ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି
ଓ୍ବାଶିଂଟନ୍,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ ବୁଧବାର ୨ଟି ଟ୍ରେଡିଂ ସେସନ୍ସର ମାର୍କେଟ ରାଲି ଯୋଗୁ ଆଦାନୀ ଗ୍ରୁପ୍ର କମ୍ପାନୀଗୁଡ଼ିକର ମୋଟ…
ନଓ୍ବାଜ୍ ଶରିଫ୍ଙ୍କୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ୍,୨୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ଙ୍କୁ ଆଶ୍ୱସ୍ତି ମିଳିଛି। ପାକିସ୍ତାନ ହାଇକୋର୍ଟ ନଓ୍ବାଜଙ୍କୁ ଦୁର୍ନୀତିର ୨ଟି ମାମଲାରେ ଦୋଷମୁକ୍ତ କରିଛି। ୨୦୧୮ରେ ଦୁର୍ନୀତି ମାମଲାରେ ନଓ୍ବାଜ୍ଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ସେ ଇସଲାମାବାଦ୍ ହାଇକୋର୍ଟରେ ଚ୍ୟାଲେଞ୍ଜ୍ ଦେଇଥିଲେ।…
Word Of The Year 2023: ଅକ୍ସଫୋର୍ଡ ଆଠଟି ଶବ୍ଦର ତାଲିକା ପ୍ରକାଶ କଲା, ସେସବୁର ଅର୍ଥ କ’ଣ ଜାଣନ୍ତୁ…
ଲଣ୍ଡନ,୨୯।୧୧ : ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ସମ୍ମାନଜନକ ୱାର୍ଡ ଅଫ ଦି ଇୟର ପାଇଁ ଆଠଟି ଶବ୍ଦର ଏକ ସଂକ୍ଷିପ୍ତ ତାଲିକା ପ୍ରକାଶ କରିଛି। ଭାଷା ତଥ୍ୟର ୨୨ ବିଲିୟନ ଶବ୍ଦର ବିସ୍ତୃତ ବିଶ୍ଳେଷଣ ଉପରେ ଆଧାର କରି ଏହି ଆଠଟି…
ଇସ୍ରାଏଲରେ ପହଞ୍ଚିଥିବା ଏଲନ ମସ୍କଙ୍କୁ ଆମନ୍ତ୍ରଣ କଲା ହମାସ
ଜେରୁଜେଲମ,୨୯।୧୧: ୟହୂଦି ବିରୋଧକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଥିବା ଏଲନ ମସ୍କ ସୋମବାର ଇସ୍ରାଏଲରେ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ କରିଛନ୍ତି। ଏହି ସମୟରେ ମସ୍କ କଫର ଅଜା କିବୁତଜ ପରିଦର୍ଶନ କରିଥିଲେ, ଯେଉଁଠାରେ…
ଗାଜାରେ ୩୭ ଦିନ ପରେ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ, ଭାଇରାଲ ହେଉଛି ଭିଡିଓ
ଜେରୁଜେଲମ,୨୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଛି। ଭୟଙ୍କର ବୋମା ବିସ୍ଫୋରଣର ୩୭ ଦିନ ପରେ ଏଠାରେ ଏକ ଶିଶୁକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଶିଶୁର ଭିଡିଓ…
ସମୁଦ୍ର ଉପରେ ମଝି ଆକାଶରେ ଦୁୁର୍ଘଟଣା ଗ୍ରସ୍ତ ହେଲା ସାମରିକ ବିମାନ, ୮ ଯାତ୍ରୀ ଜୀବିତ କି ମୃତ ନେଇ ସନ୍ଧାନ ଜାରି…
ଟୋକିଓ/ଓ୍ବାଶିଂଟନ,୨୯।୧୧ : ଆମେରିକାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଆମେରିକାର ସାମରିକ ବିମାନ ଓସପ୍ରେ ଜାପାନ ନିକଟ ସମୁଦ୍ରରେ ଖସିପଡଛି। ବିମାନଟି ୟାକୁସିମା ଦୀପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମୁଦାୟ ୮ ଜଣ ଯାତ୍ରୀ…
ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ
ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି ସ୍ଥିର କରିଥାଏ। କମ୍ପାନୀ ଅନୁଯାୟୀ ଇଣ୍ଟର୍ନଶିପରେ ମାସେ କି ଦୁଇ ମାସ ବିନା ଦରମାରେ…
ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…
ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର ଚାକିରି କରୁଛନ୍ତି। ତେବେ ନିକଟରେ ଏକ ରିପୋର୍ଟରୁ ଜଣାପଡିଛି କି, ଭାରତୀୟ କାର୍ଯ୍ୟରତ ମହିଳାମାନେ…
ଚାଇନାର ଅଜବ ଆଇନ: ଅସୁସ୍ଥ ପିଲାଙ୍କୁ ହସ୍ପିଟାଲ ହୋମଓ୍ବାର୍କ କରାଉଛନ୍ତି ଅଭିଭାବକ…
ବେଜିଂ,୨୯।୧୧: ଚାଇନାରେ ନିମୋନିଆ ବ୍ୟାପିବା ମଧ୍ୟରେ ପିଲାମାନଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଦ୍ରୁତ ଗତିରେ ବ୍ୟାପୁଛି। ଏହାର ଚିକିତ୍ସା ପାଇଁ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ, ଯେପରି ପିଲାମାନଙ୍କର ପାଠପଢ଼ାରେ କୌଣସି କ୍ଷତି ନ ହେବ ନିଶ୍ଚିତ କରିବାକୁ ହସ୍ପିଟାଲଗୁଡ଼ିକରେ…
ଖାଇବା ତେଲକୁ ଇନ୍ଧନ ଭାବେ ବ୍ୟବହାର କରି ପ୍ରଥମ ଥର ପାଇଁ ମହାସାଗର ପାର୍ କଲା ବିମାନ
ଲଣ୍ଡନ,୨୯।୧୧: ଦୁନିଆରେ ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ବିମାନ ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍ କରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚିବାରେ ସଫଳ ହୋଇଛି। ଏହି ବିମାନଟି ଉଡ଼ିବାର ଏକ ଭିଡିଓ ମଧ୍ୟ…
ୱାର୍କିଂ ଭିଜା ପ୍ରଦାନ ନିୟମରେ ବଡ଼ ପରିବର୍ତ୍ତନ କଲା ସାଉଦି ଆରବ
ରିୟାଦ,୨୯।୧୧: ୱାର୍କିଂ ଭିଜାକୁ ନେଇ ସାଉଦି ଆରବ ଏକ ବଡ ପରିବର୍ତ୍ତନ କରିଛି। ଆସନ୍ତା ୨୦୨୪ରୁ ଏଠାରେ କାର୍ଯ୍ୟ କରୁଥିବା ବିଦେଶୀମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଇଛି । ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ…
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଜାତିସଂଘରେ ପାଲେଷ୍ଟାଇନମାନଙ୍କୁ ସମର୍ଥନ କଲା ଭାରତ
ନୁୟର୍କ, ୨୯।୧୧: ପ୍ରଥମ ଥର ପାଇଁ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍) ରେ ଭାରତ ଖୋଲାଖୋଲି ଭାବେ ପ୍ରତିକ୍ରିୟା ଦେଇଛି। ଜାତିସଂଘର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ଭାରତ ଏବଂ ପାଲେଷ୍ଟାଇନୀୟମାନଙ୍କ ସହ ଦୀର୍ଘ ଦିନର ସମ୍ପର୍କ ବିଷୟରେ…
Archives


