ଅନ୍ତର୍ଜାତୀୟ

ଇରାକର କିରକୁକରେ ସଂଘର୍ଷ, ୩ ପ୍ରଦର୍ଶନକାରୀ ମୃତ

ବାଗଦାଦ,୩।୯: ଇରାକରେ ବଡ ଧରଣର ଜାତୀୟ ସଂଘର୍ଷ ହୋଇଛି। ଇରାକର ସହର କିରକୁକରେ କୁର୍ଦିଶ ଓ ଅରବ ନୀବାସିଙ୍କ ମଧ୍ୟରେ ହୋଇଥିବା ହିଂସାରେ ୩ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏହାସହ ଅଧିକାଂଶ ଆହତ ହୋଇଛନ୍ତି। କୁର୍ଦ୍ଦ, ଆରବ ଏବଂ ତୁର୍କମେନ ଲୋକଙ୍କ…

ନମାଜ ପାଠ ସମୟରେ ମସଜିଦରେ ଆକ୍ରମଣ

କାଡୁନା,୩।୯: ନାଇଜେରିଆର ଉତ୍ତର-ପଶ୍ଚିମ କାଡୁନା ରାଜ୍ୟରେ ଏକ ମସଜିଦ ଉପରେ ଆକ୍ରମଣ କରିଛନ୍ତି କିଛି ଅଜ୍ଞାତ ବନ୍ଧୁକଧାରୀ। ନମାଜ ପାଠ ସମୟରେ ଆକ୍ରମଣ ହେବାରୁ ପ୍ରାୟ ୭ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ପୋଲିସ ସୂଚନା ଦେଇଛି। କାଡୁନା ପୋଲିସର ମୁଖପାତ୍ର ମାନସୁର…

ବିଜୁଳି ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ଧାରଣା, ସରକାରଙ୍କୁ ୭୨ଘଣ୍ଟା ସମୟ ଦେଲେ ବ୍ୟବସାୟୀ

ରାଜନୈତିକ ଅଚଳାବସ୍ଥା ସହ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ପଡୋଶୀ ଦେଶ ପାକିସ୍ତାନ। ତେବେ ଇଲେକ୍ଟ୍ରି ବିଲ୍‌ ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନର ବ୍ୟବସାୟୀମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଏହିସବୁ…

ତାଇଓ୍ବାନରେ ହାଇକୁଇ ଟାଇଫୁନ ତାଣ୍ଡବ ରଚିବା ଆଶଙ୍କା, ବିମାନ-ରେଳ ସେବା ବାତିଲ, ବିଦ୍ୟାଳୟ-କାର୍ଯ୍ୟାଳୟ ବନ୍ଦ…

ତାଇପେ,୩।୯ : ତାଇୱାନ ଏହାର ସମସ୍ତ ବିମାନ, ଟ୍ରେନ ଏବଂ ଫେରି ସେବାକୁ ସ୍ଥଗିତ ରଖିଛି। ଏହା ବିଦ୍ୟାଳୟ, କଲେଜ କାର୍ଯ୍ୟାଳୟ ବନ୍ଦ କରାଯାଇଛି। ବାସ୍ତବରେ ରବିବାର ଟାଇଫୁନ ହାଇକୁଇ ତାଣ୍ଡବ ରଚିବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଏହି ପଦକ୍ଷେପ…

ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ଆରମ୍ଭ କରିବାକୁ ଯୋଜନା କରୁଛି ରୁଷିଆ: ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ସରମାଟ’ କଲା ମୁତୟନ…

ମସ୍କୋ,୩।୯ : ପରମାଣୁ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ସରମାଟ ମୁତୟନ କରିଛି। ପାଶ୍ଚାତ୍ୟ ବିଶ୍ଳେଷକମାନେ ସରମାଟକୁ ଶୟତାନ-୨ ବୋଲି ନାମିତ କରିଛନ୍ତି। ଏହା ପୂର୍ବରୁ ଏହାର ମୁତୟନ ୨୦୨୨ରେ କରାଯାଇଥାନ୍ତା। ରୁଷିଆର ସ୍ପେସ ଏଜେନ୍ସି ମୁଖ୍ୟ ୟୁରୀ…

ନୋବେଲ ଫାଉଣ୍ଡେଶନର ୟୁ-ଟର୍ନ: ରୁଷିଆ-ବେଲାରୁଷ -ଇରାନକୁ ଦିଆଯାଇଥିବା ଆମନ୍ତ୍ରଣ ପ୍ରତ୍ୟାହାର କଲା…

ଷ୍ଟକହୋମ,୩।୯: ନୋବେଲ ଫାଉଣ୍ଡେଶନ ରୁଷିଆ, ବେଲାରୁଷ ଏବଂ ଇରାନର ପ୍ରତିନିଧୀଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ପ୍ରଦାନ କରିଥିବା ଆମନ୍ତ୍ରଣ ପ୍ରତ୍ୟାହାର କରିନେଇଛି। ଫାଉଣ୍ଡେଶନ କହିଛି ସ୍ବିଡେନରେ ହୋଇଥିବା ବିରୋଧ ଏବଂ ପ୍ରତିକ୍ରିୟା ଯୋଗୁଁ ପୁରସ୍କାର ବିତରଣ…

ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଦେଖି କିମ୍‌ ଛାନିଆ, ସମୁଦ୍ରକୁ ନିକ୍ଷେପ କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର

ସିଓଲ,୨ା୯: ଆମେରିକା ଏବଂ ଦକ୍ଷିଣ କୋରିଆ ସୈନ୍ୟବାହିନୀର ମିଳିତ ସାମରିକ ଅଭ୍ୟାସର ଜବାବରେ ଉତ୍ତର କୋରିଆ ଶନିବାର ସମୁଦ୍ରରେ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଦକ୍ଷିଣ କୋରିଆ ସେନା କହିଛି। ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ ଏକ ବିବୃତ୍ତିରେ କହିଛନ୍ତି…

ପାକିସ୍ତାନୀ ସୈନ୍ୟ ଆତଙ୍କବାଦୀ ମୁହାଁମୁହିଁ: ମେଜର ସମେତ ୨ ଜଣ ମୃତ…

ଇସଲାମାବାଦ,୨।୯ : ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଆଦିବାସୀ ଜିଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ପାକିସ୍ତାନୀ ସେନା ପ୍ରମୁଖ ଏବଂ ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସନ୍ତ୍ରାସବାଦୀ ଗୋଷ୍ଠୀ ଦ୍ୱାରା…

ଚାଇନା ପାଖରେ ବିଶ୍ୱର ସର୍ବବୃହତ ନୌସେନା…

ବେଜିଂ,୨।୯: ଚାଇନା ବିଶ୍ୱର ସର୍ବବୃହତ ନୌସେନା ରହିଛି। ଯେଉଁଥିରେ ୩୪୦ ରୁ ଅଧିକ ଯୁଦ୍ଧ ଜାହାଜ ଅନ୍ତର୍ଭୁକ୍ତ ଅଛି। ଏହାକୁ ଗୀନ ଓ୍ବାଟର ସେନା ଭାବରେ ବିବେଚନା କରାଯାଇଥାଏ। ଏହା ପ୍ରାୟତଃ ଦେଶର ଉପକୂଳରେ କାର୍ଯ୍ୟ କରିଥାଏ, କିନ୍ତୁ ଚାଇନାର ଯୁଦ୍ଧପୋତ…

ମହମ୍ମଦ ଅଲ-ଫୟଦ: ରାଜକୁମାରୀ ଡାଏନାଙ୍କ ସହ ଯାହାଙ୍କ ପୁଅଙ୍କର ହୋଇଥିଲା ମୃତ୍ୟୁ, ୯୪ ବର୍ଷ ବୟସରେ ପରଲୋକ

ଲଣ୍ଡନ,୨।୯: ମିଶ୍ର ଦେଶରେ ଜନ୍ମିତ ବିଜନେସମ୍ୟାନ ମହମ୍ମଦ ଅଲ-ଫୟଦଙ୍କର ପରଲୋକ ହୋଇଛି। ୯୪ ବର୍ଷ ବୟସରେ ଏହି ଅରବପତି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମିଶ୍ରର ସହର ଇଜିପ୍ଟର ଆଲେକ୍ସଜାଣ୍ଡ୍ରିଆରେ ଜନ୍ମଗ୍ରହଣ କରିଥିବା ଅଲ-ଫୟଦ ତାଙ୍କ କ୍ୟାରିୟରର ଆରମ୍ଭ ଫିଜି ଡ୍ରିଙ୍କ ବିକ୍ରୟରୁ…

ମିନିବସ୍‌-ଟ୍ରେନ୍‌ ମଧ୍ୟରେ ଧକ୍କା, ୬ ମୃତ

ଚିଲି,୨।୯: ଚିଲିର କେନ୍ଦ୍ରୀୟ ସାନ ପେଡ୍ରୋ ଦେ ଲା ପାଜରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନିବସ ସହିତ ଟ୍ରେନ୍‌ ଧକ୍କା ହେବା ଫଳରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା…

ଆମେରିକାର ଏକ ଜେଲ୍‌ରେ ଛୁରାମାଡ, ଜଣେ କଏଦୀ ମୃତ

ଓ୍ବାଶିଂଟନ୍‌,୨।୯: ଆମେରିକାର ଫୁଲଟନ କାଉଣ୍ଟି ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜେଲ୍‌ ଭିତରେ ଛୁରାମାଡରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ କଏଦୀ ଆହତ ହୋଇଛନ୍ତି। ଫୁଲଟନ କାଉଣ୍ଟି ସରିଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri