ରୁଷିଆର ପୂର୍ବତନ ଜେନେରାଲ ଓ ତାଙ୍କ ସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ, ପୁଟିନଙ୍କୁ କରିଥିଲେ ସମାଲୋଚନା
ମସ୍କୋ,୧୭।୧୧: ରୁଷିଆ-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ତେଜୁଥିବାବେଳ ରୁଷିଆରେ ଲୋକଙ୍କ ରହସ୍ୟ ଜନକ ମୃତ୍ୟୁ ଏବେ ସାରା ବିଶ୍ୱକୁ ତାଜୁବ କରିଛି। ନିକଟରେ ଓ୍ବାଗନର ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁ ରହସ୍ୟ ଫିଟି ନ ଥିବାବେଳେ ରୁଷିଆର ଜଣେ ପୂର୍ବତନ...
ସୁରକ୍ଷାରେ ଢିଲା ଯୋଗୁ ଚାଇନାରେ ବଢୁଛି ଶିଳ୍ପ ଦୁର୍ଘଟଣା: ବିଲ୍ଡିଂରେ ନିଆଁ ଲାଗି ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି
ବେଜିଂ,୧୭ା୧୧: ଚାଇନାରେ ସୁରକ୍ଷାର ଢିଲା କାରଣରୁ ଶିଳ୍ପ ସଂସ୍ଥା ଗୁଡିକରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଇତି ମଧ୍ୟମରେ ଚାଇନାର ଶାନ୍କ୍ସି ପ୍ରଦେଶରେ ଏକ କୋଇଲା ଖଣି କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିଯିବାରୁ ୨୬ ଜଣଙ୍କ ମୃତ୍ୟୁ ଘଟିବା ସହ ୩୮...
ମାଲଦ୍ୱୀପର କନେକ୍ଟିଭିଟି ପ୍ରୋଜେକ୍ଟର ନିରିକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ରିଜିଜୁ
ମାଲେ,୧୭।୧୧: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ମାଲଦ୍ୱୀପରେ ଭାରତ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏକ ପ୍ରମୁଖ ସଂଯୋଗୀକରଣ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଛନ୍ତି ଯାହା ଦେଶକୁ ଆର୍ଥିକ ଅଭିବୃଦ୍ଧି ଏବଂ ସମୃଦ୍ଧତା ଆଣିବ ବୋଲି ଆଶା କରାଯାଉଛି।...
ଗାଜାର ଅଲ ଶିଫା ହସ୍ପିଟାଲ ନିକଟରୁ ମିଳିଲା ଇସ୍ରାଏଲ ମହିଳା ସେନାଙ୍କ ମୃତଦେହ, ହମାସ କରିଥିଲା ଅପହରଣ
ତେଲ ଆଭିବ,୧୭।୧୧: ଗାଜାର ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲର ଜଣେ ମହିଳା ସେନାଙ୍କର ମୃତଦେହ ମିଳିଛି। ଇସ୍ରାଏଲ ସେନା ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି। ଇସ୍ରାଏଲ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ...
ପୁଣି କରଜ କରିବ ପାକିସ୍ତାନ
ଇସଲାମବାଦ,୧୭।୧୧: ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ। ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି। ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ରୁ ପାକିସ୍ତାନ କରଜ ଆଣିବା...
କ୍ୟାନ୍ସର ଯୋଗୁ ଆଉ ହେବନି ମୃତ୍ୟୁ! ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା
କାଲିଫର୍ନିଆ, ୧୭।୧୧: କ୍ୟାନ୍ସର ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ ସୁଇଚ’ ପାଇଛନ୍ତି। ଏହା କ୍ୟାନ୍ସର କୋଷକୁ ମାରିବାରେ ସଫଳ ହେବ। ସାକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ କମ୍ପେରେସିଭ କ୍ୟାନ୍ସର...
ସମ୍ପର୍କୀୟଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କଲେ ପରିବାର ଲୋକେ
ଜେରୁଜେଲମ୍,୧୭ା୧୧: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରିବାର ନାଁ ନେଉନି। ବରଂ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଇସ୍ରାଏଲ ଏବଂ ୧୧...
ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ, ୧୮ ମୃତ
ଜେରୁଜେଲମ,୧୭।୧୧: ଗାଜାର ଜବାଳିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ୱାଫା ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆବାସିକ କୋଠାକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣରେ ଅତି କମରେ...
ଫିଲିପାଇନ୍ସରରେ ଭୂକମ୍ପ ଝଟକା
ମାନିଲା,୧୭।୧୧: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟକା। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫ୍ଜି) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର (୬.୨ମାଇଲ) ଗଭୀରରେ...
ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ
ସନା,୧୭।୧୧: ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ମୂଳବାସିନ୍ଦା ମଲୟାଲୀ ନର୍ସ ନିମିଷା ପ୍ରିୟା ଫସିବାରେ ଲାଗିଛନ୍ତି। ଏହି ମାମଲାରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏକ ବର୍ଷ ଜେଲରେ ରହିବା ପରେ ନିମ୍ନ ଅଦାଲତ ନିମିଷାଙ୍କୁ...
ବାଇଡେନଙ୍କ ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ କହିବା ତାଙ୍କ ମନ୍ତ୍ରୀଙ୍କୁ ଆସିଲାନି ପସନ୍ଦ
ଓ୍ବାଶିଂଟନ୍,୧୭।୧୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୁଧବାର ପ୍ରାୟ ଚାରି ଘଣ୍ଟା ଧରି ଏକ ବୈଠକ ହୋଇଥିଲା, କିନ୍ତୁ ଏହି ବୈଠକରୁ କେହି ଲାଭ ପାଇ ନଥିଲେ। ଏହା ପରେ ବାଇଡେନ...
ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ
ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ...
Archives


