ପୁଣି ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ, ହରଡଘଣାରେ ପଡିଲେ ମୋଦି
ଓ୍ବାଶିଂଟନ୍,୨୫।୨: ଆମେରିକା ପୁଣି ଥରେ ଭାରତକୁ ଏକ ବଡ଼ ଝଟକା ଦେଇଛି। ସୌର ପ୍ୟାନେଲ ଉପରେ ପ୍ରାରମ୍ଭିକ ୧୨୬% ଟାରିଫ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।…
ଆମେରିକୀୟ ଯୁଦ୍ଧ ଜାହାଜରେ ଟଏଲେଟ୍ ଓ୍ବାର୍
ଓ୍ବାଶିଂଟନ୍ ,୨୫ା୨: ଇରାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ବିଶାଳ ସେନା ମୁତୟନ କରିଛି। ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧ ଜାହାଜ ଆବ୍ରାହମ ଲିଙ୍କନ୍ ସମେତ ବିଶ୍ୱର ସର୍ବବୃହତ୍ ଯୁଦ୍ଧ ଜାହାଜ ୟୁଏସ୍ଏସ୍ ଗେରାଲ୍ଡ ଆର୍ ଫୋର୍ଡ ମଧ୍ୟ…
ହେକ୍ସାଗନ୍ ମେଣ୍ଟରେ ଭାରତ ସାମିଲ ନେଇ ନେତାନ୍ୟାହୁ ଆଶାବାଦୀ
ତେଲ୍ ଆଭିଭ୍,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇସ୍ରାଏଲ ଗସ୍ତରେ ଯିବେ। ତାଙ୍କର ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମୋଦିଙ୍କୁ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି କହିବା ସହିତ ଭାରତକୁ ଏକ ବିଶ୍ୱଶକ୍ତି ଭାବେ ଅଭିହିତ କରିଛନ୍ତି।…
ଟାରିଫ୍ ଅନିଶ୍ଚିତ, ବଜାର ଧରାଶାୟୀ: ପୁଣି ଦୁର୍ବଳ ହେଲା ଭାରତୀୟ ମୁଦ୍ରା
ଓ୍ବାଶିଂଟନ୍/ମୁମ୍ବାଇ,୨୫ା୨:(ବ୍ଲୁମ୍ବର୍ଗ/ଏଜେନ୍ସି):ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍କୁ ନେଇ ଅନିଶ୍ଚିତତା ସାଙ୍ଗକୁ ଦୁର୍ବଳ ବୈଶ୍ୱିକ ସଙ୍କେତ ଯୋଗୁ ମଙ୍ଗଳବାର ସେନ୍ସେକ୍ସ ଓ ନିଫ୍ଟି ୫୦ ଯଥାକ୍ରମେ ୧.୨୮% ଏବଂ ୧.୧୨% ତଳକୁ ଖସିଛି। ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ଇଣ୍ଡାଇସେସ୍ କାରବାର…
ବିଦେଶୀ ସାମଗ୍ରୀ ଉପରେ ଲାଗୁ ହେଲା ୧୦% ଶୁଳ୍କ
ଓ୍ବାଶିଂଟନ୍ ,୨୫ା୨: ଆମେରିକାର ଟାରିଫ୍କୁ ନେଇ ଏବେ ସାରା ବିଶ୍ୱରେ ଦ୍ୱନ୍ଦ୍ୱ ଲାଗି ରହିଛି। ଆମେରିକା ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ ନୀତିକୁ ଅବୈଧ ଘୋଷଣା କରିବା ପରେ ଟ୍ରମ୍ପ୍ ବାରମ୍ବାର ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ କରିଚାଲିଥିବାରୁ କେଉଁ ଦେଶ…
ବଜାରରେ କ୍ରାଶ ହେଲା ସେନା ହେଲିକପ୍ଟର, ୪ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୪।୨: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଦିନ କେନ୍ଦ୍ରୀୟ ଇରାନରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରୀୟ ଇରାନର ଏକ ଫଳ ଏବଂ ପନିପରିବା ବଜାରରେ ହେଲିକପ୍ଟରଟି ଖସିପଡ଼ିବାରୁ ଅତି କମରେ ଚାରି ଜଣଙ୍କର ମୃତ୍ୟୁ…
