ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର ପରିଦର୍ଶକ…
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କିଭ୍ ଗସ୍ତବେଳେ ଗୁଳିମାଡ କଲା ଋଷିଆ, ୧୭ମୃତ
କିଭ୍,୭।୯: ପୂର୍ବ ୟୁକ୍ରେନର ଏକ ସହରର ବଜାରରେ ଋଷିଆ ଗୁଳିମାଡ କରିଛି। ସାନି ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଋଷିଆ ବିରୋଧରେ ୟୁକ୍ରେନ ଯବାନଙ୍କୁ ସମର୍ଥନ କରିବାକୁ…
ଶାଶୁ ଶ୍ୱଶୁରଙ୍କୁ ନେଇ ଗର୍ବ କରେ: ଋଷି ସୁନକ
ଇଂଲଣ୍ଡ,୭।୯: ଭାରତୀୟ ଭାବେ ନିଜକୁ ଗର୍ବିତ ଅନୁଭବ କରେ ବୋଲି କହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ କହିଛନ୍ତ, ଯେତେବେଳେ ସେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭେଟନ୍ତି କିମ୍ବା ତାଙ୍କ ସହ ଡିନର କରନ୍ତି ସେମାନେ କେବେ ରାଜନୀତି କିମ୍ବା…
ଧରାପଡ଼ିଲା ଚାଇନା ଚାଲାକି, ଶେଷରେ ମାଗିଲା କ୍ଷମା
ବେଜିଂ,୭ା୯: କମଳା ଜୁସ୍ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ମଧ୍ୟରୁ ଅନ୍ୟତମ। କିନ୍ତୁ ଆଜିକାଲ ଏଥିରେ ରଙ୍ଗ ଏବଂ କେମିକାଲ ମିଶାଯାଉଥିବାରୁ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ବାସ୍ତବରେ ଚାଇନା ରେଷ୍ଟୁରାଣ୍ଟର ଏକ ଭିଡିଓ ଭାଇରାଲ…
ଭାରତର ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍’: ମୋଦି
ଜାକର୍ତ୍ତା/ନୂଆଦିଲ୍ଲୀ,୭।୯: ଏସିଆନ୍ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ…
ଚାଇନା ରୁଷିଆ ଜି-୨୦ ଘୋଷଣାପତ୍ରରେ ସ୍ବାକ୍ଷର କରିବା ଆଶା କମ: ଆମେରିକା…
ଓ୍ବାଶିଂଟନ,୭।୯ : ଆମେରିକା ଅନୁମାନ କରୁଛି ଚଳିତ ସପ୍ତାହରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ। କିନ୍ତୁ ରୁଷିଆ ଏବଂ ଚାଇନା ଭଳି ଦେଶ ଏଥିରେ ସ୍ବାକ୍ଷର କରିବା ଆଶା କମ…
ମୋଦିଙ୍କୁ ପ୍ରଶଂସା କଲେ ହଲିଉଡ୍ ଅଭିନେତ୍ରୀ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭।୯: ଆଫ୍ରିକୀୟ ସମସ୍ୟାକୁ ବିଶ୍ୱ ସ୍ତରରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜି -୨୦ ଦେଶ ପକ୍ଷରୁ ସେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବରେ ସେ କହିଛନ୍ତି ଯେ, ଆଫ୍ରିକୀୟ…
ୟୁକ୍ରେନକୁ ସାଢ଼େ ୧୭ କୋଟି ଡଲାର ସାମରିକ ସହାୟତା ଦେଲା ଆମେରିକା…
ଓ୍ବାଶିଂଟନ,୭।୯ : ୟୁକ୍ରେନ ପାଇଁ ଆମେରିକା ଏକ ବଡ ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ ଅନ୍ତର୍ଗତ ୟୁକ୍ରେନ ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇବ। ଏହି ସହାୟତା ସାଢ଼େ ୧୭ କୋଟି ଆମେରିକୀୟ ଡଲାରର ହେବ।…
ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ସୈନ୍ୟ, ୧୨ ଆତଙ୍କବାଦୀ ନିହତ…
ଇସଲାମାବାଦ,୭।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଚାରିଜଣ ପାକିସ୍ତାନୀ ସୈନିକ ଏବଂ ୧୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସୂଚନା ସାମରିକ ବିବୃତ୍ତିରେ ଦିଆଯାଇଛି। ସେନା ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ ଏକ…
ଆମେ ଏପରି ଅନୁରୋଧକୁ ଗ୍ରହଣ କରିବୁ: ଭାରତ ବିବାଦ ନେଇ ଜାତିସଂଘର ବିବୃତ୍ତି…
ଜେନେଭା,୭।୯ : ଦେଶର ନାମ ପରିବର୍ତ୍ତନକୁ ନେଇ ଭାରତରେ ଏକ ବିବାଦ ଲାଗି ରହିଛି। ଏହି ବିବାଦରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଏହି ବିବାଦ ମଧ୍ୟରେ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାତିସଂଘକୁ ସେମାନଙ୍କ ନାମ…
ଚନ୍ଦ୍ର ମୁହାଁ ଜାପାନ: ସଫଳ ହେଲା ଉତ୍କ୍ଷେପଣ…
ଟୋକିଓ,୭।୯ : ଗୁରୁବାର ସକାଳେ ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ…
ଦକ୍ଷିଣ ବ୍ରାଜିଲରେ ଘୂର୍ଣ୍ଣିବଳୟ: ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା..
ବ୍ରାସିଲିଆ,୭।୯: ଦକ୍ଷିଣ ବ୍ରାଜିଲରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି। ଏକ ଟ୍ରପିକାଲ ସାଇକ୍ଲୋନିକ ଏହି ଅଞ୍ଚଳକୁ ଧ୍ୱଂସ କରିଦେଇଛି, ଘୂର୍ଣ୍ଣିବଳୟ ଯୋଗୁଁ ଘରଗୁଡିକ ଜଳବନ୍ଦୀ ହୋଇ ରହିଛି। ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର…
Archives


