ନ୍ୟୁୟର୍କରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି, ରେଳ, ବିମାନ ସେବା ଠପ
ନ୍ୟୁୟର୍କ,୩୦।୯: ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ନ୍ୟୁୟର୍କରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି। ଗତ ଦଶନ୍ଧିରେ ଗୋଟିଏ ଦିନରେ ଶୁକ୍ରବାରରେ ସର୍ବାଧିକ ବର୍ଷା ହୋଇଥିଲା। ସହରର ଅନେକ ମେଟ୍ରୋ ଏବଂ ରେଳ ଲାଇନ ଜଳବନ୍ଦୀ ହୋଇ ସାଧାରଣ ଜୀବନଯାତ୍ରା...
ଖଲିସ୍ତାନିଙ୍କ ଦୁଃସାହସ: ସ୍କଟଲ୍ୟାଣ୍ଡରେ ଗୁରୁଦ୍ୱାର ଯାଉଥିବା ଭାରତୀୟ ହାଇ କମିଶନଙ୍କୁ ଅଟକାଇଲେ
ଲଣ୍ଡନ,୩୦।୯: ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନରଙ୍କୁ ଅଟକାଇ ଦିଆଯିବା ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଖାଲିସ୍ତାନ ସମର୍ଥକମାନେ ଏଭଳି ଦୁଃସାହସ କରିଛନ୍ତି। ବ୍ରିଟେନର ଭାରତର ହାଇ କମିଶନର ବିକ୍ରମ ଡୋରେଇସ୍ବାମୀଙ୍କ ସହ ଏହି ଘଟଣା ଘଟିଛି। ସେ ଯେତେବେଳେ...
ତମାଖୁ ଯୋଗୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ
ଜେନେଭା,୩୦।୯: ତମାଖୁ ପ୍ରତି ଚାରି ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି। ଅର୍ଥାତ୍ ଗୋଟିଏ ବର୍ଷରେ ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ତମାଖୁ ଦାୟୀ । ବୟସ୍କମାନଙ୍କ ସହିତ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବିଶ୍ୱ ସ୍ବସ୍ଥ୍ୟ ସଂଗଠନ...
ପୁଟିନଙ୍କ ବଡ ଦାବି, ୟୁକ୍ରେନର ଯେଉଁ ଅଞ୍ଚଳକୁ କବଜା କରିଛି ରୁଷଇଆ ତାହା ମସ୍କୋରେ ମିଶିବାକୁ ଚାହୁଁଛି
ମସ୍କୋ,୩୦।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର କହିଛନ୍ତି ଯେ ରୁଷ ଦ୍ୱାରା ଅଧିକୃତ ୟୁକ୍ରେନ ଅଞ୍ଚଳର ଲୋକମାନେ ରୁଷିଆ ସହିତ ମିଶିବାକୁ ଚାହୁଁଛନ୍ତି। ସମ୍ପ୍ରତି ସ୍ଥାନୀୟ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି। ଗତ ବର୍ଷ ଏହି ଅଞ୍ଚଳରେ ଅନୁଷ୍ଠିତ...
ଭାରତ-ଆମେରିକା ତିକ୍ତତା ମଧ୍ୟରେ ବ୍ଲିଙ୍କେନ୍ଙ୍କୁ ଭେଟିଲେ ଜୟଶଙ୍କର, ତଦନ୍ତରେ ସହଯୋଗ କରିବାକୁ ଦାବି
ଓ୍ବାଶିଂଟନ୍,୩୦।୯: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆମେରିକାର ଆଭିମୁଖ୍ୟକୁ ଦୋହରାଇଥିବାବେଳେ କାନାଡାର ଅଭିଯୋଗ ସମ୍ପର୍କରେ ତଦନ୍ତରେ ଭାରତକୁ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି। ଗୁରୁବାର ସେ କହିଛନ୍ତି, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହିତ ସାକ୍ଷାତ ସମୟରେ...
ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ: ଟ୍ରୁଡୋ
ମୋଣ୍ଟ୍ରିଲ୍,୩୦ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବାର ବିଶ୍ୱାସଯୋଗ୍ୟ ଅଭିଯୋଗ ସତ୍ତ୍ୱେ କାନାଡା ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି। ବିଶ୍ୱବ୍ୟାପୀ ଭାରତର...
ଆମେରିକାରେ ୧ ଅକ୍ଟୋବରରୁ ଶଟଡାଉନ ସଙ୍କଟ, ସରକାରୀ ଖର୍ଚ୍ଚର ମଞ୍ଜୁରୀ ପାଇଁ ଅଣାଯାଇଥିବା ବିଲ୍ ଖାରଜ
ଓ୍ବାଶିଂଟନ୍,୩୦।୯: ଆମେରିକାରେ ଶଟଡାଉନ ସଙ୍କଟ ବୃଦ୍ଧି ପାଇଛି। ସଂଘୀୟ ସରକାରଙ୍କ ପାଇଁ ଏକ ମାସର ଖର୍ଚ୍ଚର ରାଶି (ଷ୍ଟପଗାପ) ଜାରି କରିବା ପାଇଁ ଆଣାଯାଇଥିବା ଏକ ବିଲ୍ ଶୁକ୍ରବାର ଆମେରିକା ସଂସଦର ନିମ୍ନ ସଦନରେ ଖାରଜ କରାଯାଇଛି। ଏହି ବିଲ୍...
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି
କରାଚୀ,୨୯ା୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସ୍ଜିଦରେ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନ ପାଳନ...
୫୨ରେ ପହଞ୍ଚିଲା ଆତ୍ମଘାତୀ ବିସ୍ଫୋରଣ ମୃତ୍ୟୁସଂଖ୍ୟା
ଇସଲାମାବାଦ,୨୯ା୯: ଶୁକ୍ରବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଏକ ମସଜିଦ୍ ନିକଟରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇଦ୍ ଅବସରରେ ଏହି ବିସ୍ଫୋରଣ ଘଟିବା...
‘ଓ୍ବାଶିଂଟନ ପୋଷ୍ଟ’ ହାତରେ କିଭଳି ଲାଗିଲା ଆତଙ୍କବାଦୀ ହରଦୀପଙ୍କ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍, ତଦନ୍ତ କରୁଛି କାନାଡା ପୋଲିସ
ଓଟ୍ଟାଓ୍ବା,୨୯।୯: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର ତଦନ୍ତ ଜାରି ରହିଛି। ଆମେରିକୀୟ ଖବରକାଗଜ ‘ଓ୍ବାଶିଂଟନ ପୋଷ୍ଟ’ ହାତରେ ଏହି ମାମଲାର ସିସିଟିଭି ଫୁଟେଜ୍ ଲାଗିଛି। ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିବା କାନାଡ଼ା ପୋଲିସର ଇଣ୍ଟିଗ୍ରେଟେଡ୍...
ବାଲୁଚିସ୍ତାନ ବିସ୍ଫୋରଣ: ବଢୁଛି ମୃତାହତଙ୍କ ସଂଖ୍ୟା
ଇସଲାମାବାଦ,୨୯।୯: ପାକିସ୍ତାନର ବାଲୁଚିସ୍ତାନରେ ହୋଇଥିବା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୩୪ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସ କେତେଜଣ ଯବାନ ମଧ୍ୟ ଅଛନ୍ତି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ପାକିସ୍ତାନୀ ଖବରକାଗଜ ଡନ...
ପାକିସ୍ତାନ ମସଜିଦ ନିକଟରେ ବିସ୍ଫୋରଣ ୬ ମୃତ ୩୦ରୁ ଊର୍ଦ୍ଧ୍ୱ ଆହତ
ଇସଲାମାବାଦ,୨୯।୯: ଶୁକ୍ରବାର ବାଲୁଚିସ୍ତାନର ମସ୍ତୁଙ୍ଗରେ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି। ଏହି ସମୟ ମଧ୍ୟରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସୂଚନାନୁସାରେ, ମସଜିଦ ନିକଟରେ ବିସ୍ଫୋରଣ...
Archives


