ଅନ୍ତର୍ଜାତୀୟ

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି

ସାଉଥ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ପୁଣି ଥରେ ଚର୍ଚ୍ଚରେ ଅଛି। ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କରିବା ସହ କହିଛନ୍ତି, ଏହି…

ଆମେରିକାରେ ଘୂର୍ଣ୍ଣିଝଡ଼ ଲି କୁ ନେଇ ହାଇ ଆଲର୍ଟ, ୧୮୫ କିଲୋମିଟର ପ୍ରତି ଘଣ୍ଟାରେ ବହୁଛି ପବନ

ଓ୍ବାଶିଂଟନ,୧୦।୯: ଆମେରିକାରେ ଘୂର୍ଣ୍ଣିଝଡ଼ ଲି କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ରିପୋର୍ଟ କରିଛି ଯେ ହ୍ୟୁରେନ ଲି ପ୍ୟୁର୍ଟ୍ରୋ ରିକୋର ଉତ୍ତର ଦିଗକୁ ଗତି କରୁଛି। ସେ କହିଛନ୍ତି ଯେ ଏହି ଝଡ଼…

ବିକାଶର ନୂଆ କିର୍ତ୍ତିମାନ ସ୍ଥାପନ କରିବ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ/ପ୍ୟାରିସ,୧୦।୯: ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ରବିବାର ଶେଷ ହୋଇଛି। ଜି -୨୦ ଶିଖର ସମ୍ମିଳନୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି…

ଭାରତକୁ ପ୍ରଶଂସା କଲା ରୁଷିଆ

ନୂଆଦିଲ୍ଲୀ/ମସ୍କୋ,୧୦ା୯: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜି -୨୦ର ଅଧ୍ୟକ୍ଷତା କରିବା ଭାରତର ଦାୟିତ୍ୱ ଅଟେ। ନଭେମ୍ବର ଶେଷରେ ଜି -୨୦ ଏକ…

ବାଇଡେନ, ସୁନକ, ଅଲବନିଜ…ସମସ୍ତେ ମୋଦିଙ୍କ ସହ ସେୟାର କଲେ ନିଜ ଫଟୋ, ଏମିତି ନଜର ଆସିଲା ‘ବନ୍ଧୁତ୍ୱ’ର ରଙ୍ଗ

ନୁଆଦିଲ୍ଲୀ,୧୦।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ନେତାଙ୍କ ମଧ୍ୟରେ ଭାରତକୁ ନେଇ ଅନେକ କ୍ରେଜ ଦେଖା ଦେଇଥିଲା। ନେତାମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏବେ ଜି-୨୦ର ଫଟୋ ସେୟାର କରିବା ଆରମ୍ଭ କରିଛନ୍ତି । ଆମେରିକାର…

ଘୋଷଣା ପତ୍ରକୁ ନେଇ ବାଇଡେନଙ୍କୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦।୯: ବର୍ତ୍ତମାନ ଦେଶରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଆଖି ସ୍ଥିର ହୋଇଛି। ଏହା ରବିବାର ଶେଷ ହୋଇଛି। ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଶ୍ୱର ୨୯ ଟି ଦେଶର ମୁଖ୍ୟ ଦିଲ୍ଲୀ ପହଞ୍ଚିଥିଲେ।…

ୟୁକ୍ରେନରେ ଶାନ୍ତିର ମଧ୍ୟସ୍ଥତାକୁ ନେଇ ରାଗିଲା ରୁଷିଆ, କହିଲା କ୍ୱିଭ ନିଜ ହାତରେ ନିଜକୁ ନଷ୍ଟ କରିଛି, ଭାରତକୁ କଲା ପ୍ରଶଂସା

ମସ୍କୋ,୧୦।୯: ବର୍ତ୍ତମାନ ଭାରତରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ସ୍ଥିର ହୋଇଛି। ଏହି ଶିଖର ସମ୍ମିଳନୀରେ ନେତାଙ୍କ ମିଳିତ ଘୋଷଣା ଜାରି କରାଯାଇଥିଲା, ଯାହା ୟୁକ୍ରେନରେ ଶାନ୍ତି ପାଇଁ ଆହ୍ବାନ କରିଥିଲା। ସଦସ୍ୟ ଦେଶମାନଙ୍କୁ…

ଭାରତ-ୟୁରୋପ ରେଳ ଲିଙ୍କ ପରିଯୋଜନାକୁ ନେଇ ଇସ୍ରାଏଲ ଖୁସି, ପ୍ରଧାନମନ୍ତ୍ରୀ କହିଲେ ଇତିହାସର ସବୁଠାରୁ ବଡ ପ୍ରୋଜେକ୍ଟ

ଜେରୁଜେଲମ,୧୦।୯: ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଏକ ବଡ ଘୋଷଣା କରାଯାଇଥିଲା। ଏହା ଅଧୀନରେ ଭାରତ-ମଧ୍ୟ ପୂର୍ବ-ୟୁରୋପ ମଧ୍ୟରେ ଏକ ଆର୍ଥିକ କରିଡର (IMEC) ନିର୍ମାଣ ହେବ। ଏହା ଅଧୀନରେ ଭାରତ ରେଳ ଏବଂ ପରିବହନ ମାଧ୍ୟମରେ ୟୁରୋପ…

ଜାନୁୟାରୀ ୨୦୨୪ରେ ଆସିବେ ବାଇଡେନ, ‘କ୍ୱାଡ’ ବୈଠକ ହେଲେ ପୁଣିଥରେ ସଜାଇ ହେବ ଭାରତର ବିଶ୍ୱ ମଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମ ଗସ୍ତ କରିଛନ୍ତି ସତ ହେଲେ ସେ ଆସନ୍ତା ବର୍ଷ ଜାନୁୟାରୀରେ ପୁଣିଥରେ ଭାରତ ଆସିବାକୁ ଅପେକ୍ଷା ରଖିଛନ୍ତି। ଜାନୁୟାରୀ ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସବୁଜ ଜଳବାୟୁ ପାଣ୍ଠିକୁ ୨୦୦ କୋଟି ଟଙ୍କା ଦେବ ବ୍ରିଟେନ

ନୂଆଦିଲ୍ଲୀ/ଲଣ୍ଡନ,୧୦ା୯: ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ବଡ଼ ଘୋଷଣା କରିଛନ୍ତି। ବ୍ରିଟେନ ସବୁଜ ଜଳବାୟୁ ପାଣ୍ଠି (ଜିସିଏଫ)କୁ ୨ ବିଲିୟନ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୦୦ କୋଟି ଟଙ୍କା…

ଭାରତର ଚାଇନାକୁ ବଡ ବାର୍ତ୍ତା! ଲଦ୍ଦାଖର ନ୍ୟୋମାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ଫାଇଟର ଏୟାରଫିଲ୍ଡ

ନୂଆଦିଲ୍ଲୀ,/ବେଜିଂ,୧୦।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ ମଧ୍ୟରେ ଭାରତ ଚାଇନାକୁ ଏକ ବଡ ବାର୍ତ୍ତା ଦେଇଛି। ଲଦ୍ଦାଖର ନ୍ୟୋମା ଠାରେ ଭାରତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ ବିମାନ କ୍ଷେତ୍ର ବା ଫାଇଟର ଏୟାରଫିଲ୍ଡ ନିର୍ମାଣ କରିବ। ପ୍ରତିରକ୍ଷା…

ନାସାରେ ସ୍ପେସ ବୈଜ୍ଞାନିକ ହେଲେ ଭାରତର ୨୧ ବର୍ଷିୟ ଛାତ୍ର

ଇନ୍ଦୋର,୧୦।୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଇନ୍ଦୋରର ୨୧ବର୍ଷିୟ ଆଗମ। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ରହୁଥିବା ୨୧ ବର୍ଷିୟ ଆଗମ ଜୈନ ଆମେରିକାର ସ୍ପେସ ଏଜେନ୍ସି ନାସାପାଇଁ ମନୋନୀତ ହୋଇଛନ୍ତି। ଆଗାମ ନାସାରେ ଇଣ୍ଟରନାଶନାଲ ଏୟାର ଆଣ୍ଡ ସ୍ପେସ୍‌ ପ୍ରୋଗ୍ରାମ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri