ଚିକିତ୍ସା ଜଗତରେ ବିପ୍ଲବ:ରୋଗର କାରଣ ବାହାର କରିବା ସହ ଚିକିତ୍ସା କରିବ ନାନୋ ରୋବଟ୍, ସର୍ଜରୀ କରିବାର ରହିଛି କ୍ଷମତା
ଲଣ୍ଡନ,୧୯।୭: ଚିକିତ୍ସା ଜଗତରେ ନୂଆ ବିପ୍ଲବ ଦେଖିବାକୁ ମିଳିଛି। ବ୍ରିଟେନ ଏବଂ ଜାପାନର ବୈଜ୍ଞାନିକମାନେ ନାନୋ ରୋବଟ ପ୍ରସ୍ତୁତ କରୁଛନ୍ତି। ଏହି ରୋବଟଗୁଡିକ ମଣିଷ ଶରୀର ଭିତରେ ରଖାଯିବ। ଯାହାଦ୍ୱାରା ସେମାନେ ଶରୀରରେ ହେଉଥିବା ରୋଗକୁ ଖୋଜି ବାହାର କରିବା...
ଡ୍ରପ୍ ଆଉଟ୍ ଏବଂ ଚାକିରି ମିଳୁ ନ ଥିବା କୋର୍ସ ଉପରେ ପ୍ରତିବନ୍ଧକ ଲଗାଇବେ ସୁନକ ସରକାର
ଲଣ୍ଡନ,୧୯।୭: ବ୍ରିଟେନ୍ରେ ଯେଉଁ କୋର୍ସରେ ଡ୍ରପ୍ ଆଉଟ୍ ଅଧିକ ହେଉଛି ସେହି କୋର୍ସରେ ପ୍ରତିବନ୍ଧକ ଲଗାଇବା ନେଇ ସୁନକ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ପିଲାମାନେ ଯେଉଁ କୋର୍ସ କରିବା ଦ୍ୱାରା ଚାକିରି କରି ପାରୁ ନାହାନ୍ତି ତାହାକୁ ମଧ୍ୟ...
୨୦୨୩ର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସିଙ୍ଗାପୁରର, ୮୦ତମ ସ୍ଥାନରେ ଭାରତ
ଅଷ୍ଟ୍ରେଲିଆ,୧୯।୭: ସିଙ୍ଗାପୁରର ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ପରିଗଣିତ ହୋଇଛି। ଅର୍ଥାତ୍ ଏହି ଦେଶର ନାଗରିକମାନେ ବିନା ଭିଜାରେ ୧୯୨ଟି ଦେଶକୁ ଯାତ୍ରା କରିପାରିବେ। ପାସପୋର୍ଟକୁ ର଼୍ୟାଙ୍କିଗଂ ପ୍ରଦାନ କରୁଥିବା ସଂଗଠନ ହେନଲି ଆଣ୍ଡ ପାର୍ଟନର୍ସ ୨୦୨୩ର...
ଇରାନରେ ପୁଣି କଠୋର ହେଲା ହିଜାବ ଆଇନ୍: ସର୍ବସାଧାରଣ ସ୍ଥାନରେ ମହିଳା ମୁଣ୍ଡ ଢାଙ୍କି ରଖିବା ବାଧ୍ୟତାମୂଳକ
ତେହେରାନ,୧୯।୭: ପୁଣି ୧୦ମାସ ପରେ ଇରାନ ସରକାର ମହିଳାଙ୍କ ଉପରେ ହିଜାବ ନିୟମକୁ କଠୋର କରିଛନ୍ତି। ନିୟମ ଅନୁଯାୟୀ ମହିଳାମାନେ ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ। ନହେଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।...
ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ସଂସଦରୁ ନିଲମ୍ବନ କଲେ ଥାଇଲାଣ୍ଡର ଉଚ୍ଚ ନ୍ୟାୟଳୟ
ବ୍ୟାଙ୍ଗକକ୍,୧୯।୭: ଥାଇଲାଣ୍ଡର ସାମ୍ବିଧାନିକ କୋର୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୁଭ ଫରୱାର୍ଡ ପାର୍ଟି ନେତା ପିଟା ଲିମଜାରୋଏନ୍ରାଟଙ୍କୁ ସଂସଦର ସଦସ୍ୟ ଭାବେ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରିଛି। କୋର୍ଟ କହିଛନ୍ତି, ସେ ଦେଶର ନିୟମ ଭାଙ୍ଗିଛନ୍ତି। କିନ୍ତୁ ସେ ନିର୍ବାଚନ ପାଇଁ...
ବିଷାକ୍ତ ମିଲ୍କସେକ୍ ପିଇ ଦୁଇ ଶିଶୁ ମୃତ୍ୟୁ
ଇସଲାମବାଦ,୧୯।୭: ପାକିସ୍ତାନ ପଞ୍ଜାବର ସାହିୱାଲରେ ବିଷାକ୍ତ ମିଲ୍କସେକ୍ ପିଇ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ସାହିୱାଲରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଞ୍ଚ ଶିଶୁଙ୍କୁ ମିଲ୍କସେକ୍ ପିଇବା ପାଇଁ ଦେଇଥିଲେ।...
ୟୁରୋପରେ ହିଟ୍ଓ୍ବେଭ୍: ଆଲର୍ଟ କଲା ଡବ୍ଲୁଏମଓ
ରୋମ,୧୯।୭: ଚାଇନାରେ ତାପମାତ୍ରା ବୃଦ୍ଧି ହେତୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲରେ ନିଆଁ ଯୋଗୁ ୟୁରୋପର ଅଧିକାଂଶ ଅଞ୍ଚଳ ଏସିଆ ଏବଂ ଆମେରିକାର କିଛି ଅଂଶରେ ଲୁ ଅନୁଭୂତ ହେଉଛି। ଗ୍ରୀସ ଏବଂ କାନାରି ଦ୍ୱୀପପୁଞ୍ଜରେ ଜଙ୍ଗଲ...
ପ୍ରବଳ ତାତି ଉଜାଡ଼ିଲା ପର୍ଯ୍ୟଟନ ଶିଳ୍ପ: ୟୁରୋପରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ କମିଲା…
ଓ୍ବାଶିଂଟନ,୧୯।୭ : ୟୁରୋପରେ ବର୍ତ୍ତମାନ ଅତ୍ୟଧିକ ଉତ୍ତାପ ସମସ୍ୟାର ସାମ୍ନା କରୁଛି। ଇଟାଲୀରେ ଅବସ୍ଥା ବିଶେଷ ଖରାପ, ଯେଉଁଠାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଭୟ କରୁଛି ୨୦୨୧...
ଗୋଟିଏ ଦିନରେ ସମାପ୍ତ କରିଦେବି ରୁଷିଆ-ୟୁକେନ୍ ଯୁଦ୍ଧ: ଟ୍ରମ୍ପ…
ଓ୍ବାଶିଂଟନ,୧୯।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ତାଙ୍କ ସରକାର ଗଠନ ହୁଏ ତେବେ ସେ ଗୋଟିଏ ଦିନରେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିପାରିବେ। ସେ କହିଛନ୍ତି ରାଷ୍ଟ୍ରପତି...
ସିନ୍ଧ୍ ପ୍ରଦେଶରେ ମନ୍ଦିରର ଅଞ୍ଚଳରେ ୪୦୦ ସୁରକ୍ଷାକର୍ମୀ ମୁତୟନ, ସ୍ଥିତି ଉପରେ କଡ଼ା ନଜର…
ଇସଲାମାବାଦ,୧୯।୭ : ପାକିସ୍ତାନର ସିନ୍ଧ୍ ପ୍ରଦେଶର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ପୋଲିସ୍ ବିଭାଗ ପକ୍ଷରୁ ୪୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ସପ୍ତାହରେ ଏକ ହିନ୍ଦୁ ମନ୍ଦିରକୁ ରକେଟ ଲଞ୍ଚର୍ ରେ ଆକ୍ରମଣ କରାଯିବା ପରେ ଏବଂ...
ପ୍ରଶାସନିକ ପଦରେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଡା. ବିମଲଜିତ ସିଂ
ରିଚମଣ୍ଡ,୧୯।୭: ଭର୍ଜିନିଆ ଗଭର୍ଣ୍ଣର ଗ୍ଲେନ ୟଙ୍ଗକିନ ଭାରତୀୟ-ଆମେରିକୀୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ବିମଲଜିତ ସିଂ ସାନ୍ଧୁଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରମୁଖ ପ୍ରଶାସନିକ ପଦରେ ନିଯୁକ୍ତ କରିଛନ୍ତି। ଡା. ବିମଲଜିତ ଭର୍ଜିନିଆ କମନୱେଲଥ ୟୁନିଭରସିଟି ହେଲଥ ସିଷ୍ଟମ ଅଥରିଟିର ବୋର୍ଡ ସଦସ୍ୟ...
ଟୁଇଟର ବିରୋଧରେ ଅଭିଯୋଗ: ବରିଷ୍ଠ କର୍ମଚାରୀଙ୍କୁ କରାଯାଉଛି ଛଟେଇ…
ଓ୍ବାଶିଂଟନ,୧୯।୭ : ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର କିଣାଯିବା ପରଠାରୁ, ତାଙ୍କର ଏବଂ ଏହି ପ୍ଲାଟଫର୍ମର ସମସ୍ୟା କମିବାର ନା ନେଉନାହିଁ। ଟୁଇଟର ବିରୋଧରେ କୋର୍ଟରେ ଆଉ ଏକ ମାମଲା ଦାୟର କରାଯାଇଛି ଯାହା କର୍ମଚାରୀଙ୍କ ଛଟେଇ ସମ୍ପର୍କରେ ରହିଛି।...
Archives