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୫ ମୃତ
ଲିମା,୨୪।୨: ଦକ୍ଷିଣ ଆମେରିକୀୟ ଦେଶ ପେରୁରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିବା ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏଥିରେ ଥିବା ସମସ୍ତ ୧୫…
‘Trump is a man of action, wait…’ଇରାନ ଲୋକଙ୍କ ପାଖକୁ ଆସିଲା ଏମିତି ମେସେଜ ହେଲାଣି ଉତ୍ତେଜନା
ତେହେରାନ,୨୪।୨: ସୋମବାର (୨୩ ଫେବୃଆରୀ, ୨୦୨୬) ଦିନ, ଇରାନର ହଜାର ହଜାର ଲୋକ ସେମାନଙ୍କ ମୋବାଇଲ ଫୋନରେ ଏକ ଅଜଣା ନମ୍ବରରୁ ପାର୍ସୀ ଭାଷାରେ ଏକ ବାର୍ତ୍ତା ପାଇଲେ, ଯେଉଁଥିରେ ଲେଖାଥିଲା, ‘ଆମେରିକାର ରାଷ୍ଟ୍ରପତି ହିଁ କାର୍ଯ୍ୟାନୁଷ୍ଠାନ ନେବେ। ଅପେକ୍ଷା କର…
ମୋଦିଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଭୟ କରୁଛନ୍ତି ନେତାନ୍ୟାହୁ!
ଜେରୁଜେଲମ,୨୪।୨: ଇସ୍ରାଏଲୀ ସଂସଦ, ନେସେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାବଦ୍ଧ ଭାଷଣକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଇସ୍ରାଏଲୀ ବିରୋଧୀ ଦଳଗୁଡ଼ିକ ବୟକଟ ଧମକ ଦେଉଛନ୍ତି, ଯାହା ସଂସଦରେ ଆସନ ଖାଲି କରିପାରେ। ଏହାର ଜବାବରେ, ଇସ୍ରାଏଲୀ ସଂସଦର ବାଚସ୍ପତି…
ଭାରତ ନୁହେଁ ଏହି ଦେଶକୁ ଯାତ୍ରା କରିବେ ତାରିକ ରହମାନ! ପ୍ରଥମ ବିଦେଶ ଯାତ୍ରାକୁ ନେଇ ହେଲାଣି ଚର୍ଚ୍ଚା
ଢାକା,୨୪।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଖୁବ ଶୀଘ୍ର ତାଙ୍କର ପ୍ରଥମ ଅଣଆନୁଷ୍ଠାନିକ ବିଦେଶ ଗସ୍ତରେ ବାହାରିପାରନ୍ତି। ତଥାପି, ପରମ୍ପରାରୁ ବିମୁଖ ହୋଇ, ତାଙ୍କର ପ୍ରଥମ ଯାତ୍ରା ଭାରତ ବଦଳରେ ସାଉଦି ଆରବ ହେବାର ସମ୍ଭାବନା ଅଛି। ଶାସକ ବାଂଲାଦେଶ…
ଆଜିଠୁ ଆମେରିକାରେ ଟ୍ରମ୍ପ୍ ଟାରିଫ୍ ଆଦାୟ ବନ୍ଦ
ଓ୍ବାଶିଂଟନ,୨୪।୨: ବିଭିନ୍ନ ଦେଶରୁ ଆମଦାନୀ ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାଇଥିବା ଟାରିଫ୍କୁ ସେଠାର ସୁପ୍ରିମକୋର୍ଟ ଗତ ୨୦ ତାରିଖରେ ବେଆଇନ କହି ରଦ୍ଦ କରିଥିଲେ। ତଦନୁଯାୟୀ ମଙ୍ଗଳବାରଠାରୁ ଆମେରିକାରେ ଉକ୍ତ ଟାରିଫ୍ ଆଦାୟ ବନ୍ଦ ହେବାକୁ ଯାଉଛି।…
ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଚେତାବନୀ, ପରିସ୍ଥିତି ଗମ୍ଭୀର କହି…
ନୂଆଦିଲ୍ଲୀ/ତେହରାନ,୨୩ା୨: ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କଡ଼ା ପରାମର୍ଶ ଦେଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଜାରି କରାଯାଇଥିବା ଏକ ପରାମର୍ଶରେ, ଦୂତାବାସ କହିଛି…
Archives


