ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନେତାନ୍ୟାହୁ ଫୋନ କରିଥିଲେ ଏବଂ ଏହି ସମୟରେ ମୁଁ ତାଙ୍କୁ କହିଛି ଆମେ କଷ୍ଟ ସମୟରେ ଆପଣଙ୍କ…
୭୨ ଘଣ୍ଟାରେ ନିଆଗଲା ପ୍ରତିଶୋଧ: ହମାସର ୧୫୦୦ ଆତଙ୍କବାଦୀ ନିହତ, ସୀମା ଏବେ ସୁରକ୍ଷିତ
ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ କରିଥିବା ଆକ୍ରମଣର ୭୧ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି। ହମାସର ୧୫୦୦ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ଦେଶର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମଧ୍ୟ ସେନା ମୁଖପାତ୍ର ରିଚାର୍ଡ ହେକ୍ଟ ଦାବି କରିଛନ୍ତି।…
ଗାଜା ଏବେ ଯୁଦ୍ଧ କ୍ଷେତ୍ରରେ ପରିଣତ: ଧ୍ୱଂସସ୍ତୁପରେ ଆର୍ତ୍ତ ଚିତ୍କାର,ମନରେ କୋହ ଆଖିରେ ଲୁହ…
ଜେରୁଜେଲମ,୧୦।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଆନୁଷ୍ଠାନିକ ଯୁଦ୍ଧ ଘୋଷଣା କରିଛି। ଗାଜାର ବିଭିନ୍ନ ଅଞ୍ଚଳରେ ଇସ୍ରାଏଲ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ କ୍ରମାଗତ ବିବାଦ ଲାଗି ରହିଛି। ଧ୍ୱଂସସ୍ତୁପର ଚାରିଆଡ଼େ ଚିତ୍କାର, ବିଲ୍ଡିଂ ଗୁଡିକ ତାସ ଭଳି…
ଇସ୍ରାଏଲର ସମର୍ଥନରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଇଟାଲୀ: ହମାସର ଚିନ୍ତା ବଢ଼ିଲା…
ଜେରୁଜେଲମ, ୧୦।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିଛି। ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ କ୍ରମାଗତ…
ମ୍ୟାନ୍ମାରରେ ବିସ୍ଥାପିତଙ୍କ କ୍ୟାମ୍ପ ଉପରେ ଆକ୍ରମଣ, ୨୯ ମୃତ
ନାଫିଦ୍ୱ,୧୦।୧୦: ମ୍ୟାନ୍ମାରର କାଚିନ ରାଜ୍ୟରେ ବିସ୍ଥାପିତଙ୍କ ଏକ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି। ସେନା ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ମହିଳା, ଶିଶୁ ଏବଂ ବୃଦ୍ଧ ମଧ୍ୟ ଅଛନ୍ତି। ଏଥିସହ ୫୯ ଜଣ ଗୁରୁତର…
ପାଲେଷ୍ଟାଇନଙ୍କୁ ସମର୍ଥନ କଲା ସାଉଦି ଆରବ
ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସର ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଆକ୍ରମଣ କରୁଛି। ଏହି ସମୟରେ ଶାନ୍ତି ଆଣିବା ପାଇଁ ସାଉଦି ଆରବ ପାଲେଷ୍ଟାଇନବାସୀଙ୍କ ସହ ଛିଡା ହୋଇଛି ବୋଲି କହିଛି। ସାଉଦି କ୍ରାଉନ ପ୍ରିନ୍ସ…
‘ଆମେରିକୀୟ ନାଗରିକଙ୍କ ସୁରକ୍ଷା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବୁ’, ଯୁଦ୍ଧ ମଧ୍ୟରେ ଏଫ୍ବିଆଇର ଚେତାବନୀ
ଓ୍ବାଶିଂଟନ,୧୦।୧୦: ଆମେରିକାର ସର୍ବୋଚ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏଫ୍ବିଆଇ ଚେତାବନୀ ଦେଇଛି ଯେ, ଆମେରିକାର ନାଗରିକଙ୍କ ଜୀବନ ପ୍ରତି କିଛି ବି ସମ୍ଭାବ୍ୟ ବିପଦର ଯାଞ୍ଚ ଏଫ୍ବିଆଇ କରିବ ଏବଂ ଆମେରିକାର ନାଗରିକଙ୍କୁ ବଞ୍ଚାଇବା ପାଇଁ କୌଣସି କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା…
‘ଯଦି ମୁଁ ରାଷ୍ଟ୍ରପତି ପଦରେ ଥାଆନ୍ତି…’,ଇସ୍ରାଏଲ ଆକ୍ରମଣକୁ ନେଇ କହିଲେ ଟ୍ରମ୍ଫ
ଓ୍ବାଶିଂଟନ,୧୦।୧୦: ଯେଉଁଠାରେ ସମସ୍ତ ଦେଶ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରୁଛନ୍ତି। ସେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ରାଏଲ ଉପରେ ହୋଇଥିବା ଏହି ଆକ୍ରମଣ ପାଇଁ ଦାୟୀ କରିଛନ୍ତି। ସୋମବାର…
ହମାସର ବିମାନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ଖବରଦାତା
ଜେରୁଜେଲମ,୧୦।୧୦: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲରେ ପ୍ରବେଶ କରିବା ପରେ ରାସ୍ତାରେ ଖୋଲାଖୋଲି ଭାବେ ଗୁଳି ଚଳାଇଥିଲା ଏବଂ ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା ଯେଉଁଥିରେ ଏପର୍ଯ୍ୟନ୍ତ ପ୍ରାୟ ୯୦୦ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଲାଣି। ଏହି ଆକ୍ରମଣର ଭୟ କାରଣରୁ…
ଇଟାଲୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂ
ରୋମ,୧୦।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଠାରୁ ଇଟାଲୀ ଏବଂ ଫ୍ରାନ୍ସ ଗସ୍ତରେ ଆସି ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ଏବଂ ସାମରିକ ହାର୍ଡୱେୟାରର ମିଳିତ ବିକାଶ ପାଇଁ ଶିଳ୍ପ ସହଯୋଗ ବିଷୟରେ ଆଲୋଚନା କରିବେ। ପ୍ରଥମ ପର୍ଯ୍ୟାୟରେ ରାଜନାଥ ସିଂ…
ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନା ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ
ସାନ ଫ୍ୟାନ୍ସିସ୍କୋ,୧୦।୧୦: ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନାର କନସୁଲେଟ ନିକଟରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ଚାଇନା ଦୂତାବାସରେ ପ୍ରବେଶ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ ସାନ ଫ୍ରାନ୍ସିସ୍କୋ ପୋଲିସ ସନ୍ଦିଗ୍ଧଙ୍କ…
ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ବିବାହ କଲେ ସେନା ଯୋଡି
ତେଲ ଆଭିବ,୧୦।୧୦: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧ ହେତୁ ଇସ୍ରାଏଲ ଏବଂ ପାଲେଷ୍ଟାଇନର ଦୈନନ୍ଦିନ ଜୀବନ ଅସ୍ଥିର ହୋଇପଡିଛି। ଇସ୍ରାଏଲର ସୈନିକମାନେ ହମାସ ଆତଙ୍କବାଦୀଙ୍କ ସହ ଲଢିବା…
Archives


