ଅନ୍ତର୍ଜାତୀୟ

୧୨ରୁ ଅଧିକ ଦୂତାବାସ ବନ୍ଦ କରିବାକୁ ଯାଉଛି ଉତ୍ତର କୋରିଆ

ପ୍ୟୋଙ୍ଗ୍‌ୟାଙ୍ଗ,୩ା୧୧: ଉତ୍ତର କୋରିଆ ନିଜର ରାଜନୈତିକ କ୍ଷମତାକୁ ବଢ଼ାଇବା ପାଇଁ କିଛି ଦୂତାବାସକୁ ବନ୍ଦ କରିବା ପାଇଁ ଯୋଜନା କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଦକ୍ଷିଣ କୋରିଆ କହିଛନ୍ତି, ଏହାଠାରୁ ସଙ୍କେତ ମିଳିଛି କି ଉତ୍ତର କୋରିଆ ପ୍ରତିବନ୍ଧକର ବୋଝ…

ଗୋଟିଏ ବର୍ଷରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ପହଞ୍ଚିଛନ୍ତି ଆମେରିକାରେ

ଓ୍ବାଶିଂଟନ,୩।୧୧: ଆମେରିକାର କଷ୍ଟମ ଏବଂ ସୀମା ସୁରକ୍ଷା ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ମଧ୍ୟରେ ୯୬,୯୧୭ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ଗତ ବର୍ଷ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା ଭାରତୀୟଙ୍କ…

ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା

ମେଲବର୍ନ,୩।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି, ଯେତେବେଳେ କି ୧୯୬୦ରେ ଜଣେ ମହିଳା ତାଙ୍କ…

‘ତୁମକୁ ବ୍ୟାଗରେ ପୁରାଇ ପଠାଇଦେବୁ’, ଇସ୍ରାଏଲ ସେନାଙ୍କୁ ଧମକାଇଲା ହମାସ

ଜେରୁଜେଲମ,୩।୧୧: ଲଗାତାର ୨୭ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ ରେ, ହମାସର ଯୋଦ୍ଧାମାନେ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହା ପରେ ଇସ୍ରାଏଲ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କଲା ଏବଂ…

ନ୍ୟାୟ ମାଗିବାରୁ ୧୩ ବର୍ଷ ଜେଲ

ତେହରାନ,୩ା୧୧:ଗତବର୍ଷ ଇରାନରେ ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଅଭିଯୋଗରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍‌ ଯୁବତୀ ମହସା ଅମିନି ପ୍ରାଣ ହରାଇଥିଲେ। ଏହାର ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭରେ ସାମିଲ ହୋଇଥିବା ମହମ୍ମଦ ଜାଭାଦ ଜାହେଦି(୨୦)ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।…

ଆମକୁ କେହି ରୋକିପାରିବେ ନାହିଁ: ନେତାନ୍ୟାହୁଙ୍କ ଚରମବାଣୀ

ଜେରୁଜେଲମ,୩।୧୧: ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପୁଣି ଥରେ ତାଙ୍କ ସୈନିକମାନଙ୍କୁ ଭେଟିଛନ୍ତି। ବେଞ୍ଜାମିନ ନେତାନ୍ୟାହୁ ଆଡାମ ବେସରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ମାରୋମ ବ୍ରିଗେଡଙ୍କୁ ଭେଟିବା ସହ ବିଭିନ୍ନ ସ୍ବତନ୍ତ୍ର ୟୁନିଟ କମାଣ୍ଡୋମାନଙ୍କୁ ଭେଟିଥିଲେ।…

ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଅନୁରୋଧ କଲା ଆମେରିକା

ଓ୍ବାଶିଂଟନ,୩ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଆଜି ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ୨୮ରେ ପହଞ୍ଚିଛି। ଏଥି ସହିତ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏଠାରେ…

ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ସୈନିକଙ୍କ ଚାଲିଗଲା ଜୀବନ

ଜେରୁଜେଲମ,,୩।୧୧: ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ସୈନିକ ପ୍ରାଣ ହରାଇଛନ୍ତି। ଭାରତରେ ଇସ୍ରାଏଲର ମହାବାଣିଜି୍ୟକ ଦୂତ ଜେନେରାଲ କୋବି ଶୋଶାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାଜା ଅଞ୍ଚଳରେ ଜଣେ ଭାରତୀୟ ବଂଶୋଦ୍ଭବ ସୈନିକଙ୍କର ମୃତ୍ୟୁ ହୋଇଛି। ହେଲେଲ ସୋଲେମାନ…

ନୀଳ ଆଖି ଝିଅ ସବୁଠୁ ପସନ୍ଦ, ଚାକିରିରେ ଏମିତି ସର୍ତ୍ତ ରଖିଛି ଏୟାରଲାଇନ୍‌, ଜାଣନ୍ତୁ କାହିଁକି

ପ୍ରତ୍ୟେକ କମ୍ପାନୀ ଚାହାନ୍ତି ଯେ, ଏଠାରେ କାମ କରୁଥିବା ଲୋକମାନେ କମ୍ପାନୀର ଆଶା ଅନୁଯାୟୀ କାର୍ଯ୍ୟ କରନ୍ତୁ। କିନ୍ତୁ ବେଳେବେଳେ ଏପରି ଅଜବ ସର୍ତ୍ତ ରଖାଯାଏ ଯାହା ଆଶ୍ଚର୍ଯ୍ୟଜନକ। କିଛି ଦିନ ପୂର୍ବରୁ ଏକ କମ୍ପାନୀ କ୍ଷେତ୍ରରେ ସେମିତି ଘଟିଛି। ଯାହା…

ଗାଜାରେ ବନ୍ଦୀମାନେ ମୁକ୍ତ ହେବା ପରେ ବାଇଡେନ କହିଲେ ମାନବିକତା ଦୃଷ୍ଟିରୁ ଯୁଦ୍ଧ ବନ୍ଦ କରିବା ଉଚିତ

ଓ୍ବାଶିଂଟନ,୨।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧରେ ହିଂସା ଏବଂ ବିବାଦକୁ ମାନବିକତା କାରଣରୁ ବନ୍ଦ କରାଯିବା ଉଚିତ, ଯାହାଦ୍ୱାରା ବନ୍ଧକମାନଙ୍କୁ ମୁକ୍ତ କରାଯାଇପାରିବ। ମିନିନାପଲିସରେ…

ଗାଜାରେ ଦିନକୁ ଦିନ ବୃଦ୍ଧି ପାଉଛି ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍‌,୨ା୧୧: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୭ ଦିନ ବିତିଲାଣି। ତଥାପି ଥମୁନି ଆକ୍ରମଣ। ଗାଜାରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଚାଲିଛି। ଖାଦ୍ୟଠାରୁ ଆରମ୍ଭ…

ଗାଜାର ଜବାଲିଆ କ୍ୟାମ୍ପରେ ଆକ୍ରମଣ ପରେ ହସ୍ପିଟାଲରେ ଜେନେରେଟର ସେବା ବନ୍ଦ

ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ହେବାର ୨୭ ଦିନ ବିତିଗଲାଣି । ଗାଜାରେ ଇସ୍ରାଏଲର କାର୍ଯ୍ୟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଛି। ଖାଦ୍ୟଠାରୁ ଆରମ୍ଭ କରି ବିଦ୍ୟୁତ ଏବଂ ଇଣ୍ଟରନେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri