ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଚେତାବନୀ
ବ୍ରିସବେନ୍,୩୦ା୭: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ହୋଇଥିବା ସାମରିକ ପୁଲଓ୍ବାମା ଆକ୍ରମଣ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚେତାବନୀ ଦେଇଛନ୍ତି। ଯଦି ପରିସ୍ଥିତି ଜାରି ରହେ ତେବେ ଆମେରିକା ପରି ସହାୟତା ବିପଦରେ ପଡ଼ିବ ବୋଲି ‘ହିଲ୍’...
ଉତ୍କ୍ଷେପଣ ହେଲା ପିଏସ୍ଏଲ୍ଭି-ସି ୫୬
ଓ୍ବାଶିଂଟନ/ହାଇଦ୍ରାବାଦ,୩୦ା୭: ରବିବାର ଭାରତ ଏବଂ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସିଙ୍ଗାପୁରର ଡିଏସ୍-ଏସ୍ଏଆର୍ ଉପଗ୍ରହ ସମେତ ୭ଟି ଉପଗ୍ରହ ଆଜି ସକାଳ ୬.୩୦ରେ ଇସ୍ରୋର ଶ୍ରୀହାରିକୋଟାଠାରୁ ପିଏସ୍ଏଲ୍ଭି-ସି୫୬ ଉତ୍କ୍ଷେପଣ କରାଯାଇଛି। ଏହି ମିଶନ ଇସ୍ରୋର ତୃତୀୟ ବାଣିଜି୍ୟକ...
ଏଆଇ ବିପ୍ଳବ: ନିଯୁକ୍ତି ପାଇଁ ବଡ଼ ବିପଦ
ଓ୍ବାଶିଂଟନ୍,୩୦ା୭: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାରା ବିଶ୍ୱର ନିଯୁକ୍ତି କ୍ଷେତ୍ରରେ ବଡ଼ ବିପଦ ହେବାକୁ ଯାଉଛି। ଏଆଇ ପାଇଁ ନିକଟ ଭବିଷ୍ୟତରେ ଅଗଣିତ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଏଆଇ ଆମେରିକାର ନିଯୁକ୍ତି ବଜାରକୁ କିଭଳି ପ୍ରଭାବିତ କରିବ...
୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ
ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମଲିକୁଲାର୍ ସେଲ ବାୟୋଲୋଜି ଏବଂ ଜେନେଟିକ୍ସର ପ୍ରଫେସର ଏମିରିଟସ୍ ଟେମୁରାସ କୁର୍ଜଚାଲିଆଙ୍କ ଅନୁଯାୟୀ, ସେମାନେ ୪୬୦୦୦ବର୍ଷ ପୂର୍ବେ ଫ୍ରିଜ୍...
କିମଙ୍କଠାରୁ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି ପୁଟିନ୍: ଆମେରିକା…
ଓ୍ବାଶିଂଟନ,୨୯।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ କିମ୍ ଜୋଙ୍ଗ ଉନଙ୍କଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି। ଏସମ୍ପର୍କରେ ଆମେରିକା ସୂଚନା ପ୍ରଦାନ କରିଛି। ୟୁକ୍ରେନ୍ ଯୁଦ୍ଧରେ ନିଜର ଅସ୍ତ୍ରଶସ୍ତ୍ର ଶେଷ ହୋଇଥିବାରୀୁ ପୁଟିନ ଏଭଳି କରୁଥିବା...
ଅଗଷ୍ଟ ୧ରୁ ଭାରତୀୟଙ୍କୁ ଇ-ଭିଜା ପ୍ରଦାନ କରିବ ରୁଷିଆ
ମସ୍କୋ,୨୯ା୭: ରୁଷିଆ ଏକ ଇ-ଭିଜା ପ୍ରଣାଳୀ ପ୍ରଣୟନ କରିଛି। ଯାହା ଦେଶ ପରିଦର୍ଶନ କରୁଥିବା ଯାତ୍ରୀମାନଙ୍କ ପାଇଁ ଭିଜା ପ୍ରକ୍ରିୟାକୁ ସରଳ କରିବା ପାଇଁ ଚଳିତ ବର୍ଷ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ଭାରତ ସମେତ ମୋଟ୍ ୫୨ଟି ଦେଶର...
ତାଇଓ୍ବାନକୁ ସାମରିକ ସହାୟତା ଦେବାକୁ ଘୋଷଣା କଲେ ବାଇଡେନ…
ଓ୍ବାଶିଂଟନ,୨୯।୭ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଉପରେ ଆମେରିକା ଖୋଲାଖୋଲି ଭାବେ କହିଛି ଚାଇନା ବିରୋଧରେ ଛିଡା ହୋଇଥିବା ଦେଶଗୁଡ଼ିକୁ ପେଣ୍ଟାଗନ ସମର୍ଥନ କରିବ। ଏହି ପର୍ଯ୍ୟାୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ତାଇୱାନ ପାଇଁ ୩୪୫ ମିଲିୟନ...
ଗ୍ରୀନ କାର୍ଡ ଧାରକଙ୍କୁ ସୁବିଧା ପ୍ରଦାନ ଲାଗି ପ୍ରସ୍ତୁତି: ବାଇଡେନ ସରକାରଙ୍କୁ ଅପିଲ…
ଓ୍ବାଶିଂଟନ,୨୯।୭ : ଆମେରିକାର ଗ୍ରୀନ କାର୍ଡ ଆବେଦନକାରୀଙ୍କ ବ୍ୟାକଲଗ ହଟାଇବା ପାଇଁ କାର୍ଯ୍ୟନିର୍ବାହୀ ପଦକ୍ଷେପ ନେବାକୁ ଆମେରିକାର କେତେକ ସାଂସଦ ଗୋଷ୍ଠୀ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଅପିଳ କରିଛନ୍ତି। ୨୦୨୦ ମସିହାରେ, ଗ୍ରୀନ କାର୍ଡ ପାଇଁ ଆବେଦନ କରିଥିବା...
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଐତିହାସିକ ଶ୍ରୀଲଙ୍କା ଗସ୍ତ…
କଲମ୍ବୋ,୨୯।୭ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କର ଐତିହାସିକ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ଏହି ସମୟରେ, ମାକ୍ରୋନ ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପ୍ରତିନିଧୀଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ...
ସିଆଟେଲରେ ଗୁଳିକାଣ୍ଡ, ୫ ଆହତ, ୨ ଗୁରୁତର…
ଓ୍ବାଶିଂଟନ,୨୯।୭ : ଆମେରିକାର ସିଆଟେଲରେ ଏକ କାର୍ଯ୍ୟକ୍ରମ ସମୟରେ ଗୁଳିକାଣ୍ଡ ହେବାର ଖବର ମିଳିଛି। ଏହି ଘଟଣାରେ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ...
ଦୁଇ ଦଶକରେ ପ୍ରଥମ ଥର, ମହିଳା କଏଦୀଙ୍କୁ ଦିଆଗଲା ଫାଶୀ ଦଣ୍ଡାଦେଶ
ସିଙ୍ଗାପୁର,୨୯।୭: ହିରୋଇନ କାରବାର ଅଭିଯୋଗରେ ଶୁକ୍ରବାର ସିଙ୍ଗାପୁରରେ ଜଣେ ୪୫ବର୍ଷୀୟା ମହିଳାଙ୍କୁ ପାଶୀ ଦଣ୍ଡାଦେଶ ଦିଆଯାଇଥିଲା। ସିଏନଏନ ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା କଏଦୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି।...
ବିବାହ ନ କରି ପିତା ହୋଇଛନ୍ତି ପୁଅ ହଂଟର, ଏକଥା ସ୍ବୀକାର କଲେ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ,୨୯।୭: ଆମେରିକା ରଷ୍ଟ୍ରପତି ଜୋ ବାଇଡେନ ପ୍ରଥମ କରି ସାର୍ବଜନିକ ଭାବେ ନିଜ ପୁଅ ହଂଟରଙ୍କ ୪ ବର୍ଷର ଝିଅ ନେଭିଙ୍କ ସମ୍ପର୍କରେ କଥା ହୋଇଛନ୍ତି। ସେ କହିଛନ୍ତି କି ନେଭିଙ୍କ ମାଆ ଲୁଂଡେନ ରବଟର୍ସଙ୍କୁ ହଂଟର ବିବାହ କରି...
Archives


