ଅନ୍ତର୍ଜାତୀୟ

ନେପ୍‌ଚ୍ୟୁନ୍‌ ପଛରେ ଥାଇପାରେ ପୃଥିବୀ ଭଳି ଗ୍ରହ

ଟୋକିଓ, ୭ା୯ (ଆଇଏଏନ୍‌ଏସ୍‌): ବ୍ରହ୍ମାଣ୍ଡରେ ପୃଥିବୀ ଭଳି ଜୀବନସତ୍ତା ଥିବା ଅନ୍ୟ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ନିରନ୍ତା ସନ୍ଧାନ ଚଳାଇଛନ୍ତି। ଏଭଳି ସ୍ଥଳେ ଆମ ସୌରମଣ୍ଡଳର ନେପ୍‌ଚ୍ୟୁନ୍‌ (ବରୁଣ ଗ୍ରହ) ପଛରେ ପୃଥିବୀ ଭଳି ଗ୍ରହ ‘ପ୍ଲାନେଟ୍‌ ନାଇନ୍‌’ ରହିଥାଇପାରେ…

ସୁଧୁରୁନି ରୁଷିଆ! ୟୁକ୍ରେନ୍‌ର ସହର ଉପରେ ରକେଟ ଦ୍ୱାରା ଆକ୍ରମଣ, ୧୬ ମୃତ

କିଭ୍‌,୬।୯: ସୁଧୁରୁନି ରୁଷିଆ। ୟୁକ୍ରେନ୍‌ ଉପରେ ଲଗାତାର ଭାବେ ଆକ୍ରମଣ କରିଚାଲିଛି ଏହି ଦେଶ। ବୁଧବାର ୟୁକ୍ରେନ୍‌ର ଏକ ସହର ଉପରେ ରକେଟ୍‌ ଦ୍ୱାରା ରୁଷିଆ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ୧୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮…

ଗ୍ରୀନ୍‌ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷ ଭାରତୀୟଙ୍କ ହୋଇସାରିଥିବ ମୃତ୍ୟୁ

ଓ୍ବାଶିଂଟନ,୬ା୯: ଆମେରିକାରେ ଗ୍ରୀନ୍‌ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ୧୦.୫ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ରୋଜଗାର ଭିତ୍ତିକ ଗ୍ରୀନ୍‌ କାର୍ଡ ବା ସବୁଜ କାର୍ଡକୁ ଅପେକ୍ଷା କରିଛନ୍ତି।…

ଚାଇନାର ନୂତନ ମାନଚିତ୍ରକୁ ବିରୋଧ କଲା ଜାପାନ

ଟୋକିଓ,୬।୯: ଗତ ମାସରେ ଚାଇନା ଦ୍ୱାରା ପ୍ରକାଶିତ ନୂତନ ମାନଚିତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି। ଏଥିରେ ପୂର୍ବ ଚାଇନା ସାଗରର ବିବାଦୀୟ ସେନକାକୁ ଦ୍ୱୀପପୁଞ୍ଜକୁ ଏହାର ଅଞ୍ଚଳର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି। ବର୍ତ୍ତମାନ ଜାପାନ ମଧ୍ୟ ଏହାକୁ…

ଭୁଶୁଡ଼ିଲା ୪ ମହଲା କୋଠା, ୪ ମୃତ

କାଇରୋ,୬ା୯: ଇଜିପ୍ଟର ରାଜଧାନୀ କାଇରୋରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। କାଇରୋସ୍ଥିତ ଏକ ୪ ମହଲା କୋଠା ଭୁଶୁଡ଼ିପଡ଼ିବାରୁ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ…

ଜଣେ ହିନ୍ଦୁ ଭାବରେ ମୁଁ ଗର୍ବିତ: ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୬।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଏବଂ ହିନ୍ଦୁ ଧର୍ମ ସମ୍ବନ୍ଧରେ ନିଜ ମତ ରଖିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ମୋର ମୂଳ ଭାରତୀୟ ଏବଂ ମୋ ସ୍ତ୍ରୀ ଭାରତୀୟ। ଜଣେ ଗର୍ବିତ ହିନ୍ଦୁ ଭାବେ ମୋର…

ଉତ୍ତର କୋରିଆକୁ ଆମେରିକାର ଚେତାବନୀ, ରୁଷିଆକୁ ଅସ୍ତ୍ରଦେଲେ ଭୋଗିବାକୁ ପଡିବ ପରିଣାମ

ଓ୍ବାଶିଂଟନ,୬।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ଧରି ଏକ ଭୟଙ୍କର ଯୁଦ୍ଧ ଲାଗି ରହିିଛି। ଏହି ସମୟରେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଯଦି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧରେ…

ପାକିସ୍ତାନ ହୋଇପାରେ ଇଣ୍ଡିଆ ! ଦାବି କରିପାରେ ଉପସ୍ଥାପନ…

ନୂଆଦିଲ୍ଲୀ/ଇସଲାମାବାଦ,୬।୯ : ଦେଶର ନାମ ପରିବର୍ତ୍ତନ ଇଣ୍ଡିଆରୁ ଭାରତ କରାଯିବା ନେଇ ବିବାଦ ଘଡ଼େିବାରେ ଲାଗିଛି। ଏଥି ସହିତ, ବର୍ତ୍ତମାନ ଏହି ବିବାଦକୁ ନେଇ ପାକିସ୍ତାନରୁ କିଛି ଖବର ଆସିବା ଆରମ୍ଭ କରିଛି। ପାକିସ୍ତାନର ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପାକିସ୍ତାନ…

ବ୍ରିଟେନର ହିତ ପାଇଁ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିରେ ରାଜି ହେବୁ: ସୁନକ

ଲଣ୍ଡନ,୬।୯:ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଉପରେ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୁନକ କହିଛନ୍ତି ଯେ, ତାଙ୍କ ଦେଶ କେବଳ…

୪୫ ମହିଳାଙ୍କୁ ବଳାତ୍କାର ପରେ ଅଶ୍ଳିଳ ଭିଡିଓ କରି ବ୍ଲାକ ମେଲ କରୁଥିଲେ ପାକିସ୍ତାନ ସ୍କୁଲର ପ୍ରିନ୍ସପାଲ

କରାଚି,୬।୯: ପାକିସ୍ତାନର କରାଚିରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ସେଠାରେ ଜଣେ ସ୍କୁଲ ପ୍ରିନ୍ସପାଲଙ୍କୁ ୪୫ ଜଣରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ପାକିସ୍ତାନର ଖବରକାଗଜ ‘ଡନ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ପ୍ରିନ୍ସପାଲଙ୍କ ମୋବାଇଲରୁ…

ଗ୍ରୀନ କାର୍ଡ ଆଶାରେ ୪ ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ ଦୀପ ଲିଭିଯାଇପାରେ: ୧୧ ଲକ୍ଷରୁ ଅଧିକ ବ୍ୟାକଲଗ୍‌, ଶେଷ ପାଇଁ ଲାଗିବ ୧୩୪ ବର୍ଷରୁ ବେଶି…

ଓ୍ବାଶିଂଟନ,୬।୯ : ଆମେରିକାରେ ଲକ୍ଷ ଲକ୍ଷ ଭାରତୀୟ ଅଛନ୍ତି ଯେଉଁମାନେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଆମେରିକାରେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରୁଥିବାବେଳେ ଚାରି ଲକ୍ଷରୁ ଅଧିକ ଭାରତୀୟ…

କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ

ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ ୧୯୯୦ମସିହାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri