ଅନ୍ତର୍ଜାତୀୟ

ଏସସିଓ ବୈଠକର ସଫଳ ଆୟୋଜନ ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ ପୁଟିନ

ମସ୍କୋ,୪।୭: ପ୍ରଧାନମନ୍ତ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନର (ଏସସିଓ) ବୈଠକକୁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରିଛନ୍ତି। ଏଥିରେ ଋଷର ରାଷ୍ଟ୍ରପତି ପୁଟିନ ଏବଂ ଚାଇନା ରାଷ୍ଟ୍ରପତିଙ୍କ ସମେତ ଅନେକ ଦେଶର ମୁଖ୍ୟ ଅଂଶଗ୍ରହଣ କରିଛନ୍ତି। ବୈଠକରେ ଋଷର ରାଷ୍ଟ୍ରପତି ପୁଟିନ ଏସସିଓ…

୬ ମାସରେ ଇରାନରେ ୩୫୪ଙ୍କୁ ଫାଶୀ…

ତେହେରାନ,୪।୭ : ଚଳିତ ବର୍ଷ ୬ ମାସ ମଧ୍ୟରେ ଇରାନରେ ୩୫୪ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ବର୍ଷ ତୁଳନାରେ ନରୱେ ସ୍ଥିତ ଇରାନ ମାନବ ଅଧିକାର ମଧ୍ୟ ଚଳିତ ବର୍ଷ ମୃତ୍ୟୁଦଣ୍ଡ ବୃଦ୍ଧି ସମ୍ପର୍କରେ ଚେତାବନୀ ଦେଇଛି। ମାନବ ଅଧିକାର…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନର ସମର୍ଥନ…

ଜେନେଭା,୪।୭ : ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣକୁ ବ୍ରିଟେନ ସମର୍ଥନ କରିଛି ଏବଂ କହିଛି ଜାତିସଂଘ ସୁରକ୍ଷା ପରିଷଦରେ ଭାରତ, ଜାପାନ, ଜର୍ମାନୀ, ବ୍ରାଜିଲ ଏବଂ ଆଫ୍ରିକୀୟ ଦେଶମାନଙ୍କୁ ସ୍ଥାୟୀ ଆସନ ଦିଆଯିବା ଉଚିତ। ବ୍ରିଟେନର ପ୍ରତିନିଧୀ କହିଛନ୍ତି ନୂଆ ସମୟରେ…

ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ପୁଣି ନେପାଳୀ କଂଗ୍ରେସ ପ୍ରତି ବିଶ୍ୱାସଘାତକତା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା…

କାଠମାଣ୍ଡୁ,୪।୭ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଦେଶର ସମସ୍ତ ପୂର୍ବତନ ମାଓବାଦୀ ବାହିନୀକୁ ଏକଜୁଟ କରିବାକୁ ଉଦ୍ୟମ ଚାଲିଛି। ଫଳରେ ଦହଲ ପୁଣି ନେପାଳୀ କଂଗ୍ରେସ ପ୍ରତି ବିଶ୍ୱାସଘାତକତା ପାଇଁ ପ୍ରସ୍ତୁତ…

ତାଇଓ୍ବାନ ଆକାଶ ମାର୍ଗ ସୀମାରେ ପ୍ରବେଶ କଲା ୮ ଚାଇନା ଯୁଦ୍ଧ ବିମାନ…

ବେଜିଂ/ତାଇପେ,୪।୭ : ଚାଇନା ଏହାର ଦାଦାଗିରି ଜାରି ରଖିଛି। ଏବେ ପୁଣି ଥରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର କେନ୍ଦ୍ର ରେଖା ଅତିକ୍ରମ କରିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନା ଗଣତାନ୍ତ୍ରିକ ଦ୍ୱୀପରେ ସାମରିକ ଚାପ ବଢ଼ାଇବା ଲାଗି…

ଜୟଶଙ୍କରଙ୍କ ଚେତାବନୀ ପରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ଆଶ୍ୱାସନା ଦେଲା କାନାଡା…

ଟରଣ୍ଟୋ,୪।୭ : ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ କୂଟନୀତିଜ୍ଞଙ୍କ ପୋଷ୍ଟର ଅନଲାଇନରେ ଶେୟାର କରିବା ପରେ କାନାଡା ଭାରତୀୟ ଅଧିକାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି। ଖାଲିସ୍ତାନୀ ସମର୍ଥକମାନେ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ଭାରତୀୟ କୂଟନୀତିଜ୍ଞଙ୍କ ନାମ ଅନ୍ତର୍ଭୁକ୍ତ ଥିଲା । ଭାରତୀୟ…

ସେନ ଫ୍ରାନ୍ସିସ୍କୋରେ ଭାରତୀୟ ଦୂତବାସ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ କରିବ ଏନଆଇଏ

ଓ୍ବାଶିଂଟନ୍‌,୪।୭: ଖଲିସ୍ତାନର ସମର୍ଥକମାନେ ପୁଣିଥରେ ଆମେରିକାର ସେନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତବାସ ଉପରେ ଆକ୍ରମଣ କରିଛନ୍ତି। ସୂଚନାନୁସାରେ, ଏନଆଇଏ ମଧ୍ୟ କିଛି ମାସ ପୂର୍ବରୁ ଦୂତାବାସ ସାମ୍ନାରେ ହୋଇଥିବା ଆକ୍ରମଣର ଯାଞ୍ଚ କରୁଛି। ସେହି ଆକ୍ରମଣରେ ଯେଉଁମାନେ ଜଡିତ…

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୪।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଭାବେ ଡ୍ରୋନ ଆକ୍ରମଣର ପ୍ରକ୍ରିୟା ଜାରି ରହିଛି। ଡ୍ରୋନ ମାଧ୍ୟମରେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି। ମଙ୍ଗଳବାର ମସ୍କୋ ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ…

ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି: ତୋସାଖାନା ମାମଲା ଗ୍ରହଣୀୟ ନୁହେଁ ବୋଲି କହିଲେ ହାଇକୋର୍ଟ

ଇସଲାମାବାଦ,୪।୭: ତୋସାଖାନା ଦୁର୍ନୀତି ମାମଲାରେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଏକ ବଡ଼ ଆସ୍ବସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ତୋସାଖାନା ମାମଲାକୁ ଗ୍ରହଣୀୟ ନୁହେଁ ବୋଲି ଘୋଷଣା କରି ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି। ଇସଲାମାବାଦ…

ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୪।୭: ତାଲିବାନ ଏକ ନୂତନ ଆଦେଶ ଜାରି କରି କରିଛି, ଯେଉଁଥିରେ କାବୁଲରେ ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଗୁଣବତ୍ତା ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଅକିଫ ମହାଜର ଟେଲୋ ନ୍ୟୁଜକୁ କହିଛନ୍ତି ଯେ, ଏକ ନୂତନ ଆଦେଶ…

ପାକିସ୍ତାନୀ ଜେଲରେ କେତେଜଣ ଭାରତୀୟ କଏଦୀ ବନ୍ଦୀ ଅଛନ୍ତି, ସରକାରୀ ରେକର୍ଡ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୪।୭: ପାକିସ୍ତାନୀ ଜେଲରେ ବର୍ତ୍ତମାନ ସମୁଦାୟ ୩୦୮ ଜଣ ଭାରତୀୟ କଏଦୀ ବନ୍ଦୀ ରହିଛନ୍ତି, ଯାହାର ସୂଚନା ପାକିସ୍ତାନ ନିଜେ ଭାରତକୁ ଦେଇଛି। ପ୍ରକୃତରେ, ଶନିବାର ସ୍ବାକ୍ଷରିତ ଦ୍ୱିପାକ୍ଷିକ ଚୁକ୍ତିନାମା ମଧ୍ୟରେ ପାକିସ୍ତାନ ଭାରତୀୟ ହାଇ କମିଶନଙ୍କୁ ଏକ ତାଲିକା ହସ୍ତାନ୍ତର…

କାବୁଲରେ ମହିଳାଙ୍କ ପାଇଁ ବିୟୁଟି ପାର୍ଲର ମନା, ଲାଇସେନ୍ସ ବି ରଦ୍ଦ

କାବୁଲ,୪।୭: ତାଲିବାନରେ ମହିଳାମାନଙ୍କ ପାଇଁ ଏକ ନୂଆ ଆଇନ ଲାଗୁ କରାଯାଇଛି। କାବୁଲ ସମେତ ସାରା ଦେଶର ମହିଳାମାନଙ୍କୁ ବିୟୁଟି ପାର୍ଲର ଯିବାରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଭାଇସ ଆଣ୍ଡ ସମାଚାର ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଆକିଫ ମହାଜର ଟୋଲେ ନ୍ୟୁଜକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri