ଅନ୍ତର୍ଜାତୀୟ

ପାଇପଲାଇନ୍‌ କାମକୁ ଶୀଘ୍ର ଶେଷ କରିବାକୁ ପାକିସ୍ତାନକୁ ଅନୁରୋଧ କଲା ଇରାନ, ଓ୍ବାଶିଂଟନ୍‌ର ବିରୋଧ

ଇସଲାମବାଦ,୪।୮: ପାକିସ୍ତାନ ନିଜ ଅଂଶର ଗ୍ୟାସ ପାଇପ୍‌ ଲାଇନ୍‌ କାମ ଶୀଘ୍ର ଶେଷ କରୁ ବୋଲି ନିଜ ମତ ପ୍ରକାଶ କରିଛି ଇରାନ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ମଲ୍ଟି ବିଲିୟନ ଡଲାର ପ୍ରକଳ୍ପ ୨୦୧୪…

ହାର୍ଟ ଇମୋଜି ମନା, ବ୍ୟବହାର କଲେ ହେବ ୨-୫ ବର୍ଷ ଜେଲ ଦଣ୍ଡ!

ରିୟାଦ,୪।୮: ଆଜିକାଲି ସୋସିଆଲ ମିଡିଆରେ ଲୋକେ ନିଜ ସାଙ୍ଗସାଥି ଓ ସମ୍ପର୍କିୟଙ୍କ ସହ କଥା ହେବା ସମୟରେ ଅଧିକାଂଶ ସମୟରେ ନିଜର ଭାବନା ବ୍ୟକ୍ତ କରିବାକୁ ଇମୋଜି ବ୍ୟବହାର କରି ଥାଆନ୍ତି। ଚାଟିଂ ସମୟରେ, ଇମୋଜି ମାଧ୍ୟମରେ ନିଜକୁ ପ୍ରକାଶ କରିବା…

ଘରକୁ ଫେରିଲେ ଜଳୁଥିବା ଜାହାଜରୁ ଉଦ୍ଧାର ହୋଇଥିବା ଭାରତୀୟ ଚାଳକ ଦଳର ୨୦ ଆହତ ସଦସ୍ୟ, ଫେରୁଛି ନାବିକଙ୍କ ମୃତ ଦେହ

ଲଣ୍ଡନ,୪।୮: ନେଦରଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୩,୮୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବ୍ୟାପକ ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇଥିବା ୨୦ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଘରକୁ ଫେରିଥିବାବେଳେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ନାବିକଙ୍କ…

କୃଷ୍ଣ ସାଗରରେ ଶସ୍ୟ ରପ୍ତାନୀ ଜାରି ରଖିବାକୁ ଜାତିସଂଘର ଉଦ୍ୟମ, ଭାରତ କଲା ସମର୍ଥନ

ଜାତିସଂଘ,୪।୮: ଋଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିରୁ ଓହରିବା ପରେ ଭାରତ ସରକାର ଏକ ଘୋଷଣାନାମା ଜାରି କରି ଭାରତରୁ ଅଣ-ବାସୁମତୀ ଧଳା ଚାଉଳ ରପ୍ତାନୀରେ ନିଷେଧାଦେଶ ଜାରି କରିଛନ୍ତି। ଯାହାକୁ ନେଇ ଆର୍ନ୍ତଜାତୀୟ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ…

ମୁଁ ରାଜନୈତିକ ନିର୍ଯାତନାର ଶିକାର: ଟ୍ରମ୍ପ

ଓ୍ବାଶିଂଟନ,୪।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ନିର୍ବାଚନରେ ହାରିବା ସତ୍ତ୍ୱେ କ୍ଷମତାରେ ରହିବାକୁ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ୱାଶିଂଟନ ଡିସି କୋର୍ଟରେ ଏକ ଶୁଣାଣି ହୋଇଥିଛି। ଏହି ସମୟରେ ଟ୍ରମ୍ପ ନିଜକୁ ଭାରତୀୟ-ଆମେରିକୀୟ ବିଚାରପତିଙ୍କ ଆଗରେ ନିର୍ଦ୍ଦୋଷ…

କରୋନା ପରେ ଏବେ ଚାଇନାରେ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ

ବେଜିଂ,୪।୮: ତିନି ବର୍ଷରୁ ଅଧିକ ସମୟ ଧରି ସର୍ବଭାରତୀୟ ସ୍ତରରେ ଚାଲିଆସୁଥିବା କରୋନା ମହାମାରୀର ପ୍ରକୋପ ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ରିପୋର୍ଟରେ କୁହାଯାଇଛି ଯେ, କରୋନାର ଭାରିଏଣ୍ଟରେ ଏବେ ବି ମ୍ୟୁଟେଶନ ମଧ୍ୟ ଜାରି ରହିଛି, ଯେଉଁ କାରଣରୁ ନୂତନ…

ବଢିପାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସମସ୍ୟା

ଜେରୁଜେଲମ,୪।୮: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କର ଧାର୍ମିକ-ଜାତୀୟତାବାଦୀ ମିଳିତ ମଞ୍ଚ ଦ୍ୱାରା ନ୍ୟାୟିକ ସଂସ୍କାର ବିରୋଧରେ ପ୍ରଥମ ଆବେଦନ ଶୁଣାଣି ଆରମ୍ଭ ହୋଇଛି। ଏହି ମାମଲା ଘରୋଇ ସଙ୍କଟର ପରିସ୍ଥିତି ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଅର୍ଦ୍ଧ-ସାମ୍ବିଧାନିକ ‘ମୌଳିକ ଆଇନ’ରେ…

କଳା ଲୋକଙ୍କୁ ଶ୍ୱେତ ପୋଲିସର ନିର୍ଯାତନା

ଓ୍ବାଶିଂଟନ,୪ା୮: ଆମେରିକାର ଜଷ୍ଟିସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ମିସିସିପିର ୬ ଜଣ ଶ୍ୱେତ ପୋଲିସ ଗୁରୁବାର ଦୁଇ ନିରୀହ କଳା ଲୋକଙ୍କୁ ନିର୍ଯାତନା ଦେଇଥିବା ସ୍ବୀକାର କରିଛନ୍ତି। ପୋଲିସ କର୍ମଚାରୀମାନେ ଖେଳନା, ଟ୍ୟାସର ଏବଂ ଖଣ୍ଡା ବ୍ୟବହାର କରି ଏକ…

ରୁଷିଆ ଉପରେ ପୁଣି ୟୁକ୍ରେନର ଆକ୍ରମଣ

ମସ୍କୋ,୪ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ରୁଷିଆର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶୁକ୍ରବାର ସକାଳେ ନୋଭୋରୋସିଏସ୍କର କଳା ସାଗର ବନ୍ଦର ନିକଟରେ ବିସ୍ଫୋରଣ ଏବଂ ଗୁଳି ବିନିମୟ ଶୁଣିଥିବା ଶେୟାର କରିଛନ୍ତି। ଶେୟାରେ…

ମାତ୍ର ୨ ଦିନ ବିଦେଶରେ ବିତାଇଛନ୍ତି ଜିନପିଙ୍ଗ

ବେଜିଂ,୪।୮: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ନିଜ ଦେଶ ବାହାରେ ମାତ୍ର ଦୁଇ ଦିନ ବିତାଇଛନ୍ତି। କାରଣ ଆର୍ଥିକ ସମସ୍ୟାଠାରୁ ଆରମ୍ଭ କରି ଏକ ବିରଳ ରାଜନୈତିକ ଦୁର୍ନୀତି ପର୍ଯ୍ୟନ୍ତ ବଢୁଥିବା ଘରୋଇ ସମସ୍ୟା ପାଇଁ…

ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ

ଓ୍ବାଶିଂଟନ,୪।୮: ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ କରାଯାଇଛି। ଆମେରିକା ନ୍ୟାୟ ବିଭାଗ ଏହି ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ଯୁଦ୍ଧ ଜାହାଜ ପାଇଁ ମାନୁଆଲ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ, ରାଡାର ସିଷ୍ଟମ ପାଇଁ…

‘ମୁଁ ଦୋଷୀ ନୁହେଁ’

ଓ୍ବାଶିଂଟନ,୪।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ ଷଡଯନ୍ତ୍ର ମାମଲାର ଶୁଣାଣି ୱାଶିଂଟନ ଡିସି କୋର୍ଟରେ ହୋିଛି। ଶୁଣାଣି ସମୟରେ ଟ୍ରମ୍ପ ଅତି ନିମ୍ନ ସୱରରେ କୋର୍ଟରେ ନିଜର ନିର୍ଦ୍ଦୋଷ ବୋଲି କହିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri