୬୦ ହମାସ୍ ଆତଙ୍କବାଦୀ ନିହତ
ଜେରୁଜେଲମ୍,୧୪ା୧୦: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶୁକ୍ରବାର ଏକ ଦୁଃସାହସିକ ଅଭିଯାନକ୍ରମେ ୬୦ ହମାସ ଆତଙ୍କବାଦୀଙ୍କୁ ହତ୍ୟାକରି ସେମାନଙ୍କ କବଳରୁ ୨୫୦ରୁ ଊର୍ଦ୍ଧ୍ୱ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଆଇଡିଏଫ୍ର ଫ୍ଲୋଟିଲା-୧୩ ୟୁନିଟ୍ ସୁଫା ଆଉଟପୋଷ୍ଟ ଉପରେ ଚଢ଼ାଉ କରି ୬୦ରୁ ଅଧିକ ହମାସ୍…
ହମାସ୍ର ଗୁପ୍ତ ସୁଡ଼ଙ୍ଗ ଇସ୍ରାଏଲ ସେନା ପାଇଁ ବଡ଼ ଚ୍ୟାଲେଞ୍ଜ
ଇସ୍ରାଏଲ୍ ସ୍ଥଳସେନା ଜୋର୍ଦାର ଆକ୍ରମଣ କରି ଗାଜା ଷ୍ଟ୍ରିପ୍କୁ ଦଖଲ ପାଇଁ ପ୍ରସ୍ତୁତି ଚଳାଇଛି। ତେବେ ସେଠାରେ ହମାସ ଆତଙ୍କବାଦୀଙ୍କ ଗୁପ୍ତ ସୁଡ଼ଙ୍ଗ ଇସ୍ରାଏଲ୍ ସୈନ୍ୟଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ସ୍ଥଳଭାଗରେ ଆକ୍ରମଣ କଲେ ଇସ୍ରାଏଲ୍କୁ…
ଇସ୍ରାଏଲ, ଆମେରିକାକୁ ପ୍ରବଳ ବିରୋଧ
ଜେରୁଜେଲମ୍/ବାଗ୍ଦାଦ/ପ୍ୟାରିସ୍,୧୪ା୧୦: ହମାସ୍ ସହ ଇସ୍ରାଏଲର ଯୁଦ୍ଧକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ମଧ୍ୟପ୍ରାଚ୍ୟରେ ଅନେକ ହଜାର ଲୋକ ରାସ୍ତାକୁ ଓହ୍ଲାଇ ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ନିଜ ଦେଶର ରାଜଧାନୀରେ ନମାଜ ପାଠ ପାଇଁ ମସ୍ଜିଦଗୁଡ଼ିକରେ ଠୁଳ ହୋଇଥିବା ମୁସଲମାନମାନେ…
ଗାଜାରୁ ଗଣପଳାୟନ
ଜେରୁଜେଲମ/ଗାଜା ସିଟି,୧୪ା୧୦: ଗାଜାର ଶାସକ ହମାସ୍ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଇସ୍ରାଏଲ ସ୍ଥଳସେନା ପକ୍ଷରୁ ବଡ଼ ଧରଣର ଆକ୍ରମଣ ହେବାକୁ ଯାଉଛି। ଏଥିପାଇଁ ୧୦ ଲକ୍ଷ ପାଲେଷ୍ଟିନୀୟ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ପାର୍ଶ୍ୱକୁ ଚାଲିଯିବା ପାଇଁ…
ୟୁରୋପ ଉପରେ ପ୍ରଭାବ ପକାଇବ ଇସ୍ରାଏଲ-ହମାସ ଯୁଦ୍ଧ, ଚେତାବନୀ ଦେଲେ ଇୟୁ ଅଧ୍ୟକ୍ଷ
ବ୍ରୁସେଲ୍ସ,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦ୍ୱାରା ୟୁରୋପକୁ ଯାଉଥିବା ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଏହା ଦ୍ୱାରା ଏହା ପ୍ରବାସୀ ବିରୋଧୀ ଶକ୍ତିକୁ ପ୍ରୋତ୍ସାହିତ କରିବା, ବିଭାଜନ ଗଭୀର ହେବା ଏବଂ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ବଢିପାରେ ବୋଲି ଶୁକ୍ରବାର ୟୁରୋପୀୟ…
କାନାଡାର ୩ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା
ଅଟାଓ୍ବା,୧୩।୧୦: କାନାଡାର ଅନଟାରିଓ ପ୍ରଦେଶରେ ତିନୋଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ଚୋରମାନେ ଦାନ ବାକ୍ସ ଭାଙ୍ଗି ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଇଛନ୍ତି। ଗୋଟିଏ ରାତିରେ ତିନୋଟି ମନ୍ଦିରରେ ଚୋରି ହେବାର ସମ୍ବେଦନଶୀଳ ମାମଲାରେ, କାନାଡିୟ ପୋଲିସ ନାଗରିକଙ୍କୁ…
ଆଫଗାନିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୭ମୃତ
କାବୁଲ,୧୩।୧୦: ଉତ୍ତର ଆଫଗାନିସ୍ତାନର ବାଗାନ ପ୍ରଦେଶର ପୋଲ-ଇ-ଖୋମରି ସହରରେ ନମାଜ ପଢିବା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଇମାମ ଜମାନ ମସଜିଦରେ ହୋଇଥିବା ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆକ୍ରମଣକାରୀ କିପରି ମସଜିଦରେ ପହଞ୍ଚିଲେ ଜାଣିବା…
ଗାଜାରୁ ଗଣ ପଳାୟନ କଲେ ୧୦ଲକ୍ଷ ଲୋକ
ଗାଜା,୧୩।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦିନକୁ ଦିନ ରକ୍ତମୁଖା ହୋଇ ନର ସଂହାର କରିବାରେ ଲାଗିଛି। ଇସ୍ରାଏଲ ସେନା ଶୁକ୍ରବାର ଗାଜା ଉପରେ ୬ହଜାରରୁ ଅଧିକ ରକେଟ ମାଡ କରିଛି। ତେଣୁ ସେନା…
ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହ: ସ୍କୁଲରେ ପଶି କଲେ ଛୁରୀରେ ଆକ୍ରମଣ, ଶିକ୍ଷକ ମୃତ
ପ୍ୟାରିସ,୧୩।୧୦: ଫ୍ରାନ୍ସରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଉତ୍ତର ଫ୍ରାନ୍ସର ଏକ ସ୍କୁଲରେ ଆକ୍ରମଣ ଯୋଗୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ଅଭିଯୁକ୍ତ ସମସ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଇସ୍ରାଏଲ ଏବଂ…
ଇସ୍ରାଏଲକୁ ସ୍ପାଏ ପ୍ଲେନ, ଜାହାଜ ଯୋଗାଇଲା ବ୍ରିଟେନ
ଇଂଲଣ୍ଡ,୧୩।୧୦: ଗାଜାରେ ସପ୍ତମ ଦିନ ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ଭୂମଧ୍ୟସାଗରରେ ଅସ୍ତ୍ରଶସ୍ତ୍ର ଏବଂ ଫାଇଟର ଜେଟ ସମେତ ଯୁଦ୍ଧ ଜାହାଜ ପଠାଇବା ପରେ ବର୍ତ୍ତମାନ ବ୍ରିଟେନ ମଧ୍ୟ ବନ୍ଧୁ ରାଷ୍ଟ୍ର ଇସ୍ରାଏଲକୁ…
ଗାଜାରେ ୬ହଜାରରୁ ଅଧିକ ରକେଟ ମାଡ କଲା ଇସ୍ରାଏଲ, ୧୫୦୦ ହମାସ ଆତଙ୍କବାଦୀ ନିହତ
ଗାଜା,୧୩।୧୦: ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍ ମଧ୍ୟରେ ଆଜିକୁ ୭ଦିନ ଧରି ଯୁଦ୍ଧ ଜାରି ରହିଛି। ନର ପିଶାଚ ସାଜିଥିବା ହମାସ୍ ଗୋଟିକ ପରେ ଗୋଟିଏ ବନ୍ଧକ ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ହମାସ ସହ ଚାଲିଥିବା ଯୁଦ୍ଧରେ ସାମରିକ କର୍ମଚାରୀ…
ଲଣ୍ଡନରେ ଇହୁଦି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ
ଲଣ୍ଡନ,୧୩।୧୦: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପରସ୍ପରକୁ ଧ୍ୱଂସ କରିବାର ଉଦ୍ଦେଶ୍ୟ ଏହି ଯୁଦ୍ଧକୁ ତୀବ୍ର କରିଦେଇଛି। ଅକ୍ଟୋବର ୭ରେ, ହମାସ ଏକ ପବିତ୍ର ପର୍ବରେ ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ଫିଙ୍ଗିଥିଲା। ଏହା ପରେ…
Archives


