ମରୁଭୂମିରେ ୧୧କିଲୋମିଟର ଗଭିର ଗାତ ଖୋଳୁଛି ଚାଇନା, ଗଭିରତା ମାଉଣ୍ଟ ଏଭରେଷ୍ଟର ଉଚ୍ଚତାଠାରୁ ଅଧିକ
ବେଜିଂ,୯।୬: ଚାଇନା ଏହାର ଏକ ମହତ୍ୱାକାଂକ୍ଷି ପରିଯୋଜନା ଉପରେ କାର୍ଯ୍ୟ କରୁଛି। ସେ ଗତ ସପ୍ତାହରୁ ନିଜର ଉତ୍ତର-ପଶ୍ଚିମ ରାଜ୍ୟ ସିଙ୍କୟାଙ୍ଗର ଟକଲାମକାନ ମରୁଭୂମିରେ ୧୧ କିଲୋମିଟରରୁ ଅଧିକ ଗଭୀରରେ ଏକ ଗାତ ଖୋଳୁଛନ୍ତି। ପ୍ରଶ୍ନ ହେଉଛି, ଚାଇନା ଏଭରେଷ୍ଟ...
ମହାକାଶ ଯାତ୍ରା ଦ୍ୱାରା ମସ୍ତିଷ୍କ ଉପରେ ପଡୁଛି କୁପ୍ରଭାବ, ବଢୁଛି କ୍ୟାନସର ହେବାର ଆଶଙ୍କା
ଓ୍ବାଶିଂଟନ,୯।୬: ମହାକାଶକୁ ଯାତ୍ରା କରିବା ମାନବ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଥିରେ ମାଇକ୍ରୋଗ୍ରାଭିଟିର ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଆମ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆମ ଶରୀରକୁ କ୍ଷତି ପହଞ୍ଚାଉଛି । ସବୁଠୁ ବଡ ଚିନ୍ତା ମୁଣ୍ଡକୁ...
ଆଉ ଏକ ମାମଲାରେ ଫସିଲେ ଡୋନାଲ୍ଡ ଟ୍ରମ୍ଫ
ଓ୍ବାଶିଂଟନ,୯।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଗୋପନୀୟ ଡକ୍ୟୁମେଣ୍ଟ ସହ ଜଡିତ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ରହିଛି ଏବଂ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇପାରେ। ଟ୍ରମ୍ଫ ତାଙ୍କ ଅଧ୍ୟକ୍ଷତାରେ ତାଙ୍କ ସହିତ...
ବାପା ରାଷ୍ଟ୍ରପତି, ପୁଅ ନିଶାଡ଼ି
ଓ୍ବାଶିଂଟନ,୯ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନଙ୍କ ଲାପଟପରୁ ପ୍ରାୟ ୯୦୦୦ ଫଟୋ ଲିକ୍ ହୋଇଛି। ଏଥିରେ ହଣ୍ଟର୍ ବିଡେନ ଡ୍ରଗ୍ସ ନେଉଥିବା, ଗଣିକାମାନଙ୍କ ସହିତ ନଗ୍ନ ଏବଂ ପରିବାର ସହିତ ମଜା କରିବାର ଫଟୋ ମଧ୍ୟ...
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନୂଆ ମାନଦଣ୍ଡ ସୃଷ୍ଟି କରିବ: ପେଣ୍ଟାଗନ ଅଧିକାରୀ
ନୂଆଦିଲ୍ଲୀ/ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତରୁ ଭାରତ ଏବଂ ଆମେରିକାର ଲୋକମାନେ ବହୁତ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କରେ ନୂଆ ମାନଦଣ୍ଡ ସୃଷ୍ଟି କରିବ...
ରାଷ୍ଟ୍ରପତି ବାଇଡେନଙ୍କ ବଡ ଘୋଷଣା, ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ୟୁକ୍ରେନକୁ ଦେବେ ସେନା ସହାୟତା
ଓ୍ବାଶିଂଟନ,୯।୬: ରୁଷିଆ ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। ହେଲେ ଉଭୟ ଦେଶ ପଛକୁ ହଟିବାକୁ ରାଜି ନୁହଁନ୍ତି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶ୍ଚର୍ଯ୍ୟ କଲା ଭଳି ଏକ ଘୋଷଣା କରିଛନ୍ତି। ବାଇଡେନ କହିଛନ୍ତି,...
ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୧୫ ମୃତ, ୫୦ ଆହତ
କାବୁଲ,୯।୬: ଆଫଗାନିସ୍ତାନର ବଦଖଶାନ ପ୍ରଦେଶର ପୂର୍ବତନ ଡେପୁଟି ଗଭର୍ଣ୍ଣର(କାର୍ଯ୍ୟକାରୀ ରାଜ୍ୟପାଳ)ଙ୍କ ଅନ୍ତିମ ସଂସ୍କାର ସମୟରେ ବିସ୍ଫୋରଣ ଘଟି ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୫୦ ଜଣ ଆହତ ହୋଇଛନ୍ତି। ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର...
ତାଇୱାନର ପ୍ରତିରକ୍ଷା ଜୋନ୍ରେ ପ୍ରବେଶ କଲା ଚାଇନାର ୩୭ ଯୁଦ୍ଧ ବିମାନ, ୨ ଦେଶ ମଧ୍ୟରେ ବଢିପାରେ ତିକ୍ତତା
ତାଇପେଇ, ୯।୬: ଚାଇନା ପୁଣି ଥରେ ତାଇୱାନର ବାୟୁ ପ୍ରତିରକ୍ଷା ଜୋନ୍ରେ ପ୍ରବେଶ କରିବା ନେଇ ୨ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି। ଗୁରୁବାର ୬ ଘଣ୍ଟା ମଧ୍ୟରେ ୩୦ରୁ ଅଧିକ ଚାଇନାର ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା...
୭୦୦ ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ବହିଷ୍କୃତ ହେବେନି
ଟରଣ୍ଟୋ, ୯ା୬: ଜାଲ୍ କଲେଜ ନାମଲେଖା ପତ୍ର ଦେଖାଇ କାନାଡାରେ ପ୍ରବେଶ କରିଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଦେଶାନ୍ତର ନ କରିବାକୁ କାନାଡା ପାର୍ଲାମେଣ୍ଟ କମିଟି ନିଷ୍ପତ୍ତି ନେଇଛି। ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର। ସେମାନେ ସେଠାର...
୪ ପିଲାଙ୍କୁ ଛୁରାମାଡ଼
ପ୍ୟାରିସ୍,୯ା୬ : ଫ୍ରାନ୍ସର ଆନ୍ନେସି ସହରରେ ଜଣେ ବ୍ୟକ୍ତିଙ୍କ ଛୁରାମାଡ଼ରେ ୪ ଛୋଟପିଲାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଛୁରାମାଡ଼ କରିବା ପରେ ଦୌଡ଼ି ପଳାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୬ ସେକେଣ୍ଡର...
କାନାଡା ବନାଗ୍ନିରେ ୧୦ କୋଟି ପ୍ରଭାବିତ
ଅଟାଓ୍ବା/ନ୍ୟୁୟର୍କ,୯ା୬: କାନାଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାନାଡା ଓ ଆମେରିକାର ଅନୂ୍ୟନ ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୩.୮ ନିୟୁତ ହେକ୍ଟରରୁ ଊର୍ଦ୍ଧ୍ୱ ଅଞ୍ଚଳ(ନ୍ୟୁଜର୍ସି ଆକୃତିର ପ୍ରାୟ ଦୁଇଗୁଣା)କୁ ନିଅଁା ମାଡ଼ିଥିବା କାନାଡିଆନ୍ ନ୍ୟାଶନାଲ ଫାୟାର...
ଇନ୍ଦିରା ହତ୍ୟାକାଣ୍ଡକୁ ନେଇ କାନାଡାରେ ଉତ୍ସବ
ନୂଆଦିଲ୍ଲୀ,୯ା୬: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡକୁ ନେଇ କାନାଡ଼ାରେ ଉତ୍ସବ ମନାଇବା ଘଟଣାକୁ ନୂଆଦିଲ୍ଲୀ କଡ଼ା ନିନ୍ଦା କରିଛି। କାନାଡ଼ାରେ ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀ ଓ ହିଂସାକୁ ସମର୍ଥନ କରୁଥିବା ଭାରତ ବିରୋଧୀ ତତ୍ତ୍ୱଙ୍କୁ ସ୍ଥାନ ଦିଆଯାଉଛି। ଏହା...
Archives


