ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍ ଚେନିଙ୍କ ପରଲୋକ
ଓ୍ବାଶିଂଟନ,୫ା୧୧: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍ ଚେନିଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ନିମୋନିଆ, ହୃଦ୍ଘାତ ଆଦି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଡିକ୍ ବହୁ ଦଶନ୍ଧି ଧରି…
ସ୍ବାମୀଙ୍କ ମୁହଁ ଫଟୋଶପ୍ କରି ଟ୍ରୋଲ୍ ହେଲେ ପ୍ରେସ୍ ସଚିବ
ଓ୍ବାଶିଂଟନ୍,୫ା୧୧:ଆମେରିକା ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ତାଙ୍କ ୬୦ ବର୍ଷୀୟ ସ୍ବାମୀଙ୍କ ମୁହଁକୁ ଫଟୋଶପିଙ୍ଗ୍ କରି ଅନ୍ଲାଇନରେ ଟ୍ରୋଲ୍ ହୋଇଛନ୍ତି। କାରୋଲିନ୍ ପୋଷ୍ଟ କରିଥିବା ହୋଲୋଓ୍ବିନ୍ ଫଟୋଗୁଡ଼ିକରେ ତାଙ୍କ ସ୍ବାମୀ ନିକୋଲାସ୍ ରିସିଓଙ୍କ ମୁହଁ ଚିକ୍କଣ ଓ ଯୁବସୁଲଭ…
ଆମେରିକାକୁ ଚେତାଇ ଦେଲା ଚାଇନା, ସୀମାରେଖା ଟପିଲେ ଭୋଗିବ ପରିଣାମ
ନୂଆଦିଲ୍ଲୀ,୪।୧୧: ଦକ୍ଷିଣ କୋରିଆରେ ଚାଇନାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସାକ୍ଷାତକାରର କିଛି ଦିନ ପରେ ବେଜିଂ ୱାଶିଂଟନ୍କୁ ପୁଣି ଏକ ଚେତାବନୀ ଦେଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ତିକ୍ତତା ଏଡ଼ାଇବା ପାଇଁ ଆମେରିକା ଚୀନ୍ର…
ନାଇଜେରିଆ ଉପରେ ଏୟାରଷ୍ଟ୍ରାଇକ ଧମକ ଦେଲେ ଟ୍ରମ୍ପ, କଡ଼ା ଜବାବ ଦେଲା ଚାଇନା
ନୂଆଦିଲ୍ଲୀ,୪।୧୧: ଖ୍ରୀଷ୍ଟିଆନମାନଙ୍କ ଉପରେ ହେଉଥିବା କଥିତ ଅତ୍ୟାଚାରକୁ ନେଇ ନାଇଜେରିଆ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଧମକକୁ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଚାଇନା ନାଇଜେରିଆ ସରକାରଙ୍କୁ ସେମାନଙ୍କର ରାଷ୍ଟ୍ରୀୟ ପରିସ୍ଥିତି ଅନୁରୂପ ବିକାଶ…
ପାକିସ୍ତାନରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
ଇସଲାମାବାଦ,୪।୧୧: ରାଷ୍ଟ୍ରାୟତ୍ତ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର କାର୍ଯ୍ୟ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଇଞ୍ଜିନିୟରମାନେ ବିମାନ ପାଇଁ ଉଡ଼ାଣ କ୍ଲିୟରାନ୍ସକୁ ସ୍ଥଗିତ ରଖିଛନ୍ତି। ଏହା ୧୨ ରୁ ଅଧିକ PIA ଅନ୍ତର୍ଜାତୀୟ ବିମାନକୁ ପ୍ରଭାବିତ କରିଛି। ପାକିସ୍ତାନର ବିଭିନ୍ନ ବିମାନବନ୍ଦରରେ…
ଟ୍ରମ୍ପଙ୍କ ଦାବିକୁ ନେଇ ବିଳି ବିଳେଇଲାଣି ପାକିସ୍ତାନ, କରୁଛି ଅଣ୍ଡରଗ୍ରାଉଣ୍ଡ ପରମାଣୁ ପରୀକ୍ଷଣ!
ଇସଲାମାବାଦ,୪।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନ ଏବଂ ଚାଇନା ପରମାଣୁ ପରୀକ୍ଷଣ କରୁଛନ୍ତି। ଟ୍ରମ୍ପଙ୍କ ଏହି ଦାବି ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଏବେ ଟ୍ରମ୍ପଙ୍କ ବୟାନର ଜବାବ ଦେଇଛି, କହିଛି ଯେ ପାକିସ୍ତାନ…
ଆଫଗାନିସ୍ତାନରେ ଭୂକମ୍ପ: ୨୦ ମୃତ, ୫୩୪ ଆହତ
କାବୁଲ,୪ା୧୧: ଆଫଗାନିସ୍ତାନର ଉତ୍ତର ଭାଗରେ ରବିବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇ ଅନୂ୍ୟନ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୫୩୪ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟ ବୃଦ୍ଧି ପାଇବା…
ଆଫଗାନିସ୍ତାନ ସହ ତିକ୍ତତା ବଢ଼ାଇବାରେ ସିଧାସଳଖ ପାକ୍ ସେନାର ହାତ! ତାଲିବାନର ଗୁରୁତ୍ୱପୂର୍ଣ୍ଣ ଖୁଲାସା
ଇସଲାମାବାଦ/କାବୁଲ,୩।୧୧: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସପ୍ତାହବ୍ୟାପୀ ଶତ୍ରୁତା ପରେ ଅନୁଷ୍ଠିତ ଶାନ୍ତି ଆଲୋଚନାରେ ଫଳାଫଳ ଶୂନ୍ୟ ରହିଥିବାବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଫଗାନିସ୍ତାନ ତାଲିବାନ ଅଧିକାରୀଙ୍କ ଦାବି ଅନୁଯାୟୀ, ଗୋଟିଏ ପଟେ ଆମେରିକା ଡ୍ରୋନ୍ ଆକ୍ରମଣ ପାଇଁ…
ଚାଇନାକୁ ନେଇ ସାରା ବିଶ୍ୱକୁ ଧମକ ଦେଲେ ଟ୍ରମ୍ପ, କହିଲେ ଏତେବଡ଼ କଥା ସମସ୍ତେ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୩।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେପରି ଚାଇନା ଆମେରିକା ପାଇଁ ବିପଦ ସୃଷ୍ଟି କରେ, ସେହିପରି ଆମେରିକା ମଧ୍ୟ ଚାଇନା ପାଇଁ ବିପଦ ସୃଷ୍ଟି କରେ। ଟ୍ରମ୍ପ…
‘କ୍ୟାମେରା ସବୁ ଦେଖୁଛି, କିନ୍ତୁ…,’ ଜେଡି ଭାନ୍ସଙ୍କ ସହ ଭାଇରାଲ ଭିଡିଓକୁ ନେଇ ମୁହଁ ଖୋଲିଲେ ଏରିକା
ଓ୍ବାଶିଂଟନ,୩।୧୧: ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କର୍କଙ୍କ ମୃତ୍ୟୁକୁ କିଛି ମାସ ବିତିନାହିଁ, ଏବେ ତାଙ୍କ ପତ୍ନୀ ଏରିକା କିର୍କଙ୍କ ଖୁବ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଆଲିଙ୍ଗନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ…
ପାକିସ୍ତାନକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ: ବଢୁଛି ଚର୍ଚ୍ଚା
ଓ୍ବାଶିଂଟନ୍,୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଏକ ବଡ଼ ଦାବି କରିଛନ୍ତି। ପାକିସ୍ତାନ ଭୂତଳ ପରମାଣୁ ପରୀକ୍ଷଣ କରୁଛି। ରୁଷିଆ ଏବଂ ଚାଇନା ଭଳି ଦେଶ ମଧ୍ୟ ପରମାଣୁ ପରୀକ୍ଷଣ କରୁଛନ୍ତି। ଭୂତଳ ପରୀକ୍ଷଣ ଯୋଗୁ କମ୍ପନ…
ୟୁନୁସ ନୁହେଁ କି, ଖାଲିଦା ଜିଆ ନୁହେଁ, ହାସିନାଙ୍କୁ ପଛରୁ ଛୁରି ମାରିଥିଲେ ତାଙ୍କର ଅତି ନିକଟତମ, ଆମରିକା ରଚିଥିଲା ଷଡ଼ଯନ୍ତ୍ର
ଢାକା,୩।୧୧: ବାଂଲାଦେଶର ରାଜନୀତି ବର୍ତ୍ତମାନ ସରଗରମ। ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆରେ ସାମରିକ ବିଦ୍ରୋହର ଗୁଜବ ମଧ୍ୟରେ, ଉନ୍ମୋଚନ ହେବାକୁ ଥିବା ଏକ ପୁସ୍ତକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ପୁସ୍ତକଟି ଦାବି କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ…
Archives


