଜଧାନୀ ମସ୍କୋ ଆଡକୁ ଯାଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri