ଅନ୍ତର୍ଜାତୀୟ

ପାକ୍‌ ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ରହିଛି ଇମ୍ରାନ୍‌ଙ୍କ ନାଁ

ଇସଲାମାବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ମୁଖ୍ୟ ଇମ୍ରାନ୍‌ ଖାନଙ୍କ ସମସ୍ୟା କମିବାର ନେଉନାହାଁନ୍ତି। ମେ’୯ରେ ପାକିସ୍ତାନରେ ଘଟିଥିବା ହିଂସାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେ ମୋଟ ୬ଟି ମାମଲାରେ ନାମାଙ୍କିତ କରାଯାଇଛି। ବିଶେଷ କଥା ହେଉଛି…

ତୋଶାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ଇମ୍ରାନ୍‌ଙ୍କୁ ମିଳିଲା ଗୋଟିଏ ଦିନ ଛୁଟି

ଇସଲାମାବାଦ,୬।୭: ପାକିସ୍ତାନର ଏକ କୋର୍ଟ ତୋଶାଖାନା ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଗୋଟିଏ ଦିନ ଛୁଟି ପ୍ରଦାନ କରିଛନ୍ତି। ଏହି ମାମଲା ପାଇଁ ଶୁକ୍ରବାର ତାଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇମ୍ରାନ୍‌ ଖାନ ଗୁରୁବାର…

ଭାରତ ଶାନ୍ତି ପାଇଁ ସମର୍ପିତ: ଏସ ଜୟଶଙ୍କର

ନୂଆଦିଲ୍ଲୀ,୬।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଜାଞ୍ଜିବର ଗସ୍ତରେ ଯାଇଛନ୍ତି। ଜାଞ୍ଜିବରରେ ଏସ ଜୟଙ୍କର ଆଇଏନଏସ ତ୍ରିଶୁଳ ଉପରେ ଆୟୋଜିତ ଡେକ ରିସେପଶନରେ ସାମିଲ ହୋଇଥିଲେ। ଏହି ସମୟରେ ଜାଞ୍ଜିବରର ରାଷ୍ଟ୍ରପତି ଡା. ହୁସେନ ଅଲି ବିନି ବି…

ପୁଣି ଅଡୁଆରେ ଇମ୍ରାନ

ଇସଲାମାବାଦ,୬ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ମୁଖ୍ୟ ଇମ୍ରାନ ଖାନ୍‌ ପୁଣି ଅସୁବିଧାରେ ପଡ଼ିଛନ୍ତି। ରାଓ୍ବଲପିଣ୍ଡିରେ ଆର୍ମି ଜେନେରାଲ ମୁଖ୍ୟାଳୟ (ଜିଏଚ୍‌କ୍ୟୁ) ଉପରେ ଅଦ୍ୟାବଧି ହୋଇଥିବା ଆକ୍ରମଣ ପାଇଁ କଡ଼ା ଆତଙ୍କବାଦ ବିରୋଧୀ ଅଧିନିୟମ ଅଧୀନରେ ତିନିଟି ସମେତ…

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରୀଙ୍କୁ ଜିବନ୍ତ ପୋତିଦେଲେ ପୂର୍ବତନ ପ୍ରେମିକ

ମେଲବର୍ନ,୬।୭: ଯଦି କେହି ବ୍ୟକ୍ତି ଭୁଲ କାମ କରିଥାଆନ୍ତି ତେବେ ଏଥିପାଇଁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ। ଏମିତି ଏକ ମାମଲା ଅଷ୍ଟ୍ରେଲିଆରୁ ଆସିଛି ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାରେ ନର୍ସିଂ ପଢୁୁଥିବା ଜସ୍ମିନ କୌରଙ୍କୁ ତାଙ୍କ…

ଭାରତ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ଆମର ଆବଶ୍ୟକ ନାହିଁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିବାଦ…

କାଠମାଣ୍ଡୁ,୬।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଭାରତ ବିରୋଧରେ ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ବିରୋଧୀମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ନିକଟରେ କହିଥିଲେ ନେପାଳରେ…

ଉତ୍ତାପ ଲହର: ବେଜିଂରେ ଓ୍ବାର୍କ ଆଟ୍‌ ହୋମ୍‌ ନିର୍ଦ୍ଦେଶ…

ବେଜିଂ,୬।୭ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ଉତ୍ତାପ ଯୋଗୁଁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଲୋକଙ୍କୁ ମଧ୍ୟ ଉତ୍ତାପ ଲହରର ସାମ୍ନା କରିବାକୁ ପଡୁଛି। ଏଥି ସହିତ ବେଜିଂରେ ତାପମାତ୍ରା ୪୦ ଡିଗ୍ରୀ ସେଣ୍ଟିଗ୍ରେଡରେ ପହଞ୍ଚିଛି। ସରକାର ଲୋକଙ୍କୁ ବାହ୍ୟ କାର୍ଯ୍ୟ…

ଇମ୍ରାନଙ୍କୁ ଗିରଫ ପାଇଁ ଅର୍ଡିନେନ୍ସ ଅନୁମୋଦନ କଲେ ଶାହାବାଜ ସରିଫ, ତୋଶାଖାନା ମାମଲାରେ ଆଜି କୋର୍ଟରେ ହାଜର

ଇସଲାମବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଶାହାବାଜ ସରିଫ ସରକାର ଏକ ଅର୍ଡିନେନ୍ସକୁ ଅନୁମୋଦନ କରିଛନ୍ତି। ତେବେ ଏହାକୁ ପାକିସ୍ତାନର ରାଷ୍ଟ୍ରପତିଙ୍କ ବଦଳରେ ତାଙ୍କ କେୟାରଟେକର ସାଜିଦ ସଞ୍ଜରାନୀଙ୍କ ଏହାକୁ ସ୍ବାକ୍ଷର କରିଛନ୍ତି। ସୁପ୍ରିମକୋର୍ଟ ଠାରୁ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆଜି ଆସିବେ ଭାରତ, ଏନଏସଏ ଅଜିତ ଡୋଭାଲଙ୍କ ସହ ହେବ ସାକ୍ଷାତକାର

ନୂଆଦିଲ୍ଲୀ/ପ୍ୟାରିସ,୬।୭: ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ କୁଟନିତିକ ପରାମର୍ଶଦାତା ଇମ୍ୟାନୁଏଲ ବୋନେ ଗୁରୁବାର ଅର୍ଥାତ୍‌ ଜୁଲାଇ ୬ରେ ଏକ ଦିବସୀୟ ଭାରତ ଯାତ୍ରାରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇମ୍ୟାନୁଏଲ ବୋନେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ…

କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରଚାର ପରେ ବଞ୍ଚିଥିବାର ଭିଡ଼ିଓ ଜାରି କଲେ ପନ୍ନୁ…

ନ୍ୟୁୟର୍କ,୬।୭ : ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କୁ ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ମୃତ ଘୋଷଣା କରାଯାଇଛି। କୁହାଯାଉଛି ତାଙ୍କ କାର ଆମେରିକାର ହାଇୱେ ୧୦୧ ରେ ଏକ ଦୁର୍ଘଟଣାର…

ଓମାନ ଉପସାଗରରେ ଇରାନ ନୌସେନାର ଅନୁପ୍ରେବଶ

ଓ୍ବାଶିଂଟନ୍‌,୬।୭: ଆମେରିକାର ନୌସେନା ଅନୁଯାୟୀ, ଇରାନର ଏକ ନୌସେନା ଜାହାଜ ବୁଧବାର ଓମାନ ଉପସାଗରରେ ଥିବା ଆନ୍ତର୍ଜାତୀୟ ଜଳକ୍ଷେତ୍ରରେ ପ୍ରବେଶ କରି ତେଲ ଟ୍ୟାଙ୍କର୍‌ ଟିଆରଏଫ ମୋସ ନିକଟରେ ପହଞ୍ଚିଥିଲା। ଆମେରିକାର ନୌସେନାର ଧ୍ୱସଂକାରୀ ଗାଇଡ-ମିସାଇଲ ୟୁଏସଏସ ମ୍ୟାକଫଲକୁ ଦେଖିବା ମାତ୍ରେ…

ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…

ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗାଙ୍କୁ ଜଳବାୟୁ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri