ଫ୍ରାନ୍ସରେ ବଡ଼ ଘୋଷଣା କଲେ ମୋଦି
ନୂଆଦିଲ୍ଲୀ/ପ୍ୟାରିସ୍: ସିଙ୍ଗାପୁର ପରେ ବର୍ତ୍ତମାନ ଫ୍ରାନ୍ସ ମଧ୍ୟ ଭାରତର ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ଲାଗୁ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ୟୁପିଆଇ ବ୍ୟବହାର ଉପରେ ଭାରତ ଏବଂ ଫ୍ରାନ୍ସ…
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଲେ ମୋଦି
ନୂଆଦିଲ୍ଲୀ/ପ୍ୟାରିସ୍,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଛନ୍ତି। ଏଥିପାଇଁ ମୋଦି ଇମାନ୍ବେଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ବାଷ୍ଟିଲ ଡେ’ ସେଲିବ୍ରେଶନ ପରେ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା…
ରାତି ୧୧ଟାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଫ୍ରାନ୍ସର ରାଷ୍ଟ୍ରୀୟ ଦିବସରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଗୁରୁବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କୁ ଅର୍ଲି ବିମାନବନ୍ଦରରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ…
ଲାହୋରର ସେଶନ କୋର୍ଟରେ ଗୁଳିକାଣ୍ଡ: ୨ ମୃତ
ଇସଲାମାବାଦ,୧୩।୭: ପାକିସ୍ତାନୀ କୋର୍ଟରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଲାହୋର ସେଶନ କୋର୍ଟରେ ଏହି ଘଟଣା ଘଟିଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଶୁଣାଣି ପାଇଁ ଲାହୋର ସେଶନ କୋର୍ଟରେ…
ସୁଦାନର ଦାରଫୁରରେ ମିଳିଲା ୮୭ ଜଣଙ୍କର ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ମହିଳା, ଶିଶୁ: ୟୁଏନ୍
ଖାର୍ତୁମ,୧୩।୭: ସୁଦାନର ପଶ୍ଚିମ ପ୍ରାନ୍ତରେ ଦାରଫୁରରେ ୮୭ ଜଣଙ୍କର ମୃତଦେହ ମିଳିଛ। ଦେଶରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦରେ ଏହି ସମସ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିତ ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ଏହି ସୂଚନା…
ଇମ୍ରାନ୍ଙ୍କ ପୁରୁଣା ବନ୍ଧୁ ଗୁଲବର ଖାନ ହେଲେ ଗିଲଗିଟ-ବାଲ୍ଟିସ୍ତାନର ନୂଆ ମୁଖ୍ୟମନ୍ତ୍ରୀ
ଇସଲାମାବାଦ,୧୩।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳରୁ ଅଲଗା ହୋଇଥିବା ଗୁଲବର ଖାନ ଗୁରୁବାର ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ଅନ୍ୟ ଜଣେ ସଦସ୍ୟ ଖାଲିଦ ଖୁରସିଦ ଖାନଙ୍କୁ…
ପାକିସ୍ତାନକୁ ଫାଇନାଲ ଓ୍ବାର୍ନିଂ ଦେଲା ସୌଦି ଅରବ
ରିୟାଦ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା କମ ହେବାର ନାଁ ନେଉନି। ଏବେ ପାକିସ୍ତାନ ଏୟାରଲାଇନ୍ସକୁ ବାକି ପଇଠ ନ କରିଥିବାରୁ ରିୟାଦ ଏୟାରପୋର୍ଟ ଅଥରିଟି ଅନ୍ତିମ ଚେତାବନୀ ବା ଫାଇନାଲ ଓ୍ବାର୍ନିଂ ଦେଇଛନ୍ତି। ଏ ସମ୍ପର୍କରେ…
କାଲିଫର୍ନିଆରେ ବଢୁଛି ଉତ୍ତାପ, ବ୍ୟାପିପାରେ ନିଆଁ
ଓ୍ବାଶିଂଟନ,୧୩ା୭: ଆମେରିକାର ଦକ୍ଷିଣ କାଲିଫର୍ନିଆ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉଛି। ପ୍ରବଳ ଉତ୍ତାପ ଯୋଗୁ ଏହି ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବାର ଭୟ ସୃଷ୍ଟି ହୋଇଛି। ଏହା ସହିତ ଉତ୍ତାପ ସମ୍ବନ୍ଧୀୟ ରୋଗ ମଧ୍ୟ ଚିନ୍ତାଜନକ ପରିସ୍ଥିତି ଉପୁଜାଇଛି। ରିପୋର୍ଟ…
ଫ୍ରାନ୍ସରେ ପହଞ୍ଚିଲେ ମୋଦି
ପ୍ୟାରିସ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ଗୁରୁବାର ପ୍ୟାରିସ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ତାଙ୍କୁ ସ୍ବାଗତ କରିଥିଲେ। ମୋଦିଙ୍କୁ ସେଠାରେ ଗାର୍ଡ ଅଫ…
ଆଉ ଏକ ଇତିହାସ ରଚିଲେ କମଳା ହାରିସ୍
ଓ୍ବାଶିଂଟନ,୧୩ା୭: ଆମେରିକା ଇତିହାସରେ କମଲା ହାରିସ୍ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଉପ-ରାଷ୍ଟ୍ରପତି ଭାବରେ ଟାଇ-ବ୍ରେକ୍ ଭୋଟ ଦେବାର ୧୯୧ ବର୍ଷ ପୁରୁଣା ରେକର୍ଡ ସହ ସମାନ ଥିଲେ ଏବଂ ଏକ ଫେଡେରାଲ ଏଜେନ୍ସିର ସଦସ୍ୟ ଭାବରେ ଭାରତୀୟ…
ସଲମାନ ରଶଦି ଦେଖୁଛନ୍ତି ‘ଭୟ କଲାଭଳି ସ୍ବପ୍ନ’, ଗତ ବର୍ଷ ନ୍ୟୁୟର୍କରେ ହୋଇଥିଲା ଆକ୍ରମଣ
ଲଣ୍ଡନ,୧୩।୭: ସଲମାନ ରଶଦି ପ୍ରଥମଥର ଗତ ବର୍ଷ ଅଗଷ୍ଟରେ ନ୍ୟୁୟର୍କରେ ତାଙ୍କ ଉପରେ ହୋଇଥିବା ଛୁରା ମାଡ ପରେ ଏହାକୁ ନେଇ କହିଛନ୍ତି କି ମୋତେ ‘ଭଲ କଳାଭଳି ସ୍ବପ୍ନ’ ଦେଖାଯାଉଛି। ଏହି ଆକ୍ରମଣରେ ମୁମ୍ବାଇରେ ଜନ୍ମିତ ଲେଖକ ସଲମାନ ରଶଦିଙ୍କ…
ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଲାଭ୍ରୋଭଙ୍କୁ ଭେଟିଲେ ଜୟଶଙ୍କର, ୟୁକ୍ରେନ ସଙ୍କଟ-ଅର୍ଥନୈତିକ ଉପରେ କଲେ ଆଲୋଚନା
ଜାକର୍ତ୍ତା,୧୩।୭: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ଜାକର୍ତ୍ତାରେ ରୁଷିଆର ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭଙ୍କୁ ଭେଟିଛନ୍ତି। ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଜୟଶଙ୍କର ଟୁଇଟ କରି କହିଛନ୍ତି ଯେ, ତାଙ୍କ…
Archives


