ଇସ୍ରାଏଲର ବିମାନ ଆକ୍ରମଣରେ ହମାସର ଆଉ ଜଣେ ଟପ କମାଣ୍ଡର ନିହତ
ତେଲ ଆଭିବ,୧୫।୧୦: ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଏୟାର ଷ୍ଟ୍ରାଇକ କରି ଚାଲିଛି। ଏହାର ଜବାବରେ ଇସ୍ରାଏଲ ପାଲେଷ୍ଟାଇନର ୨୯୦୦ରୁ ଅଧିକ ଲୋକଙ୍କୁ ମାରି ସାରିଲାଣି। ଇତିମଧ୍ୟରେ ଇସ୍ରାଏଲ ହମାସର ବି ଅନେକ କମାଣ୍ଡରଙ୍କୁ...
ନାଗରିକଙ୍କୁ ଚେତାବନୀ ଦେଲା ଇସ୍ରାଏଲ: ୩ ଘଣ୍ଟାରେ ଖାଲି କର ଗାଜା
ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ନଅ ଦିନ ବିତିଗଲାଣି। ଏହି ସମୟରେ ଇସ୍ରାଏଲ ଗାଜାକୁ ବାୟୁ, ସ୍ଥଳ ଏବଂ ସମୁଦ୍ରରୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ରବିବାର ଉତ୍ତର ଗାଜାରୁ ବାହାରୁଥିବା ନାଗରିକମାନଙ୍କୁ...
ଇସ୍ରାଏଲ ଟାର୍ଗେଟରେ ପାଲେଷ୍ଟାଇନ ଲାଡେନ…
ଜେରୁଜେଲମ,୧୫।୧୦ : (୦୧) ପାଲେଷ୍ଟାଇନର ଓସାମା ବିନ ଲାଦେନ ଭାବରେ ବର୍ଣ୍ଣିତ ହମାସର ସର୍ବୋଚ୍ଚ କମାଣ୍ଡର ୟାହିୟା ସିନୱାରଙ୍କୁ ଖୋଜିବା ଏବଂ ହତ୍ୟା କରିବାକୁ ଇସ୍ରାଏଲ ସେନା ପ୍ରତିଜ୍ଞା କରିଛି। ଆମେରିକା ଦ୍ୱାରା ନାମିତ ତଆତଙ୍କବାଦୀ ସିନୱାର ଗାଜା ଷ୍ଟ୍ରିପରେ...
ଗାଜାରେ ଆତ୍ମରକ୍ଷା ନୁହେଁ ଆକ୍ରମଣ କରୁଛି ଇସ୍ରାଏଲ: ଚାଇନାର ଅଭିଯୋଗ…
ବେଜିଂ,୧୫।୧୦ : (୦୧) ଇସ୍ରାଏଲ ଉପରେ ହମାସର ହଠାତ ଆକ୍ରମଣ ପରେ ପରିସ୍ଥିତି ବିଗିଡି ଯାଉଛି। ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ବିବାଦ ଚାଲିଛି। ଏପର୍ଯ୍ୟନ୍ତ ୩,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।...
୫୦୦୦ କିଲୋମିଟର ଦୂରରୁ ଆସୁଛି ମା’ କ୍ଷୀର, କାରଣ ଜାଣିଲେ ତରଳିଯିବ ହୃଦୟ
ନ୍ୟୁୟର୍କ,୧୫ା୧୦: ମଣିଷ ପଶୁମାନଙ୍କଠାରୁ ଭିନ୍ନ ବୋଲି ବିବେଚନା କରାଯାଏ। ଏହାର ଏକମାତ୍ର କାରଣ ହେଉଛି, ମଣିଷ ଭାବନାକୁ ବୁଝିଥାଏ। ସେହି ଆଧାରରେ ସବୁକିଛି ସ୍ଥିର କରିଥାଏ। ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାର ଦେଖିବା ପରେ ଏହି...
ଅଲଜଜିରା ନ୍ୟୁଜ ସଂସ୍ଥା ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଇସ୍ରାଏଲ ସଞ୍ଚାର ମନ୍ତ୍ରୀ ଶ୍ଲୋମୋ କରହ
ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଜିକୁ ୯ଦିନ ଧରି ଯୁଦ୍ଧ ଜାରି ରହିଛି। ସେପଟେ ରବିବାର ଇସ୍ରାଏଲର ସଞ୍ଚାର ମନ୍ତ୍ରୀ ଅଲଜଜିରା ନ୍ୟୁଜ ଚ୍ୟାନେଲ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ସ୍ଥାନୀୟ ବ୍ୟୁରୋକୁ ବନ୍ଦ କରିବାକୁ ଦାବି...
ଆମେରିକାରେ ଉଦ୍ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି
ଓ୍ବାଶିଂଟନ୍,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ...
ଇସ୍ରାଏଲକୁ ଇରାନର ଧମକ: ଆକ୍ରମଣ ବନ୍ଦ ନ ହେଲେ ଘଟିବ ବିପର୍ଯ୍ୟୟ…
ତେହେରାନ,୧୫।୧୦ : (୦୧) ଇରାନ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ନ କରିବାକୁ ଚେତାବନୀ ଦେଉଛି। ଇରାନ ଆରବ ଦେଶଗୁଡ଼ିକୁ ଏକଜୁଟ କରିବାରେ ନିୟୋଜିତ ଅଛି। ଯଦି ଇସ୍ରାଏଲ ‘ଯୁଦ୍ଧ ଅପରାଧ’ ବନ୍ଦ ନ କରେ ତେବେ ଏହାର ଭୟଙ୍କର...
ବାଇଡେନଙ୍କ ଭାଷଣକୁ ବିରୋଧ
ଗାଜା,୧୫ା୧୦: ମାନବିକ ଅଧିକାର ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାଷଣ ଦେଉଥିବା ବେଳେ ପାଲେଷ୍ଟାଇନ ସମର୍ଥକ ତାଙ୍କୁ ବାଧା ଦେଇଥିଲେ। କହିଥିଲେ, ‘ଗାଜାକୁ ବଞ୍ଚିବାକୁ ଦିଅ’। ଏବଂ ଅସ୍ତ୍ରବିରତି ବନ୍ଦ କର। ଏହା ପରେ ବାଇଡେନ କହିଥିଲେ, ମୁଁ...
ଇସ୍ରାଏଲ-ହମାସ ଯୁଦ୍ଧରେ ଝାସ ଦେବ ଇରାନ, ହମାସ ନେତାଙ୍କୁ ଇସମାଇଲଙ୍କୁ ଭେଟିଲେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ
ଜେରୁଜେଲମ,୧୫।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ବିଶ୍ୱର ବିନାଶକାରୀ ଦିଗକୁ ଗତି କରୁଛି। ତେବେ ଇରାନ ମଧ୍ୟ ଏହି ଯୁଦ୍ଧର ନିଆଁରେ ଝାସ ଦେଇପାରେ ବୋଲି ଅନୁମାନ କରାଯାଉଛି। ଶନିବାର ରାତିରେ କତାରରେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ...
ସାଉଦି ରାଜକୁମାରଙ୍କୁ ଭେଟିଲେ ଆମେରିକା ବୈଦେଶିକ ସଚିବ
ଓ୍ବାଶିଂଟନ,୧୫ା୧୦: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ପୂର୍ବର ଏକ ସଙ୍କଟ ଗସ୍ତରେ ରବିବାର ସାଉଦି ଆରବର ରାଜକୁମାରଙ୍କୁ ଭେଟି ଇସ୍ରାଏଲ ସହିତ ସ୍ବାଭାବିକତା ବଜାୟ ରଖିଛନ୍ତି। ବ୍ଲିଙ୍କେନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ରିୟାଦସ୍ଥିତ ତାଙ୍କ ପ୍ରାସାଦରେ...
ପ୍ରାକୃତିକ ବିିପର୍ଯ୍ୟୟ ଯୋଗୁ ଚାଷୀଙ୍କର ୩୧୬ ଲକ୍ଷ କୋଟିରୁ ଅଧିକ କ୍ଷତି, ଏସିଆରେ ସର୍ବାଧିକ…
ଓ୍ବାଶିଂଟନ,୧୫।୧୦ : (୦୧) ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ପ୍ରାୟ ୩୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କୃଷକମାନେ ଫସଲ ଏବଂ ଗୃହପାଳିତ ପ୍ରାଣୀ ଆଦିକୁ ନେଇ ପ୍ରତିବର୍ଷ ହାରାହାରି ୧୦.୨୪ ଲକ୍ଷ...
Archives


