ନେପାଳ ଭୂକମ୍ପରେ ୭୨ ମୃତ, ହଜାରେରୁ ଅଧିକ ଆହତ
କାଠମାଣ୍ଡୁ,୪।୧୧: ଶୁକ୍ରବାର ରାତିରେ ନେପାଳରେ ଘଟିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷତି ଘଟିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ଅତି କମରେ ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ...
ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୪
ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି...
ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୧୧: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ନବମ ସରକାରୀ ଗସ୍ତର ଅଂଶ ଭାବରେ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ପରେ ଅଷ୍ଟିନ ଦକ୍ଷିଣ କୋରିଆ ଏବଂ ଇଣ୍ଡୋନେସିଆ...
ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୧୨ ଆହତ
ତେହରାନ,୩ା୧୧: ଶୁକ୍ରବାର ଉତ୍ତର ଇରାନର ଏକ ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହେବାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ତେହରାନର ଉତ୍ତରରେ ଥିବା ଗିଲାନ ପ୍ରଦେଶର ଲାଙ୍ଗରୁଦ ସହରସ୍ଥିତ ଔଷଧ କାରଖାନାରେ ଆଜି...
୧୨ରୁ ଅଧିକ ଦୂତାବାସ ବନ୍ଦ କରିବାକୁ ଯାଉଛି ଉତ୍ତର କୋରିଆ
ପ୍ୟୋଙ୍ଗ୍ୟାଙ୍ଗ,୩ା୧୧: ଉତ୍ତର କୋରିଆ ନିଜର ରାଜନୈତିକ କ୍ଷମତାକୁ ବଢ଼ାଇବା ପାଇଁ କିଛି ଦୂତାବାସକୁ ବନ୍ଦ କରିବା ପାଇଁ ଯୋଜନା କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଦକ୍ଷିଣ କୋରିଆ କହିଛନ୍ତି, ଏହାଠାରୁ ସଙ୍କେତ ମିଳିଛି କି ଉତ୍ତର କୋରିଆ ପ୍ରତିବନ୍ଧକର...
ଗୋଟିଏ ବର୍ଷରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ପହଞ୍ଚିଛନ୍ତି ଆମେରିକାରେ
ଓ୍ବାଶିଂଟନ,୩।୧୧: ଆମେରିକାର କଷ୍ଟମ ଏବଂ ସୀମା ସୁରକ୍ଷା ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ମଧ୍ୟରେ ୯୬,୯୧୭ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ଗତ ବର୍ଷ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା...
ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା
ମେଲବର୍ନ,୩।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି, ଯେତେବେଳେ କି ୧୯୬୦ରେ ଜଣେ ମହିଳା...
‘ତୁମକୁ ବ୍ୟାଗରେ ପୁରାଇ ପଠାଇଦେବୁ’, ଇସ୍ରାଏଲ ସେନାଙ୍କୁ ଧମକାଇଲା ହମାସ
ଜେରୁଜେଲମ,୩।୧୧: ଲଗାତାର ୨୭ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ ରେ, ହମାସର ଯୋଦ୍ଧାମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହା ପରେ ଇସ୍ରାଏଲ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କଲା...
ନ୍ୟାୟ ମାଗିବାରୁ ୧୩ ବର୍ଷ ଜେଲ
ତେହରାନ,୩ା୧୧:ଗତବର୍ଷ ଇରାନରେ ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଅଭିଯୋଗରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍ ଯୁବତୀ ମହସା ଅମିନି ପ୍ରାଣ ହରାଇଥିଲେ। ଏହାର ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭରେ ସାମିଲ ହୋଇଥିବା ମହମ୍ମଦ ଜାଭାଦ ଜାହେଦି(୨୦)ଙ୍କୁ ଗୁଳିକରି ହତ୍ୟା...
ଆମକୁ କେହି ରୋକିପାରିବେ ନାହିଁ: ନେତାନ୍ୟାହୁଙ୍କ ଚରମବାଣୀ
ଜେରୁଜେଲମ,୩।୧୧: ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପୁଣି ଥରେ ତାଙ୍କ ସୈନିକମାନଙ୍କୁ ଭେଟିଛନ୍ତି। ବେଞ୍ଜାମିନ ନେତାନ୍ୟାହୁ ଆଡାମ ବେସରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମାରୋମ ବ୍ରିଗେଡଙ୍କୁ ଭେଟିବା ସହ ବିଭିନ୍ନ ସ୍ବତନ୍ତ୍ର ୟୁନିଟ କମାଣ୍ଡୋମାନଙ୍କୁ...
ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଅନୁରୋଧ କଲା ଆମେରିକା
ଓ୍ବାଶିଂଟନ,୩ା୧୧: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଆଜି ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ୨୮ରେ ପହଞ୍ଚିଛି। ଏଥି ସହିତ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି।...
ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ସୈନିକଙ୍କ ଚାଲିଗଲା ଜୀବନ
ଜେରୁଜେଲମ,,୩।୧୧: ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ସୈନିକ ପ୍ରାଣ ହରାଇଛନ୍ତି। ଭାରତରେ ଇସ୍ରାଏଲର ମହାବାଣିଜି୍ୟକ ଦୂତ ଜେନେରାଲ କୋବି ଶୋଶାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାଜା ଅଞ୍ଚଳରେ ଜଣେ ଭାରତୀୟ ବଂଶୋଦ୍ଭବ ସୈନିକଙ୍କର ମୃତ୍ୟୁ ହୋଇଛି। ହେଲେଲ...
Archives


