ଇସ୍ରାଏଲରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେଲେ ଜ୍ୟାକ ଲ୍ୟୁ
ଓ୍ବାଶିଂଟନ୍,୬।୯: ଆମେରିକାର ପୂର୍ବତନ ଟ୍ରେଜେରୀ ସଚିବ ଜ୍ୟାକ ଲ୍ୟୁଙ୍କୁ ଇସ୍ରାଏଲରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି। ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖା ସମୟରେ ବାଇଡେନ ଏହି ପଦବୀ…
ସହରରେ ବନ୍ୟା ପରିସ୍ଥିତି, ଗଲାଣି ୨୨ ଜୀବନ
ବ୍ରାସିଲିଆ,୬।୯: ବ୍ରାଜିଲରେ ଗତ କିଛି ଦିନ ହେବ ସାଇକ୍ଲୋନିକ ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି। ଦେଶରେ ପ୍ରବଳ ବର୍ଷା ହେତୁ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସହରଗୁଡ଼ିକ ବନ୍ୟା ପରିସ୍ଥିତିରେ ସୃଷ୍ଟି ହୋଇଛି। ଦକ୍ଷିଣ ବ୍ରାଜିଲକୁ ସାଇକ୍ଲୋନିକ ଝଡ ପ୍ରଭାବିତ କରୁଛି…
ୟୁଏସ୍ କ୍ୟାପିଟଲ ଆକ୍ରମଣରେ ବ୍ୟକ୍ତିଙ୍କୁ ୨୨ ବର୍ଷ ଦଣ୍ଡାଦେଶ, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ରହିଛି ଗୁରୁତର ଅଭିଯୋଗ
ଓ୍ବାଶିଂଟନ୍,୬।୯: ଦକ୍ଷିଣପନ୍ଥୀ ପ୍ରାଉଡ ବଏଜ୍ ଗ୍ରୁପ୍ର ଜଣେ ପୂର୍ବତନ ନେତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ଜାନୁୟାରୀ ୬, ୨୦୨୧ରେ ଆମେରିକାର କ୍ୟାପିଟଲ ଉପରେ ଆକ୍ରମଣରେ ତାଙ୍କର ହାତ ଥିବା ନେଇ ୨୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।…
୨୦୨୬ରେ ଏସିଆନର ନେତୃତ୍ୱ ନେବନି ମ୍ୟାନମାର୍, ଫିଲିପାଇନ୍ସ କରିବ ଅଧ୍ୟକ୍ଷତା
ନାଫିଦ୍ୱ, ୬।୯: ଏସୀୟ କୂଟନୀତିଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ପୂର୍ବ ଏସୀୟ ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ ମ୍ୟାନମାର୍୨୦୨୬ରେ ସେମାନଙ୍କର ଆଞ୍ଚଳିକ ବ୍ଲକର ନେତୃତ୍ୱ କରିବନାହିଁ। ଏହା ମ୍ୟାନମାର୍ର ସାମରିକ ଶାସନର ହିଂସାତ୍ମକ ଭାବେ ଶାସକ ଉପରେ ଦଖଲ କରିବା ପରେ ବିଶ୍ୱ…
ପାକିସ୍ତାନରେ ଅର୍ଥନୈତିକ ସଙ୍କଟ: ୫୦ ବ୍ୟବସାୟୀଙ୍କ ସହିତ ବୈଠକ କଲେ ସେନା ମୁଖ୍ୟ…
ଇସଲାମାବାଦ,୫।୯ : ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଜାରି ରହିଛି। ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ନଗଦ ଅର୍ଥରାଶି ଦେଶକୁ କୋଟି କୋଟି ଡଲାର ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି…
ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି
ଓ୍ବାଶିଂଟନ୍,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ବିଷୟରେ ଜାଣିବା କୌତୁହଳର ବିଷୟ ଥିଲା।…
‘ଇଣ୍ଡିଆ ବନାମ ଭାରତ’ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ପାକିସ୍ତାନୀ ମିଡିଆ, ମୋଦିରାଜରେ ହୋଇଛି କେବଳ ନାମ ପରିବର୍ତ୍ତନ…
ଇସଲାମବାଦ/ନୂଆଦିଲ୍ଲୀ, ୫।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ଭାରତ ନାମ ବ୍ୟବହାର କରି ଧର୍ମ ଆଧାରରେ ପାକିସ୍ତାନୀ…
ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀଙ୍କ ନାମରେ ରଖାଗଲା ଆମେରିକାରେ ଏକ ରାଜପଥର ନାମ, ଗୁଳିମାଡରେ ହୋଇଥିଲା ମୃତ୍ୟୁ
ଓ୍ବାଶିଂଟନ୍,୫।୯: ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ରାଜପଥର ନାମ ପରିବର୍ତ୍ତନ କରାଯାଇ ସ୍ବର୍ଗତ ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀ ରୋନିଲ ସିଂଙ୍କ ନାମରେ ନାମିତ କରାଯାଇଛି। ୨୦୧୮ରେ, ୩୩ ବର୍ଷିୟ ରୋନିଲଙ୍କୁ ଜଣେ ଅବୈଧ ପ୍ରବାସୀ ବ୍ୟକ୍ତି ଗୁଳି କରି ହତ୍ୟା…
ପ୍ୟାରିସ ଲକ୍ଷ୍ୟ ପୂରଣ କରିବା ପାଇଁ ଜଳବାୟୁ ନୀତି ନୁହେଁ ପର୍ଯ୍ୟାପ୍ତ: ଲାନସେଟ ରିପୋର୍ଟ…
ପ୍ୟାରିସ,୫।୯ : ଏକ ଅଧ୍ୟୟନ ଦାବି କରିଛି ପ୍ୟାରିସର ଲକ୍ଷ୍ୟ ପୂରଣ ପାଇଁ ବର୍ତ୍ତମାନର ଜଳବାୟୁ ନୀତି ପର୍ଯ୍ୟାପ୍ତ ନୁହେଁ। ଏଥିରେ କୁହାଯାଇଛି ଉଚ୍ଚ ଆୟକାରୀ ଦେଶମାନଙ୍କରେ ସବୁଜ ଅଭିବୃଦ୍ଧି ପାଇଁ ପ୍ରୟାସ ପ୍ୟାରିସ ଚୁକ୍ତିନାମାର ଜଳବାୟୁ ଲକ୍ଷ୍ୟ ପୂରଣ ପାଇଁ…
ପାକିସ୍ତାନରେ ବିଦ୍ୟୁତ ସଙ୍କଟ…
ଇସଲାମାବାଦ,୫।୯: ଆର୍ଥିକ ସଙ୍କଟ ସହ ପାକିସ୍ତାନ ସଂଘର୍ଷ କରୁଛି। ପାକିସ୍ତାନର ଲୋକମାନେ ଦିନକୁ ଗୋଟିଏ ଖାଇବାକୁ ମଧ୍ୟ ଅସମର୍ଥ। ଏହି ସମୟ ମଧ୍ୟରେ ସରକାର ମଧ୍ୟ ବିଦ୍ୟୁତ ସଙ୍କଟ ଦେଇ ଆସୁଛନ୍ତି। ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବରେ ଜାତୀୟ ବିଦ୍ୟୁତ ଶକ୍ତି…
ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଇରାନ, ଲୁଚାଇ ରଖୁଛି ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା
ତେହେରାନ,୫।୯: ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇରାନ। ଇରାନ ବର୍ତ୍ତମାନ ୬୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଉତ୍ପାଦନ କରି ସାରିଛି। ମିଳିତ ଜାତିସଂଘର ସଂସ୍ଥା ଅନ୍ତର୍ଜାତୀୟ ପରମାଣୁ ଉର୍ଜା ସଂଘ (ଆଇଏଇଏ) ଏନେଇ ଦୁଇଟି ରିପୋର୍ଟ ପ୍ରକାଶ କରିଛି।…
ଚିନି, ପରିବାପତ୍ର ପରେ ପାକିସ୍ତାନରେ ଦୁଗ୍ଧ ସଙ୍କଟ, ଦରଦାମ୍ ଆକାଶଛୁଆଁ
ଇସଲାମବାଦ,୫।୯: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ଓ ରାଜନୈତି ଅଚଳାବସ୍ଥା ନେଇ ଗତି କରୁଛି। ଦେଶରେ ଖାଦ୍ୟ ସାମଗ୍ରୀର ଦାମ୍ ଆକାଶଛୁଆଁ ହେବା ପରେ ବର୍ତ୍ତମାନ ଦୁଗ୍ଧ ସଙ୍କଟ ଦେଖାଦେଇଛି। ଦୁଗ୍ଧ ବିକ୍ରେତାମାନେ ମୂଲ୍ୟ ବୃଦ୍ଧି ଦାବିରେ ବିରୋଧ କରି ସୋମବାର ଠାରୁ…
Archives


