ଅନ୍ତର୍ଜାତୀୟ

ରୁଷିଆରେ ବନ୍ୟା, ସୁରକ୍ଷିତ ସ୍ଥାନକୁ ଲୋକେ ସ୍ଥାନାନ୍ତର

ମସ୍କୋ,୧୪।୪: ରୁଷିର କୁର୍ଗାନ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ପରିସ୍ଥିତି ବିଗିଡିବା ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ବାହାରକୁ ଆସିବାକୁ ରାଜ୍ୟପାଳ ଲୋକମାନଙ୍କୁ ନିବେଦନ କରିଛନ୍ତି। ରାଜ୍ୟପାଳ ଭାଡିମ ଶୁମକୋଭ ଟେଲିଗ୍ରାମରେ ଲେଖିଛନ୍ତି ଯେ ଟୋବୋଲ…

ଉପହାର ସ୍ବରୂପ ନେପାଳକୁ ଭାରତ ଦେଲା ୩୫ ଆମ୍ବୁଲାନ୍ସ, ୬୬ ସ୍କୁଲ ବସ

କାଠମାଣ୍ଡୁ,୧୪।୪: କାଠମାଣ୍ଡୁରେ ଥିବା ଭାରତର ଦୂତାବାସ ନେପାଳର ବିଭିନ୍ନ ଜିଲାରେ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନକୁ ୩୫ ଟି ଆମ୍ବୁଲାନ୍ସ ଏବଂ ୬୬ ଟି ସ୍କୁଲ ବସ ଉପହାର ଦେଇଛନ୍ତି। ନେପାଳରେ ଭାରତର ରାଷ୍ଟ୍ରଦୂତ ନବୀନ…

ଅପସରା ଅବତାରରେ ନଜର ଆସିଲେ କାମ୍ବୋଡିଆରେ ଥିବା ଭାରତର ରାଷ୍ଟ୍ରଦୂତ ଦେବଯାନି

କାମ୍ବୋଡିଆ,୧୪।୪: କାମ୍ବୋଡିଆରେ ଭାରତର ରାଷ୍ଟ୍ରଦୂତ ଥିବା ଦେବଯାନି ଖୋବ୍ରାଗଡେ ତାଙ୍କ ନୂଆ ଲୁକ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଡିଆରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେବଯାନିଙ୍କ ଫଟୋ ଶେୟାର କରିଛି। ଏହି ଫଟୋଗୁଡ଼ିକରେ ସେ ପାରମ୍ପାରିକ…

ଗରିବ ପିଲାଙ୍କ ସ୍ବପ୍ନ ପୂରଣ କରିବେ ସୁପର ୩୦ର ଆନନ୍ଦ କୁମାର

ସିକାଗୋ,୧୪।୪: ୨୦୧୯ରେ ଏକ ବଲିଉଡ ଫିଲ୍ମ ସୁପର ୩୦ ରିଲିଜ ହୋଇଥିଲା, ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଆନନ୍ଦ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ମୁଭିର ଖୁବ ପ୍ରଶଂସା କରାଯାଇଥିଲା, କିନ୍ତୁ ତା’ଠାରୁ ଅଧିକ ସମସ୍ତେ ଜାଣିବାକୁ…

ବିଶ୍ୱ ଆଉ ଏକ ଯୁଦ୍ଧ କରିପାରିବ ନାହିଁ ବରଦାସ୍ତ:ଜାତିସଂଘ ମହାସଚିବ

ନ୍ୟୁୟର୍କ,୧୪।୪: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଇରାନର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଲାଗି ରହିଥିବା ଉତ୍ତେଜନାକୁ ଗୁରୁତର ଭାବେ ନିନ୍ଦା କରିଛନ୍ତି। ଏହାସହ ସେ ଚେତାବନୀ ଦେଇଛନ୍ତି, ଏହି ଅଞ୍ଚଳ କିମ୍ବା ବିଶ୍ୱ ଆଉ ଏକ ଯୁଦ୍ଧ ବରଦାସ୍ତ କରିପାରିବ…

ଘରେ ଉତ୍ସବ ଚାଲିଥିବା ବେଳେ ଭୂସ୍ଖଳନ: ୧୪ ମୃତ, ୩ ନିଖୋଜ

ଜାକର୍ତ୍ତା,୧୪ା୪: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରେ ଏକ ଉତ୍ସବ ଚାଲିଥିବା ସମୟରେ ଭୂସ୍ଖଳନ ହୋଇଥିଲା। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ରାତିରେ…

ଅଣ୍ଡର ଓ୍ବାର୍ଲଡ ଡନ ଅମିର ସରଫରାଜଙ୍କୁ ଗୁଳି କରି ହତ୍ୟା, ଜେଲରେ ସରବଜିତଙ୍କୁ କହିଥିଲେ ନିହତ

ଲାହୋର,୧୪।୪: ଲାହୋରରେ ଅଣ୍ଡରୱାର୍ଲଡ ଡନ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁହାଯାଉଛି ଯେ ଅଜଣା ଆକ୍ରମଣକାରୀମାନେ ସରଫରାଜଙ୍କୁ ଗୋଟିଏ ପରେ ଗୋଟିଏ କିଛି ରାଉଣ୍ଡ ଗୁଳି ଚଳାଇଥିଲେ, ଯେଉଁ କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି…

୯୯% ଆକ୍ରମଣ ଫେଲ୍‌, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ

ଜେରୁଜେଲମ,୧୪।୪: ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ। ରାତି ସାରା ଇସ୍ରାଏଲ ଉପରେ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଗୋଟିଏ ପଟେ ଇରାନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଆକ୍ରମଣ କରିଥିବା କହୁଥିବା ବେଳେ ଇସ୍ରାଏଲ ସେନା…

ଆମେରିକାକୁ ଚେତାବନୀ ଦେଲା ଇରାନ

ତେହରାନ,୧୪।୪: ଏପ୍ରିଲ ୧୩ ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏହି ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ରାଗ ବଢିଛି। ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସହିତ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା…

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବର

ଜେରୁଜେଲମ୍‌,୧୪ା୪: ରବିବାର ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲଗୁଡ଼ିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସ ଆହୁରି ମଧ୍ୟ କହିଛି ଯେ,…

କାନାଡ଼ାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୪।୪: କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପଡୋଶୀମାନେ ଗୁଳି ଶବ୍ଦ ଶୁଣିବା ପରେ ଯୁବକ ଜଣଙ୍କୁ କାର ଭିତରେ ମୃତ…

“ଆମେ ଏବେ ଆଉ ଆକ୍ରମଣ କରିବୁ ନାହିଁ, କିନ୍ତୁ ଇସ୍ରାଏଲ୍ …”: ଆକ୍ରମଣ ପରେ ବିବୃତ୍ତି ଜାରି କଲା ଇରାନ

ନୂଆଦିଲ୍ଲୀ,୧୪।୪: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଇରାନର ଇସ୍ରାଏଲ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ଇରାନ କହିଛି ଯେ ଆମର ଆକ୍ରମଣ ସମାପ୍ତ ହୋଇଛି ଏବଂ ଆମେ ଏହାକୁ ଜାରି ରଖିବାକୁ ଚାହୁଁନାହୁଁ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri