ଅନ୍ତର୍ଜାତୀୟ

ଧମକପୂର୍ଣ୍ଣ ପୋଷ୍ଟ କରି ଅଡୁଆରେ ଟ୍ରମ୍ପ, କୋର୍ଟରେ ପିଟିଶନ ଦାଖଲ

ଓ୍ବାଶିଂଟନ୍‌,୫।୮: ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦିନକୁ ଦିନ ତାଙ୍କ ତାଙ୍କ ଅଡୁଆ ବଢିବାରେ ଲାଗିଛି। ୨୦୨୦ ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରିବା ମାମଲାରେ ଆଇନଜୀବୀମାନେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ କୋର୍ଟରେ...

କରୋନାର ପ୍ରକୋପ ଶେଷ ହୋଇ ନ ଥିବାବେଳେ ପୁଣି ଆତଙ୍କ ଖେଳାଇଲାଣି ନୂଆ ଭାରିଏଣ୍ଟ

ଲଣ୍ଡନ,୫।୮: କୋଭିଡର ପ୍ରକୋପ ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଶେଷ ହୋଇନାହିଁ।୨୦୨୦ରେ ଆରମ୍ଭ ହୋଇଥିବା ଏହି ମହାମାରୀ ପ୍ରାୟ ତିନି ବର୍ଷ ପରେ ମଧ୍ୟ ଶେଷ ହେବାର ନାମ ନେଉନାହିଁ। ସମଗ୍ର ବିଶ୍ୱରେ କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ...

ତୋଶାଖାନା ମାମଲାରେ ଇମ୍ରାନଙ୍କୁ ପୁଣି ଝଟକା, ଟ୍ରାଏଲ କୋର୍ଟ ସମନ ଜାରି କରି ହାଜର ହେବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ,୫।୮: ଶନିବାର ପାକିସ୍ତାନର ଫେଡେରାଲ ରାଜଧାନୀର ଏକ ଜିଲା ଏବଂ ଅଧିବେଶନ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ବ୍ୟକ୍ତିଗତ କ୍ଷମତାରେ ଡକାଇଛନ୍ତି। ତେବେ ତୋଶାଖାନା ମାମଲାରେ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଇସଲାମାବାଦ ହାଇକୋର୍ଟ ଖାରଜ କରିଛନ୍ତି। ଇସଲାମାବାଦର...

ଗୁରୁତର ଅଭିଯୋଗ ପରେ ବି ଟ୍ରମ୍ଫଙ୍କ ପ୍ରାର୍ଥୀଙ୍କୁ ମିଳୁଛି ବିପୁଳ ସମର୍ଥନ

ଓ୍ବାଶିଂଟନ,୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମକଦ୍ଦମାକୁ ଖାରଜ କରି କହିଛନ୍ତି ଯେ ଏହା ଜୋ ବାଇଡେନଙ୍କ ନିରାଶା। ଶୁକ୍ରବାର ଟ୍ରମ୍ଫ ଦକ୍ଷିଣପନ୍ଥୀ ବୋଲି ବିବେଚନା କରାଯାଉଥିବା ଲବାମା ଗସ୍ତରେ ଥିଲେ। ଅଲବାମାରେ...

ସୋସିଆଲ ମିଡିଆ ସେଲିବ୍ରିଟିଙ୍କୁ ଭେଟିବାକୁ ନେଇ ନ୍ୟୁୟର୍କରେ ହିଂସା, ଭାଙ୍ଗିଲା ଅନେକ ଗାଡି

ଓ୍ବାଶିଂଟନ,୫।୮: ଶୁକ୍ରବାର ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା ଏବଂ ଦଙ୍ଗାର ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ, ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ ଏବଂ ଦେଖଉ ଦେଖୁ ସେଠାରେ ଝଗଡା ଓ ପଥର ମାଡ ଆରମ୍ଭ ହୋଇଯାଇଥିଲା। ଏଥିରେ...

ଯୁଦ୍ଧ ମଧ୍ୟରେ ତୁର୍କୀ ଗସ୍ତ କରିବେ ପୁଟିନ! ଏର୍ଦୋଗନ କହିଲେ ତାରିଖ ସ୍ଥିର ହୋଇନି, ଆଶା କରାଯାଉଛି ଚଳିତ ମାସରେ ଆସିବେ

ଇସ୍ତାନବୁଲ,୫।୮: ତୁର୍କୀ ଗସ୍ତ କରିପାରନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପୁଟିନଙ୍କ ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ କହିଛନ୍ତି ଏବେ ପର୍ଯ୍ୟନ୍ତ ପୁଟିନଙ୍କ ଗସ୍ତକୁ ନେଇ କୌଣସି ତାରିଖ ସ୍ଥିର କରାଯାଇ ନାହିଁ, ହେଲେ ଏହାକୁ...

ନଭାଲନିଙ୍କୁ ଆଉ ୧୯ ବର୍ଷ ଜେଲ

ମସ୍କୋ,୫ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନିଙ୍କୁ ଏକ କୋର୍ଟ ଶୁକ୍ରବାର ୧୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ପୂର୍ବରୁ ନଭାଲନିଙ୍କୁ ସାଢ଼େ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ...

ପ୍ରତିରକ୍ଷା ଖର୍ଚ୍ଚର ଲକ୍ଷ୍ୟ ବଢାଇ ୧୦୦ ବିଲିୟନ ଡଲାର କଲା ରୁଷିଆ, ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଢୁଛି ଅର୍ଥବ୍ୟବସ୍ଥା

ମସ୍କୋ,୫।୮: ୨୦୨୩ରେ ରୁଷିଆ ଏହାର ପ୍ରତିରକ୍ଷା ଖର୍ଚ୍ଚ ଲକ୍ଷ୍ୟକୁ ଦ୍ୱିଗୁଣିତ କରି ୧୦୦ ବିଲିୟନ ଡଲାରରେ ପହଞ୍ଚାଇଛି। ପାଶ୍ଚାତ୍ୟ ଦେଶଗୁଡିକ ସତ୍ତ୍ୱେ ରୁଷିଆର ଅର୍ଥନୀତି ବଢିବାରେ ଲାଗିଛି। ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ରୁଷିଆ ସରକାରଙ୍କ ମୋଟ୍‌...

ରୁଷିଆ ବନ୍ଦର ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ, ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ

ମସ୍କୋ,୫।୮: ରୁଷିଆ ବନ୍ଦର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ ରୁଷିଆର ଯୁଦ୍ଧ ଜାହାଜ ନଷ୍ଟ ହୋଇଯାଇଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ଏହି ଆକ୍ରମଣକୁ ନିଶ୍ଚିତ କରିଛି। ଏହି ଆକ୍ରମଣ ହେତୁ କିଛି ଘଣ୍ଟା ଧରି...

ତୋଶାଖାନା ମାମଲା: ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି

ଇସଲାମବାଦ,୪।୮: ପୂର୍ବତନ ଇମ୍ରାନ ଖାନଙ୍କୁ ମିଳିଛି ଆଶ୍ୱସ୍ତି। ପାକିସ୍ତାନର ଇସଲାମବାଦ ହାଇକୋର୍ଟ ଇମ୍ରାନଙ୍କୁ ତୋଶାଖାନା ମାମଲାରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଇମ୍ରାନଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରାଯାଇଥିବା ଶୁଣାଣିକୁ ହାଇକୋର୍ଟ ରଦ୍ଧ କରିଛନ୍ତି।

କେବଳ ଦେଶ ଗଣତାନ୍ତ୍ରିକ ନୁହେଁ, ଅନୁଷ୍ଠାନଗୁଡିକ ମଧ୍ୟ ସ୍ବାଧୀନ ଭାବେ କାମ କରନ୍ତି: ବିକ୍ରମ ଡୋରେସ୍ବାମୀ

ଲଣ୍ଡନ/ଭାରତ,୪।୮: ଭାରତ ହେଉଛି ବିଶ୍ୱର ଅନ୍ୟତମ ସମନ୍ବିତ ତଥା ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଅନୁଷ୍ଠାନମାନେ ସ୍ବାଧୀନ ହୋଇ କାମ କରନ୍ତି। ଲଣ୍ଡନରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତୀୟ ଉଚ୍ଚ ଆୟୁକ୍ତ ବିକ୍ରମ ଡୋରେସ୍ବାମୀ ଏପରି କହିଛନ୍ତି। ଭାରତ ସ୍ବାଧୀନତାର...

ପାଇପଲାଇନ୍‌ କାମକୁ ଶୀଘ୍ର ଶେଷ କରିବାକୁ ପାକିସ୍ତାନକୁ ଅନୁରୋଧ କଲା ଇରାନ, ଓ୍ବାଶିଂଟନ୍‌ର ବିରୋଧ

ଇସଲାମବାଦ,୪।୮: ପାକିସ୍ତାନ ନିଜ ଅଂଶର ଗ୍ୟାସ ପାଇପ୍‌ ଲାଇନ୍‌ କାମ ଶୀଘ୍ର ଶେଷ କରୁ ବୋଲି ନିଜ ମତ ପ୍ରକାଶ କରିଛି ଇରାନ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ମଲ୍ଟି ବିଲିୟନ ଡଲାର ପ୍ରକଳ୍ପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri