ହମାସ୍ ମୁଖ୍ୟଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼
ଜେରୁଜେଲମ୍,୪ା୧୧: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହନିୟେଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଆକ୍ରମଣ ସମୟରେ ଇସ୍ମାଇଲ ଘରେ ନ ଥିଲେ। ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର ଗାଜାର…
ଇମ୍ରାନଙ୍କ ନିକଟତମ ଫବାଦ ଚୌଧୁରୀ ଗିରଫ, ଅପହରଣ ଅଭିଯୋଗ ଆଣିଲେ ସ୍ତ୍ରୀ…
ଇସଲାମାବାଦ,୪।୧୧: ପାକିସ୍ତାନ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଫୱାଦ ଚୌଧୁରୀଙ୍କ ସ୍ତ୍ରୀ ହିବା ଫୱାଦ ଚୌଧୁରୀ ତାଙ୍କ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି। ପାକିସ୍ତାନ ଭିତ୍ତିକ ଜିଓ ନ୍ୟୁଜ ଶନିବାର ରିପୋର୍ଟ କରିଛି ଫୱାଦଙ୍କୁ ଗିରଫ କରାଯିବା ପରେ…
ହମାସର ଚେତାବନୀ, ଗୋଟିଏ ଦିନରେ ଶେଷ ହୋଇଯିବ ଆମେରିକା
ବେରୁତ,୪।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହମାସର ଜଣେ ବରିଷ୍ଠ ନେତା ଚେତାବନୀ ଦେଇଛନ୍ତି ଯେ ଦିନେ ଆମେରିକା ଶେଷ ହେବ ଏବଂ ଏହା ସୋଭିଏତ ୟୁନିଅନ ପରି ବିଚ୍ଛିନ୍ନ ହେବ। ଜେରୁଜେଲମ ପୋଷ୍ଟ ଏହାର ରିପୋର୍ଟରେ…
ପାକିସ୍ତାନ ଏୟାର ବେସରେ ଆକ୍ରମଣ, ୩ ଆତଙ୍କବାଦୀ ମୃତ
ଇସଲାମାବାଦ,୪।୧୧: ପାକିସ୍ତାନର ମିଆନୱାଲି ଏୟାରବେସରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ଜିହାଦ ନିଜକୁ ଦାୟୀ କରିଛି। ଏହାପରେ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନୀ ସେନାର ଅପରେସନ ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମିଆନୱାଲି ଏୟାରବେସରେ…
୧୨୮ରେ ପହଞ୍ଚିଲା ନେପାଳ ମୃତକଙ୍କ ସଂଖ୍ୟା, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ,୪।୧୧: ପଶ୍ଚିମ ନେପାଳରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଭୂକମ୍ପରେ ଅନେକ ଘର ନଷ୍ଟ ହୋଇଯାଇଛି। ନେପାଳର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ରୁକୁମ ୱେଷ୍ଟରେ ୩୫ରୁ ଅଧିକ…
ଦୋଛକିରେ ଆଫଗାନ୍
ଇସ୍ଲାମାବାଦ/କାବୁଲ,୪ା୧୧: ବେଆଇନ ପ୍ରବାସୀ ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଛାଡ଼ି ଚାଲିଯାଅ। ଅନ୍ୟଥା ଗିରଫ ପରେ ଜବରଦସ୍ତି ବିତାଡ଼ିତ କରାଯିବ ବୋଲି ପାକିସ୍ତାନ ମାସିକିଆ ମହଲତ ସହ ଚେତାବନୀ ଦେଇଥିଲା। ଏହି ପ୍ରତ୍ୟାବର୍ତ୍ତନ ନିର୍ଦ୍ଦେଶ ସମସ୍ତ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ…
ନେପାଳ ଭୂକମ୍ପରେ ୭୨ ମୃତ, ହଜାରେରୁ ଅଧିକ ଆହତ
କାଠମାଣ୍ଡୁ,୪।୧୧: ଶୁକ୍ରବାର ରାତିରେ ନେପାଳରେ ଘଟିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷତି ଘଟିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ଅତି କମରେ ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ମୃତ୍ୟୁ…
ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୪
ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି ଥିବା…
ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୧୧: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ନବମ ସରକାରୀ ଗସ୍ତର ଅଂଶ ଭାବରେ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ପରେ ଅଷ୍ଟିନ ଦକ୍ଷିଣ କୋରିଆ ଏବଂ ଇଣ୍ଡୋନେସିଆ ଗସ୍ତ…
ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୧୨ ଆହତ
ତେହରାନ,୩ା୧୧: ଶୁକ୍ରବାର ଉତ୍ତର ଇରାନର ଏକ ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହେବାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ତେହରାନର ଉତ୍ତରରେ ଥିବା ଗିଲାନ ପ୍ରଦେଶର ଲାଙ୍ଗରୁଦ ସହରସ୍ଥିତ ଔଷଧ କାରଖାନାରେ ଆଜି ସକାଳେ…
୧୨ରୁ ଅଧିକ ଦୂତାବାସ ବନ୍ଦ କରିବାକୁ ଯାଉଛି ଉତ୍ତର କୋରିଆ
ପ୍ୟୋଙ୍ଗ୍ୟାଙ୍ଗ,୩ା୧୧: ଉତ୍ତର କୋରିଆ ନିଜର ରାଜନୈତିକ କ୍ଷମତାକୁ ବଢ଼ାଇବା ପାଇଁ କିଛି ଦୂତାବାସକୁ ବନ୍ଦ କରିବା ପାଇଁ ଯୋଜନା କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଦକ୍ଷିଣ କୋରିଆ କହିଛନ୍ତି, ଏହାଠାରୁ ସଙ୍କେତ ମିଳିଛି କି ଉତ୍ତର କୋରିଆ ପ୍ରତିବନ୍ଧକର ବୋଝ…
ଗୋଟିଏ ବର୍ଷରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ପହଞ୍ଚିଛନ୍ତି ଆମେରିକାରେ
ଓ୍ବାଶିଂଟନ,୩।୧୧: ଆମେରିକାର କଷ୍ଟମ ଏବଂ ସୀମା ସୁରକ୍ଷା ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ମଧ୍ୟରେ ୯୬,୯୧୭ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ଗତ ବର୍ଷ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା ଭାରତୀୟଙ୍କ…
Archives


